Month: March 2026

କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣା ପରିବାରକୁ ଭେଟିଲା ଆପ୍, ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ନ୍ୟାୟ ଦାବି କଲା ଆପ୍

କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣା ପରିବାରକୁ ଭେଟିଲା ଆପ୍, ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ ନ୍ୟାୟ ଦାବି କଲା ଆପ୍ କାମାକ୍ଷାନଗର ଦୁଷ୍କର୍ମ ଓ ହତ୍ୟା ଘଟଣାରେ ପୀଡିତ ପରିବାରକୁ ଭେଟି ଫାଷ୍ଟଟ୍ରାକ କୋର୍ଟରେ ଦୁଇ ମାସ ଭିତରେ…

ମୋଦିଙ୍କ ଉଚ୍ଚସ୍ତରୀୟ ବୈଠକ

ନୁଆଦିଲ୍ଲୀ: ପେଟ୍ରୋଲିୟମ, ବିଦ୍ୟୁତ୍ ଏବଂ ସାର ଭଳି ପ୍ରମୁଖ କ୍ଷେତ୍ରଗୁଡ଼ିକର ପରିସ୍ଥିତିର ମୂଲ୍ୟାଙ୍କନ କରିବା ପାଇଁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ରବିବାର ବରିଷ୍ଠ ମନ୍ତ୍ରୀମାନଙ୍କ ସହିତ ଏକ ଉଚ୍ଚସ୍ତରୀୟ ବୈଠକ ଡାକିଛନ୍ତି। ପଶ୍ଚିମ ଏସିଆରେ ଉତ୍ତେଜନା ବିଶ୍ୱ ଯୋଗାଣ ଶୃଙ୍ଖଳକୁ ପ୍ରଭାବିତ…

ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କ ଦ୍ୱାରା ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ

ଭୁବନେଶ୍ୱର: ଆଜି ଲୋକସେବା ଭବନ ଠାରେ ଅନୁଷ୍ଠିତ ସ୍ୱାସ୍ଥ୍ୟ ବିଭାଗର ସମୀକ୍ଷା ବୈଠକରେ ଯୋଗଦେଇ ମାନ୍ୟବର ସ୍ୱାସ୍ଥ୍ୟ ମନ୍ତ୍ରୀ ଡ଼. ମୁକେଶ ମହାଲିଙ୍ଗ ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ବିଷୟ ସମ୍ପର୍କରେ ସମୀକ୍ଷା କରିଛନ୍ତି । ମୁଖ୍ୟତଃ ସରକାରୀ ହସ୍ପିଟାଲ ଗୁଡିକରେ ଅଗ୍ନି ନିରାପତ୍ତା…

ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବାରେ ପୂର୍ବତନ ଛାତ୍ର ସଂଘର ବିଶେଷ ଭୂମିକା ରହିଛି: ରାଜ୍ୟପାଳ

ଭୁବନେଶ୍ୱର: ଆଗାମୀ ପିଢ଼ିକୁ ମାର୍ଗଦର୍ଶନ କରିବାରେ ପୂର୍ବତନ ଛାତ୍ର ସଂଘର ବିଶେଷ ଭୂମିକା ରହିଛି ଏବଂ ସେମାନଙ୍କର ଅଭିଜ୍ଞତା, ଜ୍ଞାନ ଓ ଦୃଷ୍ଟିକୋଣ ଯୁବ ଛାତ୍ରଛାତ୍ରୀଙ୍କ ପାଇଁ ଅମୂଲ୍ୟ ସମ୍ପଦ ବୋଲି ମାନ୍ୟବର ରାଜ୍ୟପାଳ ଡ଼. ହରି ବାବୁ କମ୍ଭମପାଟି କହିଛନ୍ତି…

ଦେଶର ସବୁଠାରୁ ଦୀର୍ଘକାଳ ସେବା ପ୍ରଦାନ କରିଥିବା ଶାସନ ମୁଖ୍ୟ ହେଲେ ନରେନ୍ଦ୍ର ମୋଦି

ଭାରତର ରାଜନୈତିକ ଇତିହାସରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏକ ନୂଆ ମାଇଲଖୁଣ୍ଟ ସ୍ଥାପନ କରିଛନ୍ତି। ସେ ଭାରତର ସବୁଠୁ ଲମ୍ବା ସମୟ ଧରି ‘ଶାସନ ମୁଖ୍ୟ’ ଭାବେ କାର୍ଯ୍ୟ କରିବାର ରେକର୍ଡ ନିଜ ନାମରେ କରିଛନ୍ତି। ଏକ୍ଷେତ୍ରରେ ମୋଦୀ ଆଜି ସିକିମର…

୨୨୯୨ କୋଟିର ୧୭ ଟି ପ୍ରକଳ୍ପର ଶିଳାନ୍ୟାସ, ପ୍ରାୟ ୩୨୦ କୋଟିର ୧୨୪ ଟି ପ୍ରକଳ୍ପର ଶୁଭ ଉଦ୍‌ଘାଟନ କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ରାଜ୍ୟ ସ୍ତରୀୟ ବିଶ୍ୱ ଜଳ ଦିବସ ସମାରୋହ ୨୦୨୬ ଆଜି ଭୁବନେଶ୍ଵର ଲୋକ ସେବା ଭବନ କନଭେନଶନ ସେଣ୍ଟର ଠାରେ ଅନୁଷ୍ଠିତ ହୋଇଯାଇଛି। କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ବିଭିନ୍ନ…

1983ମାଟ୍ରିକ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ

1983ମାଟ୍ରିକ ବ୍ୟାଚ ପକ୍ଷରୁ ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ଜଗତସିଂହପୁରତା =22/3/26ଜଗତସିଂହପୁର ଶିକ୍ଷା ଜ଼ିଲ୍ଲା ଅନ୍ତର୍ଗତ ପଳାଶୋଳ ସ୍ଥିତ ଅଟଳବଳଦେବଜୀଉ ଉଚ୍ଚ ବିଦ୍ୟାପୀଠ ର 1983ମସିହା ମାଟ୍ରିକ ବ୍ୟାଚ ର ବନ୍ଧୁ ମିଳନ କାର୍ଯ୍ୟକ୍ରମ ଅଟଳ ବଳଦେବଜୀଉ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ…

ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍

ଲୁହାପଥର ଚୋରାଚାଲାଣ ଉଦ୍ୟମବେଳେ ମାଡିବସିଲା ବନବିଭାଗ ଚାରୋଟି ଟ୍ରକ୍ ଓ ମେସିନ୍ ଜବତ୍। ବିଭାଗୀୟ ଅଧିକାରୀ ନିଷ୍କ୍ରିୟ ବନ ବିଭାଗ ସକ୍ରିୟ।କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ଯୋଡ଼ା ଖଣି ମଣ୍ଡଳ ଅନ୍ତର୍ଗତରେ ଦିନକୁ ଦିନ ଖଣି ମାଫିଆମାନେ ସକ୍ରିୟ ହେଉଥିବାବେଳେ ବିଭାଗୀୟ ଅଧିକାରୀ…

ଇସ୍ରାଏଲ ଉପରେ ଇରାନର ବଡ଼ କ୍ଷେପଣାସ୍ତ୍ର ମାଡ଼: ୧୦୦ରୁ ଅଧିକ ଲୋକ ଆହତ

ତେଲ ଅଭିଭ: ଇରାନ ଶନିବାର ଇସ୍ରାଏଲର ଡିମୋନା ଏବଂ ଆରାଦ ସହର ଉପରେ କ୍ଷେପଣାସ୍ତ୍ର ଆକ୍ରମଣ କରିଛି, ଯେଉଁଥିରେ ୧୦୦ରୁ ଅଧିକ ଲୋକ ଆହତ ହୋଇଛନ୍ତି। ପ୍ରଥମ ଆକ୍ରମଣରେ ଇସ୍ରାଏଲର ପରମାଣୁ କେନ୍ଦ୍ର ଥିବା ଡିମୋନାକୁ ଟାର୍ଗେଟ କରାଯାଇଥିଲା। ପରେ ଆରାଦ…

ଭାରତରେ ପହଞ୍ଚିଲା ବିଶାଳ ଏଲ୍‌ପିଜି ବୋଝେଇ ଜାହାଜ, ସଫଳ ହେଲା ସରକାରଙ୍କ କୂଟନୀତି

ମେଙ୍ଗାଲୁରୁ: ମଧ୍ୟପ୍ରାଚ୍ୟରେ ଯୁଦ୍ଧ ଜାରି ରହିଥିବା ବେଳେ ଏସୀୟ ଦେଶଗୁଡ଼ିକ ଗମ୍ଭୀର ଗ୍ୟାସ୍ ଏବଂ ତେଲ ଅଭାବର ସମ୍ମୁଖୀନ ହେଉଛନ୍ତି। ଭାରତ ମଧ୍ୟ ଏଲ୍‌ପିଜି ସଙ୍କଟ ଅନୁଭବ କରୁଛି। ଏହାରି ମଧ୍ୟରେ କିଛି ଆଶ୍ୱସ୍ତି ଖବର ଆସିଛି। ପିକ୍ସିସ୍ ପାୟୋନିଅର ନାମକ…

You missed