ଆଉ ୪ ଦିନରେ ରୁକୁଣା ରଥଯାତ୍ରା: ନୂଆ ଦଧିନଉତି ସହ ରଥଖଳାରେ ଦ୍ରୁତଗତିରେ ନିର୍ମାଣ, ଭକ୍ତମାନଙ୍କରେ ଉତ୍ସାହ ବୃଦ୍ଧି
ଭୁବନେଶ୍ୱର – ଅଶୋକାଷ୍ଟମୀ ଉତ୍ସବ ଆଉ ମାତ୍ର ୪ ଦିନ ପରେ। ଏହି ପବିତ୍ର ଦିନରେ ମହାପ୍ରଭୁ ଶ୍ରୀଲିଙ୍ଗରାଜ, ଦୋଳ ଗୋବିନ୍ଦ ଓ ଦେବୀ ରୁକ୍ମିଣୀ ରାମେଶ୍ୱର ରୁକୁଣା ରଥରେ ସେତୁବନ୍ଧ ରାମେଶ୍ୱର ଅଭିମୁଖେ ଯାତ୍ରା କରିବେ। ଏଥର ରଥକୁ ସମ୍ପୂର୍ଣ୍ଣ…
