Month: March 2026

ଅଣ୍ଡାରେ ରହିବ ଏକ୍ସପାଏରୀ ଡେଟ୍ ! ସରକାରଙ୍କୁ ପ୍ରସ୍ତାବ ଦେବ ବିଭାଗ

ଭୁବନେଶ୍ଵର : ଖାଦ୍ୟ ସୁରକ୍ଷା ଓ ଉପଭୋକ୍ତାଙ୍କ ହିତକୁ ଧ୍ୟାନରେ ରଖ୍ ଉତ୍ତରପ୍ରଦେଶ ସରକାର ଅଣ୍ଡାରେ ଏକ୍ସପାଏରୀକୁ ବାଧ୍ୟତାମୂଳକ କରିଛନ୍ତି। ଆସନ୍ତା ଏପ୍ରିଲ ୧ ତାରିଖରୁ ଏହି ନିୟମ ଲାଗୁ ହେବ । ତେବେ ଓଡ଼ିଶାରେ ବି ଲାଗୁହେବାର ସମ୍ଭାବନା ରହିଛି।…

ପୁରୀ ସମୁଦ୍ରରେ ଭାସିଯାଉଥିବା ପର୍ଯ୍ୟଟକ ଉଦ୍ଧାର

ପୁରୀ: ପୁରୀ ସମୁଦ୍ରର ସେକ୍ଟର ୧୪ରେ ଗାଧୋଇବା ବେଳେ ଭାସିଯାଉଥିଲେ ପର୍ଯ୍ୟଟକ। ପଶ୍ଚିମବଙ୍ଗର ପର୍ଯ୍ୟଟକଙ୍କୁ ଉଦ୍ଧାର କରିଛନ୍ତି ଲାଇଫ ଗାର୍ଡ । ଉଦ୍ଧାର ହୋଇଥିବା ବ୍ୟକ୍ତି ଜଣକ ପଶ୍ଚିମବଙ୍ଗର ଦିଲ୍ଲୀପ ସିଂ। Post Views: 21

ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା

ବାଲ୍ୟ ବିବାହ ଶିଶୁ ଚାଲାଣ ଓ ଶିଶୁ ଯୌନ ନିର୍ଯ୍ୟାତନା ନିରୋଧ ସମ୍ବନ୍ଧୀୟ ସଚେତନତା ଅନୁଗୋଳ- ଅଦ୍ୟ ତା 21 ମାର୍ଚ୍ଚ,2026 ରିଖ , ବିଶ୍ବ ଯୁବ କେନ୍ଦ୍ର,ବଣୀନାଳୀ, ଅନୁଗୋଳ ଦ୍ଵାରା ପରିଚାଳିତ କାର୍ଯକ୍ରମ “ଆକ୍ସେସ ଟୁ ଜଷ୍ଟିସ “ଦ୍ଵାରା ଅନୁଗୋଳ…

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ 

ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦଙ୍କ ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତ ଅନୁଗୋଳ,ତା.୨୧.୦୩:- ମାନ୍ୟବର କେନ୍ଦ୍ର ଶିକ୍ଷା ମନ୍ତ୍ରୀ ତଥା ସମ୍ବଲପୁର ସାଂସଦ ଶ୍ରୀଯୁକ୍ତ ଧର୍ମେନ୍ଦ୍ର ପ୍ରଧାନ ଆଜି ଏକ ଦିନିକିଆ ଅନୁଗୋଳ ଜିଲ୍ଲା ଗସ୍ତରେ ଆସି…

ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କ ଘରେ ହଙ୍ଗାମା କଲେ ଦୁର୍ବୁତ୍ତ

ଏ ନେଇ ବିଜେଡି ମୁଖ୍ୟମନ୍ତ୍ରୀ ବାସଭବନ ଘେରାଓ କରିବାକୁ ଚେତାବନୀ ଦେଇଥିଲା । ବିଜେଡିର ଚେତାବନୀ ପରେ ପୋଲିସର ଆକ୍ସନ ହୋଇଛି । ବରିଷ୍ଠ ନେତା ପ୍ରତାପ ଜେନାଙ୍କ କ୍ବାର୍ଟର୍ସ ଆଗରେ ହଙ୍ଗାମା ଘଟଣାରେ ୨ ଅଭିଯୁକ୍ତ ଗିରଫ ହୋଇଛନ୍ତି ।…

ଅହମ୍ମଦାବାଦରେ ଓଡ଼ିଶା ପର୍ବ ୨୦୨୬ ଉଦଘାଟିତ

ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ଶ୍ରୀମତୀ ପ୍ରଭାତୀ ପରିଡ଼ା, ଶନିବାର ଅହମ୍ମଦାବାଦର ଗୁଜରାଟ ବିଶ୍ୱବିଦ୍ୟାଳୟ କନଭେନସନ ଏବଂ ପ୍ରଦର୍ଶନୀ କେନ୍ଦ୍ରଠାରେ ତିନି ଦିନିଆ ‘ଓଡ଼ିଶା ପର୍ବ ୨୦୨୬’କୁ ଉଦଘାଟନ କରିଛନ୍ତି। ଏହି ଅବସରରେ ଗୁଜରାଟର ଉପମୁଖ୍ୟମନ୍ତ୍ରୀ ଶ୍ରୀ ହର୍ଷ ରମେଶକୁମାର ସାଙ୍ଘଭି ସମ୍ମାନିତ ଅତିଥି…

କଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣାର ପର୍ଦ୍ଦାଫାସ: ସିନ୍ ରିକ୍ରିଏସନ୍ ବେଳେ ସତ ଓଗାଳିଲା ଅଭିଯୁକ୍ତ

କାମାକ୍ଷାନଗର: କାମାକ୍ଷାନଗର ବହୁ ଚର୍ଚ୍ଚିତ କଲେଜ୍ ଛାତ୍ରୀ ଦୁଷ୍କର୍ମ ଓ ହତ୍ୟା ଘଟଣା। ଘଟଣା ଘଟିବାର ତିନିଦିନ ପରେ ମୁଖ୍ୟ ଅଭିଯୁକ୍ତକୁ ଧରିଲା ପୁଲିସ। ମୁଖ୍ୟ ଅଭିଯୁକ୍ତ ଜଣକ କାମାକ୍ଷାନଗର ଥାନା ସାଆନ୍ତାରାପୁର ଗ୍ରାମର ଗଙ୍ଗାଧର ପାତ୍ର(ଜଗା )ହୋଇଥିବା ଜଣା ପଡିଛି।…

ଯାହା ଆଶଙ୍କା ଥିଲା, ତାହା ହେଲା: ଶେଷରେ ବଢିଲା ପେଟ୍ରୋଲ ଦର

ନୁଆଦିଲ୍ଲୀ: ମଧ୍ୟ ପ୍ରାଚ୍ୟ ଯୁଦ୍ଧ ମଧ୍ୟରେ ପୂର୍ବରୁ ଏଲପିଜି ସଙ୍କଟ ଥିବା ବେଳେ, ତୈଳ କମ୍ପାନୀଗୁଡ଼ିକ ପ୍ରିମିୟମ୍ ପେଟ୍ରୋଲର ମୂଲ୍ୟ ବୃଦ୍ଧି କରିଛନ୍ତି। ୨୦ ମାର୍ଚ୍ଚ, ୨୦୨୬ ରେ ବିପିସିଏଲର ‘ସ୍ପିଡ୍’, ଏଚପିଏଲର ‘ପାୱାର’ ଏବଂ ଆଇଓସିଏଲ୍ ର ‘ଏକ୍ସପି୯୫’ ଭଳି…

ମମତା ବାନାର୍ଜୀ ଜାରି କଲେ ଇସ୍ତାହାର: ମହିଳାମାନଙ୍କୁ ମାସିକ ୧୫୦୦, ବେକାରଙ୍କ ପାଇଁ ପକେଟ ଖର୍ଚ୍ଚ

ନୁଆଦିଲ୍ଲୀ: ପଶ୍ଚିମ ବଙ୍ଗ ବିଧାନସଭା ନିର୍ବାଚନ ପାଇଁ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ତୃଣମୂଳ କଂଗ୍ରେସ (ଟିଏମସି) ଇସ୍ତାହାର ପ୍ରକାଶ କରିଛି। ‘ଲକ୍ଷ୍ମୀ ଭଣ୍ଡାର’ ଯୋଜନା ଅଧୀନରେ ସାଧାରଣ ବର୍ଗର ମହିଳାମାନଙ୍କ ପାଇଁ ଟିଏମସି ୧,୫୦୦ ଟଙ୍କା ଏବଂ SC/ST ପାଇଁ ୧,୭୦୦…

ନିଶା କାରବାର ବିରୋଧରେ ଅଭିଯାନ ଜୋରଦାର: ପ୍ରାୟ ୩ ହଜାର କେଜି ଗଞ୍ଜେଇ ଜବତ

ଭୁବନେଶ୍ଵର: ବୌଦ୍ଧ ଜିଲ୍ଲା ପୋଲିସ, ମାଲକାନଗିରି ଜିଲ୍ଲା ପୋଲିସ ଓ ଗଜପତି ଜିଲ୍ଲା ପୋଲିସ ପକ୍ଷରୁ ନିଶା କାରବାର ବିରୋଧରେ ଅଭିଯାନକୁ ଜୋରଦାର କରାଯାଇଛି। ସୂଚନା ଅନୁଯାୟୀ ମାର୍ଚ୍ଚ ୧୫ ତାରିଖରୁ ୨୦ ତାରିଖ ମଧ୍ୟରେ ସର୍ବମୋଟ ୨ ହଜାର ୮୬୮…

You missed