Month: August 2026

କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ମେହେର ଜୟନ୍ତୀ

କୁଟୁରାଚୁଆଁ କନିଷ୍ଠ କଲେଜ ରେ ଗଙ୍ଗାଧର ମେହେର ଜୟନ୍ତୀ କୁଚିଣ୍ଡା ୨୨/୮ କୁଚିଣ୍ଡା ବ୍ଳକ ଅନ୍ତର୍ଗତ କୁଟୁରାଚୁଆଁ କନିଷ୍ଠ କଲେଜ ରେ ଶନିବାର ଅଧ୍ୟକ୍ଷ ନିଳାଞ୍ଚଳ ତିଓ୍ୟାରୀ ଙ୍କ ସଭାପତିତ୍ବ ରେ ସ୍ବଭାବ କବି ଗଙ୍ଗାଧର ମେହେର ଜୟନ୍ତୀ ପାଳିତ ହୋଇଯାଇଅଛି।…

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ

ବ୍ରାଉନ୍ ସୁଗାର ସହ ଗଞ୍ଜେଇ, ନଗଦ ଟଙ୍କା ଓ ମୋବାଇଲ ଜବତ : କିଙ୍ଗ୍ ପିନ୍ ଗିରଫ ବାଲିଗୁଡ଼ା, ତା, ୨୨/୦୮:(ସୁଶୀଳ କୁମାର ପାଣିଗ୍ରାହୀ): କନ୍ଧମାଳ ପୋଲିସ୍ ପକ୍ଷରୁ ଚାଲିଛି ନିଶାମୁକ୍ତ ସମଗ୍ର କନ୍ଧମାଳ । ଏହି ପରିପ୍ରେକ୍ଷୀରେ ବାଲିଗୁଡ଼ା ପୋଲିସକୁ…

ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ଖରସ୍ରୋତା ପୁସ୍ତକ ମେଳା କମିଟି

ବନ୍ୟା ବିପନ୍ନଙ୍କ ହୃଦୟ ଜିତିଲେ ଖରସ୍ରୋତା ପୁସ୍ତକ ମେଳା କମିଟି ଯାଜପୁର _ ଯାଜପୁର ଜିଲ୍ଲା ବିଞ୍ଝାରପୁର ବ୍ଳକର ଜଣାଶୁଣା ଖରସ୍ରୋତା ପୁସ୍ତକ ମେଳା କମିଟି ଆଜି ତୃତୀୟ ଦିନରେ ଆଳି ବ୍ଳକର ଦେସାହି ପଞ୍ଚାୟତର ଜେନା ସାହି,ମଳିକ ସାହି,ବରି ବ୍ଳକର…

NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ

NTPC ତାଳଚେର ଥର୍ମାଲରେ ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ ତାଳଚେର, ୨୨/୦୮: ସୁରକ୍ଷା ସଂସ୍କୃତିକୁ ଆହୁରି ସୁଦୃଢ଼ କରିବା ଓ ନେତୃତ୍ୱ କ୍ଷମତା ବୃଦ୍ଧି ଲକ୍ଷ୍ୟରେ NTPC ତାଳଚେର ଥର୍ମାଲ ପକ୍ଷରୁ ଦୁଇଦିନିଆ ‘ସେଫ୍ଟି ଲିଡରସିପ୍ ବୁଟକ୍ୟାମ୍ପ’ ଆୟୋଜିତ ହୋଇଯାଇଛି। ଅଗଷ୍ଟ ୨୧ରୁ…

କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତରେ ବ୍ୟାଙ୍କ୍ ଉଦ୍ୟମ

କେନ୍ଦୁଝର ଜିଲ୍ଲା ଯୋଡ଼ାଥାନା ଅନ୍ତର୍ଗତରେ ବ୍ୟାଙ୍କ୍ ଉଦ୍ୟମ। କେନ୍ଦୁଝର ଜିଲ୍ଲା ଯୋଡ଼ା ଥାନା ଅନ୍ତର୍ଗତରେ ଦୁବୃର୍ତ୍ତ ମାନଙ୍କ ଦ୍ବାରା ବ୍ୟାଙ୍କ୍ ଲୁଟ୍ ଉଦ୍ୟମ। ଯୋଡ଼ା ଥାନା ଅନ୍ତର୍ଗତ କଣ୍ଡରା ସ୍ଥିତ ବ୍ୟାଙ୍କ ଅଫ୍ ଇଣ୍ଡିଆ ଶାଖାରେ ଲୁଟ୍ ଉଦ୍ୟମ ହୋଇଥିବା ନେଇ…

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀ ଆକ୍ରମଣରେ ଯୁବକ ଗୁରୁତର

କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡ ଅନ୍ତର୍ଗତରେ ହାତୀ ଆକ୍ରମଣରେ ଯୁବକ ଗୁରୁତର। କେନ୍ଦୁଝର ଜିଲ୍ଲା କେନ୍ଦୁଝର ବନଖଣ୍ଡରେ ହାତୀ ଆକ୍ରମଣରେ ଜଣେ ଆହତ।ମ୍ୟାକମିଲାନ ପୁର ଗାଁ ରେ ହାତୀ ଆକ୍ରମଣରେ ଜଣେ ଆହତ ହୋଇ ଭଣ୍ଡା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଚିକିତ୍ସା ପାଇଁ…

ଢେଙ୍କାନାଳରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତ

ଢେଙ୍କାନାଳରେ ବିପର୍ଯ୍ୟୟ ପରିଚାଳନା ତାଲିମ କାର୍ଯ୍ୟକ୍ରମ ଅନୁଷ୍ଠିତଢେଙ୍କାନାଳ: ଗୃହ ମନ୍ତ୍ରଣାଳୟ ଅଧୀନସ୍ଥ ଜାତୀୟ ବିପର୍ଯ୍ୟୟ ପ୍ରଶମନ ବଳ (NDRF), ମୁଣ୍ଡଳୀ, ୩ୟ ବାଟାଲିୟନ ସହଯୋଗରେ କଲେଜର ଏନ.ଏସ.ଏସ (NSS) କୋ-ୟୁନିଟ୍ ପକ୍ଷରୁ ଆଜି ପୂର୍ବାହ୍ନ ୧୧:୦୦ ଘଟିକା ସମୟରେ ନୂତନ ପାଠାଗାର…

ବିଦ୍ୟାଳୟ ଅଧାୟନ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ,ସମ୍ବନ୍ଧ ରେ ଏକ ବୈଠକ

ବିଦ୍ୟାଳୟ ଅଧାୟନ ଛାତ୍ର ଛାତ୍ରୀ ଙ୍କ ଚକ୍ଷୁ ସ୍ୱାସ୍ଥ୍ୟ ,ସମ୍ବନ୍ଧ ରେ ଏକ ବୈଠକ ଭବାନୀପାଟଣା (ଜାଗ୍ରତ ଭାରତ )ସୁରେନ୍ଦ୍ର ସାଏ ଦିବ୍ୟଦୃଷ୍ଟି ଯୋଜନା ଆନୁକୁଲ୍ୟରେ ଆଜି କଳାହାଣ୍ଡି ଜିଲ୍ଲାପାଳ ଙ୍କ ବୈଠକ କକ୍ଷ ରେ ବିଦ୍ୟାଳୟ ଚକ୍ଷୁ ସ୍ୱାସ୍ଥ୍ୟ କାର୍ଯ୍ୟକ୍ରମ…

ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ଯୁବପିଢ଼ି କେଜ୍ରିୱାଲଙ୍କ ପ୍ରତି ଆକର୍ଷିତ

ପରଜଙ୍ଗ ବ୍ଲକରେ ଆପ୍ ର ଜନସମ୍ପର୍କ ଯାତ୍ରା, ଯୁବପିଢ଼ି କେଜ୍ରିୱାଲଙ୍କ ପ୍ରତି ଆକର୍ଷିତ ପରଜଙ୍ଗ ବ୍ଲକରେ ଆମ୍ ଆଦମୀ ପାର୍ଟିର ଜନସମ୍ପର୍କ କାର୍ଯ୍ୟକ୍ରମ ଜିଲ୍ଲା ସଭାପତି ପଙ୍କଜ ନାୟକ ଓ ପୂର୍ବତନ ସଭାପତି ରମେଶ ଚନ୍ଦ୍ର ପଣ୍ଡାଙ୍କ ନେତୃତ୍ୱରେ ଆରମ୍ଭ ହୋଇଛି।…

ଗଣେଶ ପୂଜା ପାଇଁ ମୂର୍ତ୍ତି ଗଢ଼ାରେ ବ୍ୟସ୍ତ କାରିଗର

ଗଣେଶ ପୂଜା ପାଇଁ ମୂର୍ତ୍ତି ଗଢ଼ାରେ ବ୍ୟସ୍ତ କାରିଗରଆଗକୁ ଆସୁଛି ପବିତ୍ର ଗଣେଶ ପୂଜା। ପୂଜାକୁ ନେଇ ଚାରିଆଡ଼େ ଆରମ୍ଭ ହୋଇଗଲାଣି ପ୍ରସ୍ତୁତି। ଢେଙ୍କାନାଳ ମିନା ବଜାର କୁମ୍ଭାର ସାହିରେ ମଧ୍ୟ ଏବେ ଚାଲିଛି ଜୋରଦାର ପ୍ରସ୍ତୁତି। ଦିନରାତି ଏକ କରି…

You missed