Month: August 2026

ମୁମ୍ବାଇରେ ଗଣେଶ ମୂର୍ତ୍ତି ଅଘଟଣ: ୨ ମୃତ, ୫ ଆହତ

ମୁମ୍ବାଇରେ ଗଣେଶ ମୂର୍ତ୍ତି ଅଘଟଣ: ୨ ମୃତ, ୫ ଆହତ ମୁମ୍ବାଇ, ଅଗଷ୍ଟ ୨୨: ଗଣେଶ ପୂଜା ପୂର୍ବରୁ ମୁମ୍ବାଇରେ ଘଟିଛି ଅଘଟଣ। ଦକ୍ଷିଣ ମୁମ୍ବାଇର ଭୁଲେଶ୍ୱର ଅଞ୍ଚଳରେ ‘ଭୁଲେଶ୍ୱରଚା ରାଜା’ ଗଣେଶ ମୂର୍ତ୍ତିର ଆଗମନ ଶୋଭାଯାତ୍ରା ସମୟରେ ମୂର୍ତ୍ତି ଖସିପଡ଼ିବାରୁ…

ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ AI, କ୍ୟାମେରା ଓ ଡ୍ରୋନ୍‌ ବ୍ୟବହାର କରିବ ଓଡ଼ିଶା

ସଫେଇ କର୍ମଚାରୀଙ୍କ ସୁରକ୍ଷା ପାଇଁ AI, କ୍ୟାମେରା ଓ ଡ୍ରୋନ୍‌ ବ୍ୟବହାର କରିବ ଓଡ଼ିଶା ଭୁବନେଶ୍ୱର, ଅଗଷ୍ଟ ୨୨: ସଫେଇ କର୍ମଚାରୀଙ୍କ ଜୀବନ ସୁରକ୍ଷାକୁ ରାଜ୍ୟ ସରକାର ପ୍ରାଥମିକତା ଦେଇଛନ୍ତି। ସେପ୍ଟିକ୍‌ ଟାଙ୍କ ଓ ଅନ୍ୟାନ୍ୟ ବିପଦପୂର୍ଣ୍ଣ ସ୍ଥାନରେ ସଫେଇ କରିବା…

‘ମହିଳା କାହାର ସମ୍ପତ୍ତି ନୁହନ୍ତି, ସେମାନେ ନିଜର’: ରାହୁଲ ଗାନ୍ଧୀ

‘ମହିଳା କାହାର ସମ୍ପତ୍ତି ନୁହନ୍ତି, ସେମାନେ ନିଜର’: ରାହୁଲ ଗାନ୍ଧୀ ପୁଣେ, ଅଗଷ୍ଟ ୨୨: ମହିଳାଙ୍କ ସ୍ୱାଧୀନତା ଓ ନିଜସ୍ୱ ପରିଚୟକୁ ନେଇ କଂଗ୍ରେସ ନେତା ତଥା ଲୋକସଭା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ ଶନିବାର ଏକ ବଡ଼ ବୟାନ…

ହ୍ୟୁଷ୍ଟନ୍‌ରେ IIT ଖଡ଼ଗପୁର ଆଉଟ୍‌ରିଚ୍ ନେଟୱର୍କର ‘ଟେକ୍ସାସ୍ AI ଲର୍ଣ୍ଣିଂ ସେଣ୍ଟର’ ଉଦ୍‌ଘାଟିତ

ହ୍ୟୁଷ୍ଟନ୍‌ରେ IIT ଖଡ଼ଗପୁର ଆଉଟ୍‌ରିଚ୍ ନେଟୱର୍କର ‘ଟେକ୍ସାସ୍ AI ଲର୍ଣ୍ଣିଂ ସେଣ୍ଟର’ ଉଦ୍‌ଘାଟିତ ହ୍ୟୁଷ୍ଟନ୍‌, ଅଗଷ୍ଟ ୨୩: କୃତ୍ରିମ ବୁଦ୍ଧିମତ୍ତା (AI) ଶିକ୍ଷା, ଦକ୍ଷତା ବିକାଶ ଏବଂ ଶିଳ୍ପ କ୍ଷେତ୍ର ପାଇଁ ନୂଆ ପ୍ରଯୁକ୍ତିଭିତ୍ତିକ ସମାଧାନକୁ ଆଗକୁ ବଢ଼ାଇବା ଲକ୍ଷ୍ୟରେ ଆମେରିକାର…

ଗଞ୍ଜାମରେ ୯୦ ଦିନ ପାଇଁ ଧାରା-୩୦: ସଭା, ସମାବେଶ ଓ ଶୋଭାଯାତ୍ରା ପୂର୍ବରୁ ଅନୁମତି ଜରୁରୀ

ଗଞ୍ଜାମରେ ୯୦ ଦିନ ପାଇଁ ଧାରା-୩୦: ସଭା, ସମାବେଶ ଓ ଶୋଭାଯାତ୍ରା ପୂର୍ବରୁ ଅନୁମତି ଜରୁରୀ ଗଞ୍ଜାମ: ଆଇନଶୃଙ୍ଖଳା ପରିସ୍ଥିତିକୁ ନଜରରେ ରଖି ଗଞ୍ଜାମ ଜିଲ୍ଲାରେ ପୋଲିସ ଆଇନ, ୧୯୬୧ର ଧାରା-୩୦ ଲାଗୁ କରାଯାଇଛି। ଏହି ନିର୍ଦ୍ଦେଶ ୯୦ ଦିନ ପର୍ଯ୍ୟନ୍ତ,…

ନୂଆ ଟିମ୍‌ ସହ ମୋଦୀଙ୍କ ମାରାଥନ୍‌ ବୈଠକ; ଯୁବପିଢ଼ି ସହ ଯୋଗାଯୋଗ ବଢ଼ାଇବାକୁ ଗୁରୁତ୍ୱ

ନୂଆ ଟିମ୍‌ ସହ ମୋଦୀଙ୍କ ମାରାଥନ୍‌ ବୈଠକ; ଯୁବପିଢ଼ି ସହ ଯୋଗାଯୋଗ ବଢ଼ାଇବାକୁ ଗୁରୁତ୍ୱ ନୂଆଦିଲ୍ଲୀ: ବିଜେପିର ନୂଆ ଜାତୀୟ ଟିମ୍‌ ସହ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଥମ ସାକ୍ଷାତ୍‌କାର ଶନିବାର ନୂଆଦିଲ୍ଲୀସ୍ଥିତ ଦଳୀୟ ମୁଖ୍ୟାଳୟରେ ଅନୁଷ୍ଠିତ ହୋଇଛି। ନବନିଯୁକ୍ତ ଜାତୀୟ…

ଆଜିର ରାଶିଫଳ

ଆଜିର ରାଶିଫଳ — ୨୩ ଅଗଷ୍ଟ ୨୦୨୬ ମେଷ: ଆଜି ଆତ୍ମବିଶ୍ୱାସ ବଢ଼ିବ। କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।ଶୁଭ ଫଳାଫଳ: କାମରେ ସଫଳତା | ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ: ଲାଲ | ଶୁଭ…

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ମଦନ ମୋହନ ଙ୍କ ଝୁଲଣ ପର୍ବ ଆରମ୍ଭ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିରରେ ମଦନ ମୋହନ ଙ୍କ ଝୁଲଣ ପର୍ବ ଆରମ୍ଭ ଢେଙ୍କାନାଳ: କୈବଲ୍ୟ ବଜାରସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆରମ୍ଭ ହୋଇଛି ପବିତ୍ର ଝୁଲଣ ପର୍ବ। ଦଶମୀ ତିଥିରୁ ଆରମ୍ଭ ହୋଇଥିବା ଏହି ପର୍ବ ପୂର୍ଣ୍ଣିମା ତିଥିରେ ଶେଷ…

ଖରିଫ ଧାନ ପାଇଁ ୭ ଲକ୍ଷ ପାର୍‌ ଚାଷୀ ପଞ୍ଜୀକରଣ

ଖରିଫ ଧାନ ପାଇଁ ୭ ଲକ୍ଷ ପାର୍‌ ଚାଷୀ ପଞ୍ଜୀକରଣଭୁବନେଶ୍ୱର, ୨୨/୦୮: ଖରିଫ ଧାନ ସଂଗ୍ରହ ପୂର୍ବରୁ ଚାଷୀ ପଞ୍ଜୀକରଣରେ ନୂଆ ରେକର୍ଡ। ରାଜ୍ୟରେ ଏପର୍ଯ୍ୟନ୍ତ ୭ ଲକ୍ଷରୁ ଅଧିକ ଚାଷୀ ପଞ୍ଜୀକରଣ କରିସାରିଥିବା ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣ ଚନ୍ଦ୍ର…

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ

ପଞ୍ଚମ ରାଜ୍ୟସ୍ତରୀୟ ଫଟୋ ପ୍ରତିଯୋଗିତାରେ ଉଦୀୟମାନ ଫଟୋ ଗ୍ରାଫର ବୁଲୁ ଭୁବନେଶ୍ୱରରେ ସମ୍ମାନିତ ବାଲିଗୁଡା, ତା, ୨୨/୦୮: (ସୁଶୀଳ କୁମାର ପାଣିଗ୍ରାହୀ): ଫଟୋ ସ୍ମୃତିଚାରଣର ପ୍ରତିଚ୍ଛବି । ଭାବାବେଗ, ସୃଜନଶୀଳତା ଏବଂ ନୂତନ କଳ୍ପନାର ପ୍ରତୀକ । ଏହି ବାର୍ତ୍ତାକୁ ବାଣ୍ଟିବା…

You missed