Jokes
ପଡ଼ିଶା ମାଛ ଗଡିସା ମାଛ : ଗାର୍ଲ ଫ୍ରେଣ୍ଡ ନିଶା

ଝିଅ : (ତା ବୟ ଫ୍ରେଣ୍ଡ କୁ) ଆଚ୍ଛା କହିଲ ଦେଖି, ପଡ଼ିଶା ଘର ମାଛ ଓ ଗଡିଶା ମାଛ ମଧ୍ୟରେ ପାର୍ଥକ୍ୟ କଣ?
ପୁଅ : ସିମ୍ପଲ କଥା, ନିଜ ପତ୍ନୀ ଓ ଗାର୍ଲ ଫ୍ରେଣ୍ଡ l ଯେମିତି ପଡ଼ିଶା ଘରେ ମାଛ ଥିଲେ ବାସ୍ନା ମିଳେ ଓ ମାଛ ଅଛି ବୋଲି ଜାଣି ହୁଏ l ମାତ୍ର ଗଡିଶା ନିକଟକୁ ଯାଇ ମାଛ କୁ ଦେଖିବା କିମ୍ବା ଧରିବାକୁ ପଡେ l ବହୁ କଷ୍ଟରେ ଦେଖା ମିଳେ l



