ଟାଟା ଷ୍ଟିଲ୍ ମେରାମଣ୍ଡଳୀ ପକ୍ଷରୁ ଭାରି ଯାନ ପରିବହନ ସୁରକ୍ଷାରେ ଉନ୍ନତି ଲାଗି ଅତ୍ୟାଧୁନିକ ଡିଜିଟାଲ୍ ପ୍ରଯୁକ୍ତିର ଉପଯୋଗ
ଏହି ପ୍ରଯୁକ୍ତିର ଉପଯୋଗ ଦ୍ଵାରା ଭାରି ଯାନ ସଂଖ୍ୟା ୫୦%କୁ ହ୍ରାସ ସହ କାର୍ବନ ନିର୍ଗମନ ମଧ୍ୟ ହ୍ରାସ ପାଇଛି ଭୁବନେଶ୍ୱର, ଅକ୍ଟୋବର ୧୧, ୨୦ ୨୪: ଟାଟା ଷ୍ଟିଲ୍ ମେରାମଣ୍ଡଳୀ (ଟି ଏସ୍ଏମ୍) ପକ୍ଷରୁ “କନେକ୍ଟେଡ୍ ଭେଇକିଲ୍ ପ୍ଲାଟଫର୍ମ ଓ…
