ସମସ୍ତ ଆଇ.ସି.ଆର.ପି.ମାନଙ୍କୁ ଜୀବିକା ମିଶନରେ ସ୍ଥାୟୀ ନିଯୁକ୍ତି ଦାବୀ
ସମସ୍ତ ଆଇ.ସି.ଆର.ପି.ମାନଙ୍କୁ ଜୀବିକା ମିଶନରେ ସ୍ଥାୟୀ ନିଯୁକ୍ତି ଦାବୀ ଢେଙ୍କାନାଳ, ୨୧/୮: କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଜୀବିକା ମିଶନ ଯୋଜନାରେ ଓଡିଶାରେ ୨୦୧୪ ମସିହା ଠାରୁ କାର୍ଯ୍ୟକାରୀ ହୋଇଛି। ଏହି ଯୋଜନାର ସଫଳ ରୂପାୟନ ପାଇଁ ଇଂଟରନାଲ କମ୍ୟୁନିଟି ରିସର୍ଚପର୍ସନମାନେ…
