ଫରେଷ୍ଟ ଗାର୍ଡ଼ଙ୍କୁ ପିଟି ପିଠି ଫଟାଇ ଦେଲେ; ଡାକ୍ତରଖାନାରେ ଛେଚା ଖାଇଲେ ରେଞ୍ଜର!
ନିଳଗିରି : ବନବିଭାଗର ଜଣେ ଗାର୍ଡ଼ ଓ ତାଙ୍କ ବନ୍ଧୁଙ୍କୁ କୁଲଡିହା ରେଞ୍ଜର ରାତିରେ ପିଟିପିଟି ପିଠି ଫଟାଇଦେବା ଘଟଣାର ମାତ୍ର ୨୪ଘଣ୍ଟା ଭିତରେ ରେଞ୍ଜର ଜଣକ ମାଡ଼ ଖାଇବା ଘଟଣା ଅଞ୍ଚଳରେ ଆଲୋଡ଼ନ ଖେଳି ଯାଇଛି। ବାଲେଶ୍ବର କୁରୁଡ଼ାସ୍ଥିତ ବନବିଭାଗ…
