Category: ବ୍ରହ୍ମପୁର

ବ୍ରହ୍ମପୁର ଶ୍ରୀରାମ ନଗର ସ୍ଥିତ ଭଜରାମ ବିହାର ଠାରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ

ବ୍ରହ୍ମପୁର, ୩/୮ : ଅଟଳ ଯୁବ ବାହିନୀ ତରଫରୁ ବ୍ରହ୍ମପୁର ନିର୍ବାଚନ ମଣ୍ଡଳୀ ସଂଯୋଜକ ବି.ରବି ରାଓଙ୍କ ତତ୍ତ୍ଵାବଧାନରେ ବ୍ରହ୍ମପୁର ଶ୍ରୀରାମ ନଗର ସ୍ଥିତ ଭଜରାମ ବିହାର ଠାରେ “ବୃକ୍ଷରୋପଣ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଟଳ ଯୁବ ବାହିନୀ ଗଞ୍ଜାମ…

ବିଷାକ୍ତ ଛତୁ ଖାଇ ୮ ଅସୁସ୍ଥ, ଏମକେସିଜି ମେଡିକାଲ ସ୍ଥାନାନ୍ତର

ଵ୍ରହ୍ମପୁର: ବିଷାକ୍ତ ଛତୁ ଖାଇ ଗୋଟିଏ ପରିବାର ୮ ଅସୁସ୍ଥ। ଗଞ୍ଜାମ ବ୍ଳକ ସାତୁଳି ଗ୍ରାମର ଗୋଟିଏ ପରିବାର ବିଲରେ ଫୁଟିଥିବା ଛତୁ ଖାଇ ୮ ଜଣ ଅସୁସ୍ଥ। ୮ଜଣଙ୍କୁ ପ୍ରଥମେ ନିକଟସ୍ଥ ଖଣ୍ଡିଦେଉଳି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଚିକିତ୍ସା ପାଇଁ…

ବ୍ରହ୍ମପୁର ଆର୍ ଆଣ୍ଡ ବି ସହକାରୀ ନିର୍ବାହୀ ଯନ୍ତ୍ରୀଙ୍କ ଘରେ ଭିଜିଲାନ୍ସ ରେଡ଼୍

ବ୍ରହ୍ମପୁର: ଆର ଆଣ୍ଡ ବି (R&B) ଡିଭିଜନ AEEଙ୍କ ଘରେ ଭିଜିଲାନ୍ସ ଚଢାଉ। ଆୟବହିର୍ଭୂତ ସଂପତ୍ତି ଠୁଳ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ ପକ୍ଷରୁ ଆର୍ ଆଣ୍ଡ ବିର ସହକାରୀ ନିର୍ବାହୀ ଯନ୍ତ୍ରୀ ଏନ.ଦିଲ୍ଲୀପ କୁମାର ଚୌଧୁରୀଙ୍କ ବାସଭବନ ଓ କାର୍ଯ୍ୟାଳୟ ସମେତ…

କୋଟିଏ ଟଙ୍କା ହଡ଼ପ ଅଭିଯୋଗରେ ପିଇଓ ଗିରଫ

ଵ୍ରହ୍ମପୁର: ସରକାରୀ ଅର୍ଥ ହଡ଼ପ ଅଭିଯୋଗରେ ରଙ୍ଗେଇ ଲୁଣ୍ଡା ବ୍ଲକ କେଲୁଆପଲ୍ଲି ପଞ୍ଚାୟତର ପିଇଓ ଗିରଫ ହୋଇଛନ୍ତି। ୧ କୋଟି ୩୭ ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ ଗିରଫ ହୋଇଛନ୍ତି । ବିଡିଓଙ୍କ ଅଭିଯୋଗ ଆଧାରରେ ପିଇଓ ସମୀର ମିଶ୍ରଙ୍କୁ ଗିରଫ…

୧୨ କୁଖ୍ୟାତ ଅପରାଧୀ ଗିରଫ ୬ ବନ୍ଧୁକ ଜବତ

ବ୍ରହ୍ମପୁର: ବ୍ରହ୍ମପୁର ପୋଲିସକୁ ବଡ ସଫଳତା । ସ୍ପେଶାଲ୍‌ ଡ୍ରାଇଭରେ ୧୨ ଜଣ କୁଖ୍ୟାତ ଅପରାଧୀଙ୍କୁ ଗିରଫ କରିଥିବାବେଳେ, ସେମାନଙ୍କ ନିକଟରୁ ୬ଟି ବନ୍ଧୁକ ଜବତ କରିବା ସହ ୧୨ଟି ଜୀବନ୍ତ ଗୁଳି, ୫ଟି ଖଣ୍ଡା ଓ ଶାବଳ ଜବତ କରିଛି…

ପ୍ରସାଦ ସେବନକୁ ନେଇ ଆକ୍ରମଣ ୪ ଗୁରୁତର ଓ ୬ ଗିରଫ

ଗତକିଛିଦିନ ତଳେ ବାଗଲଟି ଗ୍ରାମରେ ମନ୍ଦିର ପ୍ରତିଷ୍ଠା ଚାଲିଥିବା ସମୟରେ ପ୍ରସାଦ ସେବନକୁ ନେଇ 10ରୁ ଉର୍ଦ୍ଧ ଯୁବକ 4 ଜଣ ଯୁବକଙ୍କୁ ଖଣ୍ଡା, କାତିରେ ଅତର୍କିତ ଆକ୍ରମଣ କରିଥିଲେ ଯାହା ଫଳରେ ତ ୪ଜଣ ଯୁବକ ଗୁରୁତ୍ୱର ଆହତ ହୋଇ…

ଗ୍ୟାସର ଦରବୃଦ୍ଧି ଅତିଶୀଘ୍ର ପ୍ରତ୍ୟାହାର କର ଦାବିରେ ପ୍ରତିବାଦ

ଗ୍ୟାସର ଦରବୃଦ୍ଧି ଅତିଶୀଘ୍ର ପ୍ରତ୍ୟାହାର କର ଦାବିରେ ପ୍ରତିବାଦ ବ୍ରହ୍ମପୁର,ଗ୍ୟାସର ଦରବୃଦ୍ଧି ପ୍ରତ୍ୟାହାର ଦାବିରେ ସିପିଏମ ପକ୍ଷରୁ ଆଜି କମାପଲି ଛକଠାରେ ଏକ ପ୍ରତିବାଦ କାର୍ଯ୍ୟକ୍ରମ ସଂଗଠିତ ହୋଇଯାଇଛି।ଏଥିରେ ପାର୍ଟି ପକ୍ଷରୁ ଗ୍ୟାସ ସିଲିଣ୍ଡରରେ ୫୦ଟଙ୍କା ବୃଦ୍ଧି ସମ୍ପୂର୍ଣ୍ଣ ଭାବେ ଜନବିରୋଧୀ…

ଲଷ୍ମୀ ବସ ଦୁର୍ଘଟଣାରେ ଛାତ୍ର ଙ୍କ ମୃତ୍ୟୁ

ଲଷ୍ମୀ ବସ ଦୁର୍ଘଟଣାରେ ଛାତ୍ର ଙ୍କ ମୃତ୍ୟୁ ବ୍ରହ୍ମପୁର,ଗୋପାଳପୁର ନୁର୍ବାଚନ ଅନ୍ତର୍ଗତ ଅରରୁଆ ପଲ୍ଲୀ ଶଙ୍ଖ ନିକଟରେ ଲଷ୍ମୀ ବସ ଗାଡି ନମ୍ବର OD07AT9551ଧକା ଦେବା ଫଳରେ ଗଞ୍ଜୁ ଅଞ୍ଚଳର ୨୩ ବର୍ଷୀୟ ଯୁବକ ଅଭିନାଶ ଆଚାର୍ଯ୍ୟ ଙ୍କ ମୃତ୍ୟୁ ଘଟିଛି।ସେ…

ଶପଥ ନେଲେ ଗଞ୍ଜାମ ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା

ଶପଥ ନେଲେ ଗଞ୍ଜାମ ଓକିଲ ସଙ୍ଘର ନବ ନିର୍ବାଚିତ କର୍ମକର୍ତ୍ତା ବ୍ରହ୍ମପୁର,ଗଞ୍ଜାମ ଜିଲା ଓକିଲ ସଂଘ ନବନିର୍ବାଚିତ କର୍ମକର୍ତ୍ତାଙ୍କ ଶପଥ ଗ୍ରହଣ ଉତ୍ସବ ଅନୁଷ୍ଠିତ ହୋଇଯାଇଛି।କୋର୍ଟ ପରିସରରେ ଥିବା ଅସ୍ଥାୟୀ ହଲରେ ଶପଥ ଗ୍ରହଣ ଉତ୍ସବ ହୋଇଥିଲା। ସଭାପତି ଭାବେ ମନୋଜ…

ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଦୃଢ ନିନ୍ଦା କଲା, ଏସୟୁଜେ ଓ ବ୍ରହ୍ମପୁର ପ୍ରେସ କ୍ଲବ

ସାମ୍ବାଦିକାଙ୍କ ଉପରେ ହୋଇଥିବା ଆକ୍ରମଣ କୁ ଦୃଢ ନିନ୍ଦା କଲା, ଏସୟୁଜେ ଓ ବ୍ରହ୍ମପୁର ପ୍ରେସ କ୍ଲବ ବ୍ରହ୍ମପୁର,ସମାଜର ପ୍ରତେକ କ୍ଷେତ୍ରରେ ଅସୁବିଧା କ୍ଷେତ୍ରରେ ଖୋଜା ପଡେ ସାମ୍ବାଦିକ କିନ୍ତୁ ଆଜି କାଲି ଏହି ସାମ୍ବାଦିକତା କରୁଥିବା ସାମ୍ବାଦିକ ମାନେ ବିଭିନ୍ନ…