ମାଉସୀ ଦେଲା ଅଣ୍ଡା ବିଶ୍ଵ ବନ ଦିବସ ରେ ଇତିହାସ ସୃଷ୍ଟି କଲା- ସାତକୋଶିଆ
ଅନୁଗୁଳ (ବିଜୟ କୁମାର ସ୍ଵାଇଁ) – ସାତକୋଶିଆ ଗଣ୍ଡରେ ଗତ ତା ୨୨/୦୩ ରିଖ ବିଶ୍ଵ ବନ ଦିବସ ପାଳନ ଅବସରରେ ସାତକୋଶିଆ ଗଣ୍ଡରେ ଅନ୍ୟ ଏକ ଘଡ଼ିଆଳ ପ୍ରାୟ ଚଉଦ ଗୋଟି ଅଣ୍ଡା ଵଳଦମରା ଘାଟରେ ଦେଇଥିବା ବନ ବିଭାଗ…
ଅନୁଗୁଳ (ବିଜୟ କୁମାର ସ୍ଵାଇଁ) – ସାତକୋଶିଆ ଗଣ୍ଡରେ ଗତ ତା ୨୨/୦୩ ରିଖ ବିଶ୍ଵ ବନ ଦିବସ ପାଳନ ଅବସରରେ ସାତକୋଶିଆ ଗଣ୍ଡରେ ଅନ୍ୟ ଏକ ଘଡ଼ିଆଳ ପ୍ରାୟ ଚଉଦ ଗୋଟି ଅଣ୍ଡା ଵଳଦମରା ଘାଟରେ ଦେଇଥିବା ବନ ବିଭାଗ…
ତାଳଚେର ବଡ଼ଯୋରଡା ଗ୍ରାମରେ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ତାଳଚେର, ୨୩/୦୩ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମରେ ଅବସ୍ଥିତ ଇଷ୍ଟଦେବୀ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଛି। ଏହି ପବିତ୍ର…
ଗାଡ଼ି ଚକାତଳେ ଚାଲିଗଲା ଜୀବନ ! ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲଥାନା ହରିହରପୁର ପଂଚାୟତ ବି କୋଲନୀ ରାସ୍ତାରେ ଏକ କୋଇଲା ବୁଝେଇ ଟ୍ରକରେ ଧକା ହୋଈ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ! ଯୁବକ ଙ୍କ ଘର…
ତାଳଚେର, ୨୩/୦୩ ତାଳଚେର ବ୍ଲକ ସ୍କଟଲାଣ୍ଡପୁର ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ. ଆହ୍ଲାଦ ସିଂ ସଭାପତିତ୍ୱ କରିଥିବାବେଳେ ସଂପାଦକ କନ୍ଦର୍ପ ସାହୁ ସଭା ପରିଚାଳନା କରିଥିଲେ । ପ୍ରତ୍ୟେକ ସଭ୍ୟ…
ପାକ୍ଷିକ ସମ୍ବାଦପତ୍ର ରାଷ୍ଟ୍ରତନ୍ତ୍ର ତରଫରୁ ବିଶ୍ୱ ଜଳ ଦିବସ ପାଳିତ (ବ୍ରାହ୍ମଣୀ ନଦୀ ଅବବାହିକାରେ ପାନୀୟ ଜଳ ସଙ୍କଟ ଓ ଏହାର କାରଣ ଏବଂ ନିରାକରଣ ସମ୍ପର୍କିତ ଆଲୋଚନା ରକ୍ର ଅନୁଷ୍ଠିତ) ତାଳଚେର – ତାଳଚେର ଏକ ଶିଳ୍ପ ଏବଂ ଖଣି…
ଅନୁଗୋଳ – ବିଶ୍ୱ ବନୀକରଣ ଦିବସ 2026 ଅବସରରେ, ଅନୁଗୁଳ ବନଖଣ୍ଡ କାର୍ଯ୍ୟାଳୟ ଆଜି ଏକ ସ୍ମାରକୀ ସଚେତନତା ରାଲି ସହିତ ଏକ ସରକାରୀ କାର୍ଯ୍ୟକ୍ରମ ସଫଳତାର ସହ ଆୟୋଜନ କରିଥିଲା। ଏହି ରାଲିରେ ରେଞ୍ଜ ଅଫିସରଙ୍କ ନେତୃତ୍ୱରେ GPLF ସ୍ୱୟଂ…
କଇଁଛପଦା ଗ୍ରାମରେ ମହା ଆଡମ୍ବରରେ ଅଷ୍ଟପ୍ରହର ନାମ ଯଜ୍ଞ ଅନୁଷ୍ଠିତ ଏଥିରେ ୩୦ଗୋଟି ନାମ ସର୍କିର୍ତ୍ତନ ମଣ୍ଡଳୀ ଯୋଗ ଦେଇଥିଲେ ଆଠହଜାର ଭକ୍ତଙ୍କ ପାଇଁ ପ୍ରସାଦ ସେବନର ବ୍ୟବସ୍ଥା ଅନୁଗୋଳ: ଛେଣ୍ଡିପଦା ବ୍ଲକ କମ୍ପସଲା ପଞ୍ଚାୟତର କଇଁଛପଦା ଗ୍ରାମରେ ଅଷ୍ଟପ୍ରହର ନାମଯଜ୍ଞ…
ଜାଗ୍ରତ ଭାରତ ନ୍ୟୁଜ୍: ଆଜିର ରାଶିଫଳ (୨୩ ମାର୍ଚ୍ଚ ୨୦୨୬, ସୋମବାର) ମେଷ: କର୍ମକ୍ଷେତ୍ରରେ ସଫଳତା ସହ ସମ୍ମାନ ପ୍ରାପ୍ତି ହେବ। ଶରୀର ସୁସ୍ଥ ରହିବ ଓ ମନ ପ୍ରସନ୍ନ ରହିବ। ବୃଷ: ଆର୍ଥିକ ଉନ୍ନତି ହେବାର ସମ୍ଭାବନା ଅଛି, କିନ୍ତୁ…
ବିଶ୍ୱ ଜଳଦିବସରେ କୁମ୍ଭିର କାନ୍ଦଣାଜଳ ସଙ୍କଟ ସହ ବ୍ରାହ୍ମଣୀ ଜଳ ପାଲଟିଛି ଜହର! ତାଳଚେର, ୨୨/୦୩ – ଗ୍ରୀଷ୍ମର ଆଗମନ ପୂର୍ବରୁ ତାଳଚେରରେ ଜଳସଙ୍କଟ ଉତ୍କଟହେବା କଥା କାହାକୁ ବି ଅଛପା ନଥାଏ । ପିଇବା ପାଣି ଟିକିଏ ପାଇଁ ତାଳଚେରବାସୀ…
ଗୋପାଳପ୍ରସାଦରେ ମା’ହିଙ୍ଗୁଳାଙ୍କ ଜନ୍ତାଳ ପର୍ବ ତାଳଚେର, ୨୨/୦୩ ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିରୂପା ମା’ ହିଙ୍ଗୁଳାଙ୍କ ସୁପ୍ରସିଦ୍ଧ ଜନ୍ତାଳ ପର୍ବ ଗୋପାଳପ୍ରସାଦସ୍ଥିତ ମା’କୁଟେଇଶୁଣୀ ପୀଠ ପରିସରରେ ପାଳିତ ହୋଇଯାଇଛି । ମା’ଙ୍କ ମୁଖ୍ୟ ପୂଜକଙ୍କ ଦିଅଁଘରୁ ଦିବା ୧୨.୪୫ମି. ସମୟରେ ମା’…