Category: Crime

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ

୭୫ କେଜି ଗଞ୍ଜେଇ, କିଆ ସୋନେଟ ଗାଡି ସହ ଦୁଇ ଅଭିଯୁକ୍ତ ଗିରଫ ଅବକାରୀ ବିଭାଗ ଆଖିରେ ଚକମା ଦେବାରେ ସୌଖୀନ ଗାଡି ହେଲା ବିଫଳ ଜବତ ଗଞ୍ଜେଇର ମୂଲ୍ୟ ୭ ଲକ୍ଷ ୫୦ ହଜାର ଟଙ୍କା ଅନୁଗୋଳ ଅବକାରୀ ନିରୀକ୍ଷକ…

୧୪ ଲକ୍ଷ ଟଙ୍କାର ବ୍ରାଉନ ସୁଗର ଜବତ : ଜଣେ ଗିରଫ

ଭୂବନେଶ୍ୱର, ୧୩/୧୧ : ସମ୍ବଲପୂର ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଚଢ଼ାଉ କରି ୧୪୦ ଗ୍ରାମ ବେଆଇନ ବ୍ରାଉନ ସୁଗାର ଜବତ ହୋଇଛି । ଘଟଣାରେ ଅବକାରୀ କାର୍ଯ୍ୟାଳୟ ପକ୍ଷରୁ ଏସକେ ସବିର ନାମକ ଅଭିଯୁକ୍ତକୁ ଗିରଫ କରାଯାଇଛି। ତେବେ ଜବତ ବେଆଇନ…

ଭିଜିଲାନ୍ସ ଜାଲରେ କନିଷ୍ଠ କିରାଣୀ

ଭୂବନେଶ୍ୱର, ୧୩/୧୧ : ଖୋର୍ଦ୍ଧା ବିଇଓଙ୍କ କାର୍ୟ୍ୟାଳୟରେ କାର୍ୟ୍ୟରତ କନିଷ୍ଠ କିରାଣୀ ପ୍ରଦୀପ୍ତ କୁମାର ସାହୁ ଭିଜିଲାନ୍ସ ବିଭାଗ ଦ୍ବାରା ଗିରଫ ହୋଇଛନ୍ତି । ୬ହଜାର ଟଙ୍କା ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ହାତରେ ଧରାପଡିଛନ୍ତି। ଚମ୍ପାଝର ଏମ ଇ ସ୍କୁଲ…

ଭେଜାଲ ଖାଦ୍ୟ ବିକ୍ରି କରି ଧରାପଡୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି କେଉଁ ଦଣ୍ଡ? କଣ କହୁଛି ଆଇନ

ନୂଆଦିଲ୍ଲୀ: ଭାରତରେ ଅଧିକାଂଶ ଜିନିଷ ଅପମିଶ୍ରଣ ବା ଭେଜାଲ ହେଉଛି। ବିଶେଷକରି ଖାଦ୍ୟପଦାର୍ଥରେ ଅଧିକ ଭେଜାଲ ହେଉଛି। ମସଲା, କ୍ଷୀର, ଘିଅ, ତେଲ, ସବୁକିଛି ଭେଜାଲ। ତେବେ ଯେଉଁ ବ୍ୟକ୍ତି ଏହି ସବୁ କାରବାର କରନ୍ତି ତାଙ୍କୁ କେଉଁ ଦଣ୍ଡ ଦିଆଯାଏ?…

ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ

ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ କୋରାପୁଟ, ୦୮/୧୧: ଲାଞ୍ଚ ନେବା ବେଳେ ଡାକ୍ତରଙ୍କୁ ଧରିଲା ଭିଜିଲାନ୍ସ ବିଭାଗ। ଆଜି ଭିଜିଲାନ୍ସ ଜାଲରେ ଛନ୍ଦି ହୋଇଛନ୍ତି ଜଣେ ଡାକ୍ତର। କୋରାପୁଟର ବୈପାରୀଗୁଡ଼ା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ଡାକ୍ତର ବିଶ୍ୱଜିତ୍ ଭୂୟାଁଙ୍କୁ ଗିରଫ…

କଲେଜ ଛାତ୍ରୀଙ୍କୁ ଗଣଦୁଷ୍କର୍ମ : ପୁରୁଷବନ୍ଧୁଙ୍କ ନାଁରେ ଥାନାରେ ମାମଲା

ଭୂବନେଶ୍ୱର, ୦୮/୧୧ : କଲେଜ ଛାତ୍ରୀଙ୍କୁ ପୁରୁଷବନ୍ଧୁ ଓ ସାଙ୍ଗ ମାନେ ମିଶି ଗଣଦୁଷ୍କର୍ମ କରିଥିବା ନେଇ ଅଭିଯୋଗ ହୋଇଛି। କେବଳ ସେତିକି ନୁହେଁ ଛାତ୍ରୀଙ୍କ ଅଶ୍ଳୀଳ ଭିଡିଓ କରିବା ସହ ତାଙ୍କୁ ବ୍ଲାକମେଲ କରି ବାରମ୍ବାର ଦୁଷ୍କର୍ମ କରିଥିବା ନେଇ…

ଚାଉଳ ଦେବାକୁ ଡାକି ମହିଳାଙ୍କୁ ଦୁଷ୍କର୍ମ କଲେ ଯୋଗାଣ କର୍ମଚାରୀ

ଭୂବନେଶ୍ୱର, ୦୭/୧୧ : ବଲାଙ୍ଗୀର ଜିଲା ବୁଦୁଲା ଅଞ୍ଚଳରେ ଘଟିଛି ଜଘନ୍ୟ ଅପରାଧ । ଚାଉଳ ଦେବାକୁ ଡାକି ଜଣେ ବିଧବା ମହିଳାଙ୍କୁ ଦୁଷ୍କର୍ମ କରାଯାଇଛି । ଏହି ଜଘନ୍ୟ ଅପରାଧ ଘଟାଇଛନ୍ତି ଯୋଗାଣ ବିଭାଗ କର୍ମଚାରୀ । ବୁଦୁଲା ଯୋଗାଣ…

କୋଟିଏ ଟଙ୍କାର ଗଞ୍ଜେଇ ଜବତ : ୪ ଗିରଫ

ଭୂବନେଶ୍ୱର, ୦୮/୧୧ : ଦେବଗଡ଼ ଜିଲ୍ଲାରେ ଚଢ଼ଉ କରି ୧ ଟନ୍ ଗଞ୍ଜେଇ ଜବତ କରିବା ସହ ୪ ଜଣଙ୍କୁ ଗିରଫ କରିଛି ଏସଟିଏଫ । ରିଆମାଳ ଥାନା ବଞ୍ଜାରୀ ଗାଁର ଏକ ଷ୍ଟକ ୟାର୍ଡରୁ ଜବତ ହୋଇଛି ୧ ଟନ୍…

ଭିଜିଲାନ୍ସ ଜାଲରେ ଜାଲରେ ବରିଷ୍ଠ କିରାଣି

ଭୂବନେଶ୍ୱର, ୦୫/୧୧ : ଭିଜିଲାନ୍ସ ଜାଲରେ କେନ୍ଦୁଝର ଜିଲ୍ଲା ଅତିରିକ୍ତ ମୁଖ୍ୟ ଚିକିତ୍ସାଧିକାରୀ କାର୍ଯ୍ୟାଳୟର ବରିଷ୍ଠ କିରାଣି ଶେଖରଲାଲ ସାହୁ । ୨ ଲକ୍ଷ ୮୦ ହଜାର ଟଙ୍କା ଜବତ କରିଛି ଭିଜିଲାନ୍ସ। କେନ୍ଦୁଝର ସହରର ଅଜନ୍ତା ହୋଟେଲ୍ ସମ୍ମୁଖରୁ କିରାଣି…

ଆମେରିକାରେ ଆଖିବୁଜା ଗୁଳିଚାଳନା: ୨୨ ମୃତ

ଆମେରିକାରେ ପୁଣି ଆଖିବୁଜା ଗୁଳିଚାଳନା । ଜଣେ ବ୍ୟକ୍ତି ଏକ ଜନବହୁଳ ଜାଗାରେ ଆଖି ବୁଜା ଗୁଳି ଚାଳନା କରିଛନ୍ତି । ଫଳରେ ଅତିକମରେ ୨୨ ଜଣଙ୍କର ମୃତ୍ୟୁ ଘଟିଛି । ୬୦ରୁ ଅଧିକ ଲୋକ ଆହତ ହୋଇଛନ୍ତି । ଆହତଙ୍କ…