କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି
ଢେଙ୍କାନାଳ: କୁଞ୍ଜକାନ୍ତ ପୋଖରୀ କୂଳରେ ମା ବୃନ୍ଦାବତୀଙ୍କ ମୂଳରେ କାର୍ତ୍ତିକ ମାସର ପ୍ରତେକ ଦିନ ଆକାଶ ଦୀପ ଉଠା ହେଉଛି। ୩୦ ବର୍ଷ ହେବ ଏହି ଆକାଶ ଦୀପ ଉଠା ହେଉଛି ଏଠାରେ। ସଭାପତି ସ୍ନିଗ୍ଧା ରାଣୀ ନନ୍ଦ, ସମ୍ପାଦକ ଯ୍ୟୋତ୍ରିମୟୀ…
