ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପରିତ୍ୟକ୍ତ କୂଅରେ ପଡିଲାହାତୀ, ଉଦ୍ଧାରକଲା ବନବିଭାଗ
ଖଣି ସମୃଦ୍ଧ କେନ୍ଦୁଝର ଜିଲ୍ଲାରେ ପରିତ୍ୟକ୍ତ କୂଅରେ ପଡିଲାହାତୀ, ଉଦ୍ଧାରକଲା ବନବିଭାଗ। କେନ୍ଦୁଝର ଜିଲ୍ଲାର ଚମ୍ପୁଆ ରେଞ୍ଜ ଟୁଣଟୁଣା, ବୈତରଣୀ ନଦୀ କୂଳ ନିକଟସ୍ଥ ଏକ ବଗିଚାର ପରିତ୍ୟକ୍ତ କୂଅ ଭିତରକୁ ଖସିପଡ଼ିଥିବା ମାଈହାତୀ ଉଦ୍ଧାର କରିଛି ବନବିଭାଗ । ବନ…
