ବିନା ଗ୍ରାମସଭାରେ ଖଣିକାର୍ଯ୍ୟ କରିବାକୁ ଆସିଥିବା ଅଭିଯୋଗ, ସ୍ଥାନୀୟ ଆଦିବାସୀଙ୍କ ରଣ ହୁଙ୍କାର
ବିନା ଗ୍ରାମସଭାରେ ଖଣିକାର୍ଯ୍ୟ କରିବାକୁ ଆସିଥିବା ଅଭିଯୋଗ, ସ୍ଥାନୀୟ ଆଦିବାସୀଙ୍କ ରଣ ହୁଙ୍କାର। କେନ୍ଦୁଝର ଜିଲ୍ଲା ଏକ ଖଣିଜ ବହୁଳ ଜିଲ୍ଲା ହୋଇଥିବା ବେଳେ ଏହି ଜିଲ୍ଲାରେ ଅନେକ ଗୁଡିଏ ଖଣି ଖାଦାନ ରହିଅଛି ଏବଂ ଏହି ଖଣି କମ୍ପାନୀ ମାନଙ୍କ…
