Category: ଅନୁଗୋଳ

ନିର୍ମାଣାଧୀନ ଜାତୀୟ ରାଜପଥ ବାଇପାସ ରାସ୍ତାରେ ମୃତଦେହ ଉଦ୍ଧାର

ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ଅନ୍ତର୍ଗତ ନୂଆହତା ଗ୍ରାମ ପଞ୍ଚାୟତ ଦେଇ ନିର୍ମାଣ କାର୍ଯ୍ୟ ଚାଲିଥିବା ବାଇପାସ୍ ରାସ୍ତା ରେ ଆଜି ଏକ୍ ବ୍ୟକ୍ତିଙ୍କ ମୃତଦେହ ପୋଲିସ ଉଦ୍ଧାର କରିଛି। ପୋଲିସ ର ସୂଚନା ମୁତାବକ ମୃତବ୍ୟକ୍ତି ଜଣଙ୍କ ହେଲେ ନୂଆହତା…

ଗ୍ରାମବାସୀଙ୍କ ସମସ୍ୟା ନେଇ ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ସମିତିସଭ୍ଯା

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ର ନୂଆହତା ଗ୍ରାମ ପଞ୍ଚାୟତ ର ସମିତିସଭ୍ୟା ପଞ୍ଚାୟତବାସୀଙ୍କ ପାଣି ସମସ୍ୟା ନେଇ ବଅଁରପାଳ ବ୍ଲକ ରେ ଚାଲିଥିବା ଅଭିଯୋଗ ଶୁଣାଣି ପ୍ରକୋଷ୍ଠରେ ଅଭିଯୋଗ କରିଛନ୍ତି। ସମିତିସଭ୍ୟା ଶ୍ରୀମତୀ ଅଞ୍ଜଳି ଦଳବେହେରାଙ୍କ ସୂଚନା ମୁତାବକ ଗ୍ରାମର…

ଧର୍ମେନ୍ଦ୍ର ପ୍ରଧାନ ନାଲକୋନଗର ରେ ଆଇଆଇଏମ ସେଣ୍ଟର ଅଫ୍ ମ୍ୟାନେଜମେଣ୍ଟ ଏଜୁକେସନ – ସାଏଇ ର ଉଦଘାଟନ କରିଛନ୍ତି

ବଅଁରପାଳ ୦୫ / ୩ ( ) : କେନ୍ଦ୍ର ଶିକ୍ଷା, ଦକ୍ଷତା ବିକାଶ ଓ ଉଦ୍ୟମିତା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋମବାର ଅନୁଗୋଳ ଜିଲ୍ଲାର ନାଲକୋ ନଗରରେ ଆଇଆଇଏମ ମୁମ୍ବାଇ ଓ ଆଇଆଇଏମ ସମ୍ବଲପୁରର ମିଳିତ ସହଯୋଗରେ ପରିଚାଳିତ ହେବାକୁ…

ଟ୍ରାକଟର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର, ଘଟଣାସ୍ଥଳରେ ଲୋକେ କଲେ ରାସ୍ତା ଅବରୋଧ

ଅନୁଗୋଳ ସଦର ଥାନା ଅନ୍ତର୍ଗତ କୁମଣ୍ତ ଠାରେ ଟ୍ରାକଟର ଧକ୍କାରେ ଜଣେ ମୃତ, ଜଣେ ଗୁରୁତର । ସୂଚନା ଯେ, ଆଜି ସକାଳ ୧୦ ଘଟିକା ବେଳେ ରାଜକିଶୋରପଡାର ରାକେଶ ମହାପାତ୍ର (୨୬) ଏବଂ କେନ୍ଦ୍ରାପଡା ଅଞ୍ଚଳର ଦିବ୍ୟଜ୍ୟୋତି ନାୟକ (୨୭)…

ରକ୍ତ ଦାନ କଲେ ନବ ଦମ୍ପତି!

ସମାଜ ପାଇଁ ପ୍ରେରଣା ସାଜିଲେ ନବଦମ୍ପତି ଅନୁଗୋଳ ଜିଲ୍ଲା ରକ୍ତ ଭଣ୍ଡାର ଠାରେ ନବ ଦମ୍ପତି କଲେ ରକ୍ତ ଦାନ । ସୂଚନା ଯେ, ଅନୁଗୋଳ ଜିଲ୍ଲା ବାରଗୌଣିଆ ଗ୍ରାମର କୁମଦ ସାହୁ ଗତ କାଲି ରାଣୀଗୋଡା ଗ୍ରାମର ପଙ୍କଜିନି ସାହୁ…

ନୂଆହତା ପଞ୍ଚାୟତରେ ବୁଲିଲା ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥର ।

ରଥ କୁ ବନ୍ଦାପନା କରି ନିଜ ନିଜର ଭକ୍ତି ଅର୍ଘ୍ୟ ଗୁଆ ଚାଉଳ ପଠାଇଲେ ଭକ୍ତବୃନ୍ଦ ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ନୂଆହତା ପଞ୍ଚାୟତ ରେ ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପରିକ୍ରମା ଅର୍ପଣ ରଥ ଭ୍ରମଣ ଆରମ୍ଭ ହୋଇଛି। ଏହିପରି ରଥ ଅନୁଗୋଳ…

ଭିଜିଲାନ୍ସ ଜାଲରେ ଟ୍ରାଫିକ ଇନିସପେକ୍ଟର

ତାଳଚେର ଟ୍ରାଫିକ ଇନିସପେକ୍ଟର ଜିତେନ୍ଦ୍ର ବେହେରା ଙ୍କ ପାଖରୁ ନଗଦ ଏଗାର ଲକ୍ଷ ଟଙ୍କା ଜବତ କରିଛି ଭିଜିଲାନ୍ସ। ଇନିସପେକ୍ଟର ଜିତେନ୍ଦ୍ର ତାଳଚେର ରୁ ଅସ୍ତରଙ୍ଗ ଯାଉଥିବା ବେଳେ କୌଣସି ସୂତ୍ରରୁ ଖବର ପାଇ ଭିଜିଲାନ୍ସ ଟିମ୍ ଜିତେନ୍ଦ୍ରଙ୍କ ଗାଡ଼ିରେ ଚଢାଉ…

୪ ମାସର ଗୋଠ ଛଡା ହାତୀ ଛୁଆ ନୂଆହତା ଜଙ୍ଗଲ ରେ ଅସୁସ୍ଥ ମନିଷ ସଂଷ୍ପର୍ଶରେ ଆସିଲା ବୋଲି ଏକା ଛାଡ଼ି ପଳାଇଲେ ହାତୀ ପଲ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ନୂଆହତା ପଞ୍ଚାୟତ ଗଣ୍ଠିଗାଡ଼ିଆ ଗ୍ରାମ ଭିତରେ ଗତ କାଲି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଥିଲା। ଗୋଠ ରୁ ଛଡା ଚାରି ମାସର ହାତୀ ଛୁଆ ଏକ ହୋଇଥିବା ଜଣାପଡିଛି। ଗୋଠରେ ମିଶାଇବା ନେଇ…

୨୪ ତମ ଆଶା ଫାଉଣ୍ଡେସନ ଦିବସ ଓ ସପ୍ତମ ଏନ୍ ସି ଡ଼ି ଏ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍ ଓ ଅଡିସନ୍

ଅନୁଗୋଳ/ବଅଁରପାଳ – ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଅନ୍ତର୍ଗତ ବଅଁରପାଳ ଆଶା ସିନେ ପ୍ୟାଲେଶ୍ ଠାରେ ୨୪ ତମ ଆଶା ଫାଉଣ୍ଡେସନ ଦିବସ ଓ ସପ୍ତମ ଏନ୍ ସି ଡ଼ି ଏ ବାର୍ଷିକ ଉତ୍ସବ ଅବସରରେ ବିଭିନ୍ନ ପ୍ରତିଯୋଗିତା ପାଇଁ ରେଜିଷ୍ଟ୍ରେସନ୍…

କେନ୍ଦ୍ରମନ୍ତ୍ରୀଙ୍କୁ ଟାର୍ଗେଟ କଲେ ପାଣ୍ଡିଆନ, ୫୫ ନଂ ଜାତୀୟ ରାଜପଥ ନେଇ କଟାକ୍ଷ, ମୁଖ୍ୟମନ୍ତ୍ରୀ କଥା କମ, କାମ ବେଶୀ ଓ ସେବା ମନୋବୃତ୍ତି ନେଇ ରାଜନୀତି କରନ୍ତି

ବଅଁରପାଳ,୨୮.୧୨- ଏହି ବ୍ଲକ ଅନ୍ତର୍ଗତ ଗଡ଼ସନ୍ତ୍ରୀ ଗ୍ରାମ ମା’ ଲୋଭୀ ଠାକୁରାଣୀ ଯାତ୍ରାପଡିଆରେ ଅନୁଗୋଳ ନିର୍ବାଚନ ମଣ୍ଡଳୀର ‘ଆମ ଓଡିଶା, ନବୀନ ଓଡିଶା ‘ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ ବିଜେଡି ନେତା ତଥା ୫ ଟି ଓ ଆମ ଓଡିଶା ନବୀନ…