Category: ଚଳଚ୍ଚିତ୍ର

ମୁକ୍ତିଲାଭ କଲା ଆଇ ଆମ୍ କାଳିଆ, ୨୬ଟି ପ୍ରେକ୍ଷାଳୟ ହାଉସଫୁଲ୍

ଭୁବନେଶ୍ୱର – ପୁଣି ଥରେ ଜଗା ପ୍ରେମରେ ପ୍ରେକ୍ଷାଳୟ ମୁହାଁ ହେଲେ ଦର୍ଶକ l ଭାବରେ ହେଲେ ବିହ୍ଵଳ l ହରିହର ମହାପାତ୍ର ନିର୍ଦ୍ଦେଶିତ ତଥା ଅଭିନୀତ ଚଳଚ୍ଚିତ୍ର ଆଇ ଆମ୍ କାଳିଆ କୁ ଦର୍ଶକ ଢେର ଭଲ ପାଇବା ଦେଇଛନ୍ତି…

କମୁନି ଓଡି଼ଆ ଫିଲ୍ମ ‘ବୋଉ ବୁଟୁ ଭୂତ’ କ୍ରେଜ; ସର୍ବାଧିକ ଆୟ କରିଥିବା ଓଡ଼ିଆ ଫିଲ୍ମ

କମୁନି ଓଡି଼ଆ ଫିଲ୍ମ ‘ବୋଉ ବୁଟୁ ଭୂତ’ କ୍ରେଜ । ଫିଲ୍ମ ଦିନକୁ ଦିନ ଲୋକଙ୍କୁ ଆକୃଷ୍ଟ କରିବାରେ ଲାଗିଛି । ବର୍ତ୍ତମାନ ‘ବୋଉ ବୁଟୁ ଭୂତ’ ସହ ‘ଅନନ୍ତା’ ପରଦାରେ ରିଲିଜ ହୋଇଥିବା ବେଳେ ଗତ ୪ ତାରିଖରେ ପ୍ରଭୁ…

ଅଭିନେତ୍ରୀଙ୍କ ଠାରୁ ED ଜବତ କଲା ୩୪ କୋଟି ଟଙ୍କାର ସମ୍ପତ୍ତି

କନ୍ନଡ଼ ସୁନା ଚୋରା ଚାଲାଣ ମାମଲାରେ ଜଡିତ ରହିଛନ୍ତି ଅଭିନେତ୍ରୀ ରଣ୍ୟା ରାଓ । ସେହି କାରଣରୁ ତାଙ୍କଠାରୁ ୩୪ କୋଟି ଟଙ୍କାର ସମ୍ପତ୍ତି ଜବତ କରିଛି ED । ଏହି କାର୍ଯ୍ୟାନୁଷ୍ଠାନ ମନି ଲଣ୍ଡରିଂ ନିବାରଣ ଆଇନ (PMLA) ଅଧୀନରେ…

ବହୁ ପ୍ରତୀକ୍ଷିତ ‘ରାମାୟଣ’ର ଟିଜର ଆଉଟ୍; ରାମ ଓ ରାବଣ ଝଲକ

ମୁମ୍ବାଇ: ନିତେଶ ତିୱାରୀଙ୍କ ବହୁ ପ୍ରତୀକ୍ଷିତ ପୌରାଣିକ ଚଳଚ୍ଚିତ୍ର ‘ରାମାୟଣ’ର ପ୍ରଥମ ଲୁକ୍ ଆଜି ଲଞ୍ଚ ହୋଇଛି। ରଣବୀର କପୁର, ସାଇ ପଲ୍ଲବୀ ଏବଂ ୟଶଙ୍କ ପରି ଷ୍ଟାରଙ୍କ ଅଭିନୀତ ଏହି ମେଗା ଫିଲ୍ମର ପ୍ରୋମୋ ଦେଶର ୯ଟି ବଡ଼ ସହରରେ…

ପୁରୀରେ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ର ସଙ୍ଗୀତ ଲୋକାର୍ପିତ

ଭୁବନେଶ୍ବର – ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ‘ଶ୍ରୀଜଗନ୍ନାଥଙ୍କ ନବକଳେବର’ ଆଜି ସର୍ବଭାରତୀୟ ସ୍ତରରେ ମୁକ୍ତିଲାଭ କରୁଛି। ମୁକ୍ତିଲାଭ ପୂର୍ବରୁ ନିର୍ମାତା ନିର୍ଦ୍ଦେଶକଙ୍କ ସମେତ ଏହାର ସମସ୍ତ କଳାକାର ଓ ଟେକ୍ନିସିଆନମାନେ ପୁରୀରେ ପହଞ୍ଚି ଥିଲେ। ପ୍ରଥମେ ମହୋଦଧିରେ ସ୍ନାନ କରି ନିଜକୁ…

ଚଳଚ୍ଚିତ୍ର ଅନନ୍ତା ଦେଖି ଟ୍ୟାକ୍ସ ଫ୍ରି ହେବା ଆବଶ୍ୟକ କହିଲେ ବିଧାୟକ ବାବୁ ସିଂ

ଓଡ଼ିଆ ଚଳଚ୍ଚିତ୍ର ଜଗତର ସୁବର୍ଣ୍ଣ ଯୁଗ ଫେରିଛି l ଓଡ଼ିଆ ଚଳଚ୍ଚିତ୍ର ଦେଖିବା ପାଇଁ ଯୁବପିଢ଼ିଙ୍କର ଲମ୍ବା ଧାଡି ଲମ୍ବିଛି l ପ୍ରେକ୍ଷାଳୟ ଭିତରେ ବାହାରେ ସବୁଠି ଗହଳି l ରଜ ପରେବି ସବ୍ୟସାଚୀ ମହାପାତ୍ରଙ୍କ ନିର୍ଦ୍ଦେଶିତ ଏବଂ ସବ୍ୟସାଚୀ ମିଶ୍ରଙ୍କ…

“ଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ରର ପ୍ରଥମ ନିମନ୍ତ୍ରଣ ବଡ଼ ଠାକୁର ଶ୍ରୀ ବଳଦେବଜୀଉଙ୍କ ପାଖରେ ପହଞ୍ଚିଲା

ଭୁବନେଶ୍ୱର – ସାଈ ଶ୍ରଦ୍ଧା ପ୍ରଡ଼କସନ୍ ଦ୍ୱାରା ନିର୍ମିତ “ଶ୍ରୀଜଗନ୍ନାଥଙ୍କ ନବକଳେବର” ଚଳଚ୍ଚିତ୍ର ଆସନ୍ତା ଜୁଲାଇ ୪ ତାରିଖ ବାହୁଡା଼ ଉପଲକ୍ଷେ ସର୍ବ ଭାରତୀୟ ସ୍ତରରେ ମୁକ୍ତିଲାଭ କରିବାକୁ ଯାଉଛି l ସେଥିପାଇଁ “ନବକଳେବର” ଟିମ୍ ପ୍ରଥମ ନିମନ୍ତ୍ରଣ ନେଇ ଆଜି…

ଓଡ଼ିଆ ସିନେମା “ଆଇ ଆମ୍ କାଳିଆ”ର ଅଡିଓ ରିଲିଜ୍, ଜୁଲାଇ ୪ରେ ଶୁଭମୁକ୍ତି

ଭୂବନେଶ୍ୱର – ଲୀ ବ୍ଲିଶ ଏଣ୍ଟରଟେନମେଣ୍ଟ ବ୍ୟାନର ରେ ପ୍ରସ୍ତୁତ ଓଡ଼ିଆ ସିନେମା ‘ଆଇ ଆମ୍ କାଳିଆ’ର ଅଡିଓ ରିଲିଜ ଉତ୍ସବ ଅନୁଷ୍ଠିତ ହୋଇଯାଇଛି l ଅତୀତରେ ଓଡ଼ିଆ ସିନେମାରେ ଶ୍ରୀ ଜଗନ୍ନାଥ ମହାପ୍ରଭୁଙ୍କ ଭକ୍ତମାନଙ୍କ ଉପରେ ଆଧାରିତ ଅନେକ କାହାଣୀ…

ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ

ଭୁବନେଶ୍ୱର – ଫିଲ୍ମ ଏବଂ ଟେଲିଭିଜନ ଡାଇରେକ୍ଟର୍ସ ଆସୋସିଏସନର ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଛି l ଏହି ସାମ୍ବାଦିକ ସମ୍ମିଳନୀ ରେ ଅଧ୍ୟକ୍ଷ ଶ୍ରୀଯୁକ୍ତ ହିମାଂଶୁ ଖଟୁଆ, ସଭାପତି ଶ୍ରୀଯୁକ୍ତ ସବ୍ୟସାଚୀ ମହାପାତ୍ର, ସମ୍ପାଦକ ତାପସ ସରଘରିଆ, ଅନ୍ୟାନ୍ୟ ସଭ୍ୟ…

୪୦ ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା ଅନନ୍ତା, ଦେଶ ଦୃଶ୍ୟରେ ଦର୍ଶକଙ୍କ ଆଖିରେ ଲୁହ

ଭୁବନେଶ୍ୱର – ବ୍ୟାସକବି ଫକୀର ମୋହନ ସେନାପତିଙ୍କ କାଳଜୟୀ ଗଳ୍ପ ରାଣ୍ଡୀ ପୁଅ ଅନନ୍ତାକୁ ନେଇ ସବ୍ୟସାଚୀ ମହାପାତ୍ର ଏବଂ କୁମାର ସି ଦେବଙ୍କ ନିର୍ଦ୍ଦେଶିତ “ଅନନ୍ତା” ସାରା ଓଡ଼ିଶାରେ ୪୦ଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କଲା l ନିଛକ ଓଡ଼ିଆ କାହାଣୀ…