Category: ଢେଙ୍କାନାଳ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ସୁନିଆ ପର୍ବ ପାଳିତ

ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ସୁନିଆ ପର୍ବ ପାଳିତ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଆଜି ସୁନିଆ ପର୍ବ ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ…

ଢେଙ୍କାନାଳ ମିଳିତ ଗଣେଶ ପୂଜା ର ଭସାଣୀ ଉତ୍ସବ ପାଳିତ

ଢେଙ୍କାନାଳ ମିଳିତ ଗଣେଶ ପୂଜା ର ଭସାଣୀ ଉତ୍ସବ ପାଳିତ ଢେଙ୍କାନାଳ ୨୫/୯: ଚଳିତ ତା ୧୯/୦୯/୨୦୨୩ ରିଖ ମଙ୍ଗଳ ବାର ଠାରୁ ପୂଜା ଆରମ୍ଭ ହୋଇ ତା ୨୪/୦୯/୨୦୨୩ ରିଖ ରବିବାର ପର୍ଯ୍ୟନ୍ତ ଚଲୁରହିଥିଲା। ଶ୍ରୀ ଗଣପତିଙ୍କର ପୂଜା ମଣ୍ଡପ…

ପୂର୍ବ ପୁରୁଷଙ୍କର ସୃତି କୁ ନେଇ ସାଧବମାନଙ୍କ ଏକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ

ଢେଙ୍କାନାଳ ୨୫/୯: ଢେଙ୍କାନାଳ ପଦ୍ମ ବଜାର ସ୍ଥିତ ମାଣ୍ଡପା ସାହି ମା ଜଗତଜନନୀ ଖୁଦୁରୁକୁଣୀ ଓଷା ଉପଲକ୍ଷେ ସାହିର ଟିକି ଟିକି କୁନି ପିଲାଙ୍କୁ ନେଇ ପୂର୍ବ ପୁରୁଷଙ୍କର ସୃତି କୁ ନେଇ ସାଧବମାନଙ୍କ ଏକ ବୋଇତ ବନ୍ଦାଣ କାର୍ଯ୍ୟକ୍ରମ ଅନୁଷ୍ଠିତ…

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ବୈଠକ ଅନୁଷ୍ଠିତ

ଜାତୀୟ ପୁରସ୍କାର ପ୍ରାପ୍ତ ଶିକ୍ଷକ ଫୋରମ୍ ଓଡ଼ିଶା ର ସାଧାରଣ ବୈଠକ ଭର୍ଚୁଆଲ ମୋଡ଼ ରେ ସ୍ଥାୟୀ ସଭାପତି ହରିହର ସାହୁ ଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ଓ ଅଧ୍ୟକ୍ଷତାରେ ସେପ୍ଟେମ୍ବର ମାସ ଚବିଶ ତାରିଖ ରାତ୍ର ଆଠଟା ସମୟରେ ଜାତୀୟ ପୁରସ୍କାର…

ଆଜି ଭାଦ୍ରବ ମାସର ବଡ ଏକାଦଶୀ ନିତି ପାଳିତ

ଆଜି ଭାଦ୍ରବ ମାସର ବଡ ଏକାଦଶୀ ନିତି ପାଳିତ ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ପ୍ରାଙ୍ଗଣରେ ଭାଦ୍ରବମାସର ବଡ ଏକାଦଶୀ ନିତି ପାଳିତ ହୋଇଯାଇଛି। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ବସ୍ତ୍ର ବିଭିନ୍ନ ଫୁଲହାର ତୁଳସୀ…

ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ

ଢେଙ୍କାନାଳ ଦୋଳମଣ୍ଡପ ସାହି ସ୍ଥିତ ମଙ୍ଗଳା ମନ୍ଦିର ନିକଟରେ ୨୨ ବର୍ଷ ଧରି ଖୁଦୁରୁକୁଣୀ ଓଷା ପାଳିତ ହୋଇଆସୁଛି। ସକାଳୁ ଝିଅମାନେ ଫୁଲ ତୋଳି,ମାଳଗୁନ୍ଥୀ, ବାଲୁକା ପୂଜା କରିଥିଲେ। ବାଳୁକା ପୂଜା ସହିତ ମା’ଙ୍କ ପୂଜା ହୋଇଥିଲା। ସନ୍ଧ୍ୟା ରେ ଆଳତି…

ଦୋଳ ମଣ୍ଡପ ସାହିରେ ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା

ଦୋଳ ମଣ୍ଡପ ସାହିରେ ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା ଢେଙ୍କାନାଳ, ୨୪।୯: ଢେଙ୍କାନାଳ ସହର ଦୋଳ ମଣ୍ଡପ ସାହିରେ ମା’ ମଙ୍ଗଳାଙ୍କ ଖୁଦୁରୁକୁଣୀ ଓଷା ଅନୁଷ୍ଠିତ ହେଉଅଛି । ଦୀର୍ଘ ୨୪ ବର୍ଷ ଧରି ହେଉଆସୁଅଛି । ସକାଳୁ ବାଲୁଙ୍କା ପୂଜା,…

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା

ଗଣେଶ ପୂଜାରେ ହାତୀ ମଣିଷ ଲଢେଇ ଉପରେ ସଚେତନତା ଢେଙ୍କାନାଳ, ୨୪।୯: ଚଳିତ ବର୍ଷ ଶ୍ରୀ ଶ୍ରୀ ଗଣେଶ ପୂଜା ପ୍ରତିଷ୍ଠାନ ରାଧାକୃଷ୍ଣ ବଜାର ପୂଜୋତ୍ସବକୁ କେବଳ ପୂଜା ଏବଂ ଭାସାଣି ଉତ୍ସବରେ ସିମିତ ନରହି ହାତୀ ମଣିଷ ଲଢେଇରେ ଓଡିଶା…

ନୂତନ ଅନୁଦା ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କର ମିଳିତ ଅଧିବେଶନ

ନୂତନ ଅନୁଦା ପ୍ରାପ୍ତ ଅବସର ଗ୍ରହଣ କରିଥିବା ଶିକ୍ଷକ, କର୍ମଚାରୀ ଏବଂ କାର୍ଯ୍ୟରତ ଶିକ୍ଷକ, କର୍ମଚାରୀଙ୍କର ମିଳିତ ଅଧିବେଶନ ଢେଙ୍କାନାଳ, ୨୪/୯: ଅନ୍ୟ ୧୧ ଘଟିକା ସମୟରେ ସ୍ଥାନୀୟ ବଳରାମ ମନ୍ଦିର ପରିସର ଲକ୍ଷ୍ମୀମନ୍ଦିର ଠାରେ ନୂତନ ଅନୁଦାନ ପ୍ରାପ୍ତ ଅବସର…

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ

ଭାରତୀୟ ଜୀବନବୀମା ଅଭିକାର୍ତ୍ତା ସଂଘର ସାଧାରଣ ବାର୍ଷିକ ବୈଠକ ଢେଙ୍କାନାଳ, ୨୪/୦୯ ଭାରତର ରାଷ୍ଟ୍ରାୟତ ସଂସ୍ଥା ତଥା ଭାରତିୟ ଜୀବନ ବୀମା ଅଭିକାର୍ତ୍ତା ସଂଘର ୩୦ତମ ସାଧାରଣ ସଭା ସ୍ଥାନୀୟ ଗୋପବନ୍ଧୁ ଟାଉନହଲ ରେ ଅନୁଷ୍ଠିତ ହୋଇ ଯାଇଛି। ଏଥିରେ ସର୍ବ…