ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ୨.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ
ସୁନାବେଡ଼ା ବନ୍ୟପ୍ରାଣୀ ବନଖଣ୍ଡରେ ୨.୬୦ କୋଟିରୁ ଊର୍ଦ୍ଧ୍ୱ ଟଙ୍କା ହଡ଼ପ ଅଭିଯୋଗ ଜାଲ୍ ବିଲ୍ ଜରିଆରେ ସରକାରୀ ଅର୍ଥ ଆତ୍ମସାତ୍, ୬ ମାସ ଧରି ଫେରାର ଥିବା ବରିଷ୍ଠ ସହାୟକ ଗିରଫ ନୂଆପଡ଼ା/ବଲାଙ୍ଗୀର: ସରକାରୀ ଅର୍ଥ ଆତ୍ମସାତ୍ ଅଭିଯୋଗରେ ଓଡ଼ିଶା ଭିଜିଲାନ୍ସ…
