ଆସନ୍ତାକାଲି ନୂଆପଡା ଫଳାଫଳ, ପ୍ରମୂଖ ତିନି ଦଳର ନେତା ନିଜ ପ୍ରାର୍ଥୀଙ୍କ ବିଜୟ ଆଶା କରିବା କହୁଛନ୍ତି
ଆସନ୍ତାକାଲି ପ୍ରକାଶ ପାଇବ ନୂଆପଡା ନିର୍ବାଚନର ଫଳାଫଳ। ପ୍ରାୟ ଦିନ ତିନିଟାରେ ସଂପୂର୍ଣ୍ଣ ଚିତ୍ର ସ୍ପଷ୍ଟ ହୋଇଯିବ। ତେବେ ଆସନ୍ତାକାଲି ଗଣତି ହେବାକୁ ଥିବାରୁ ବର୍ତ୍ତମାନ ତିନି ଦଳର ତିନି ପ୍ରାର୍ଥୀଙ୍କ ଛାତି ଧଡଧଡ ହେବାରେ ଲାଗିଛି। କେତେବେଳେ ସକାଳ ପାଇବ,…
