Category: ବ୍ରହ୍ମପୁର

ଯୁବଶକ୍ତି କୁ ଆତ୍ମନିର୍ଭର ଓ ସ୍ବାବଲମ୍ବୀ କରିବ ବିକଶିତ ଭାରତର ଏହି ବଜେଟ୍

ଯୁବଶକ୍ତି କୁ ଆତ୍ମନିର୍ଭର ଓ ସ୍ବାବଲମ୍ବୀ କରିବ ବିକଶିତ ଭାରତର ଏହି ବଜେଟ୍ : ବ୍ରହ୍ମପୁର, ୩/୨ : ଗତ ଫେବୃଆରୀ ୧ ତାରିଖରେ ଦେଶର ଅର୍ଥ ମନ୍ତ୍ରୀ ନିର୍ମଳା ସିତାରମଣ ଦେଶର ୮୮ତମ ବଜେଟ୍ ଉପସ୍ଥାପନ କରିଛନ୍ତି । ଯଶସ୍ଵୀ…

କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ବଜେଟ୍ କୁ ନେଇ ମାନ୍ୟବର ବାଣିଜ୍ୟ ଓ ପରିବହନ ଏବଂ ଖଣି ଓ ଇସ୍ପାତ ମନ୍ତ୍ରୀ ବିଭୂତି ଭୂଷଣ ଜେନା ଙ୍କ ପ୍ରେସ ମିଟ୍

ବ୍ରହ୍ମପୁର, ୨/୨ : କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗତକାଲି ସଂସଦରେ ୫୩,୪୭,୩୧୫ କୋଟି ଟଙ୍କାର ୨୦୨୬-୨୭ ବର୍ଷ ପାଇଁ ବଜେଟ ଆଗତ କରିଛନ୍ତି । ଏହା ଏକ ଲୋକାଭିମୁଖୀ, ଯୁଗାନ୍ତକାରୀ ଓ ଯୁବ ଶକ୍ତି ବଜେଟ । ଆତ୍ମମନିର୍ଭର ଭାରତ…

ଗଞ୍ଜାମ ବାସୀଙ୍କୁ ମୁଖ୍ୟମନ୍ତ୍ରୀଙ୍କ ବଡ ଉପହାର, ୪୯୨ କୋଟିର ପ୍ରକଳ୍ପ ଭେଟି

ଗୋପାଳପୁର ମହୋତ୍ସବ ହେଉଛି ଇତିହାସ, ପରମ୍ପରା, ସଂସ୍କୃତି ଓ ପ୍ରକୃତିର ଏକ ସୁନ୍ଦର ସମନ୍ୱୟ। ଏହି ମହୋତ୍ସବ ମାଧ୍ୟମରେ ଆମେ ଓଡ଼ିଶାର ଅନନ୍ୟତା, ଗଞ୍ଜାମର ଗରିମା ଓ ସଂସ୍କୃତିର ଜୀବନ୍ତ ଐତିହ୍ୟକୁ ଉତ୍ସବରେ ପରିଣତ କରୁଛୁ ବୋଲି ମୁଖ୍ୟମନ୍ତ୍ରୀ ମୋହନ ଚରଣ…

ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ପୀଠରେ ଗଞ୍ଜାମ ଜିଲ୍ଲା ସରକାରୀ ସୁଲଭ ମୂଲ୍ୟ ଖୁଚୁରା ବିକ୍ରେତା ମାନଙ୍କୁ ନେଇ ବୈଠକ ଅନୁଷ୍ଠିତ

ବ୍ରହ୍ମପୁର, ୩୧/୧ : ସ୍ଥାନୀୟ ଗୋଳାବନ୍ଧ ଗ୍ରାମ ସ୍ଥିତ ଶ୍ରୀ ଶ୍ରୀ ବାବା ଧବଳେଶ୍ଵର ପୀଠରେ ଗଞ୍ଜାମ ଜିଲ୍ଲା ସରକାରୀ ସୁଲଭ ମୂଲ୍ୟ ଖୁଚୁରା ବିକ୍ରେତା ମାନଙ୍କୁ ନେଇ ଏକ ବୈଠକ ଗଞ୍ଜାମ ଜିଲ୍ଲା ସଭାପତିଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିଲା ।…

ବ୍ରହ୍ମପୁରରେ ଯୁକ୍ତଦୁଇ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ମାମଲା, ୬ ଜଣ ଅଭିଯୁକ୍ତକୁ ୨୦ ବର୍ଷ ପାଇଁ କାରାଦଣ୍ଡ

ବ୍ରହ୍ମପୁର,୨୯|୧: ୨୦୨୪ ମସିହା ଯୁକ୍ତଦୁଇ ଛାତ୍ରୀଙ୍କ ଗଣଦୁଷ୍କର୍ମ ମାମଲା | ୬ଜଣ ଅଭିଯୁକ୍ତଙ୍କୁ ୨୦ବର୍ଷ ପାଇଁ ଜେଲଦଣ୍ଡରେ ଦଣ୍ଡିତ କରାଯାଇଛି। ୨୦୨୪ ମେ ମାସରେ ବ୍ରହ୍ମପୁର ସହରର ବୈଦ୍ୟନାଥପୁର ଥାନା ଅଞ୍ଚଳରରେ ଏପରି ଏକ ଘଟଣା ଘଟିଥିଲା | ଯେଉଁଠି ଏକ…

ଆହତ ହୋଇ ଏମ.କେ.ସି.ଜି. ମେଡିକାଲରେ ଚିକିତ୍ସା ହେଉଥିବା ସମସ୍ତ ଯାତ୍ରୀ ମାନଙ୍କୁ ଭେଟିଲେ ମନ୍ତ୍ରୀ ବିଭୂତି ଭୂଷଣ ଜେନା

ବ୍ରହ୍ମପୁର, ୪/୧ : ଦିଗପହଣ୍ଡି ପାଖରେ ଆଜି ହୋଇଥିବା ମର୍ମନ୍ତୁଦ ସଡ଼କ ଦୁର୍ଘଟଣାରେ ଆହତ ହୋଇ ଏମ.କେ.ସି.ଜି. ମେଡିକାଲରେ ଚିକିତ୍ସା ହେଉଥିବା ସମସ୍ତ ଯାତ୍ରୀ ମାନଙ୍କୁ ଭେଟି ସେମାନଙ୍କ ସ୍ବାସ୍ଥ୍ୟ କଥା ପଚାରି ବୁଝିବା ସହ ସମସ୍ତଙ୍କ ଚିକିତ୍ସା ଠିକ୍ ସେ…

ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି ‘, ମୁଖ୍ୟମନ୍ତ୍ରୀ

ହଟିବ ଠିକା ଶିକ୍ଷକ ବ୍ୟବସ୍ଥା, ଏଣିକି କେବଳ ନିୟମିତ ଶିକ୍ଷକ ନିଯୁକ୍ତି । ଆସନ୍ତା ୩ ବର୍ଷରେ ଆମେ ୪୫ ହଜାର ନିୟମିତ ଶିକ୍ଷକ ନିଯୁକ୍ତି କରିବୁ । ନୀଳକଣ୍ଠନଗର ଶିଶୁ ବିଦ୍ୟା ମନ୍ଦିର ବାର୍ଷିକ ଉତ୍ସବରେ ମୁଖ୍ୟମନ୍ତ୍ରୀଙ୍କ ସୂଚନା ।…

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା

ବ୍ରହ୍ମପୁର ସହର ଓ ନିକଟବର୍ତ୍ତୀ ଅଞ୍ଚଳରେ ଯୋଗାଯୋଗର ବିକାଶ ପାଇଁ ନିର୍ମାଣ ହେବ ୧୦ ଟି ଗୁରୁତ୍ୱପୂର୍ଣ୍ଣ ରାସ୍ତା, ଖର୍ଚ୍ଚ ହେବ ୫୨ କୋଟି ୧୭ ଲକ୍ଷ ଟଙ୍କା ଭୁବନେଶ୍ୱର : ଗଞ୍ଜାମ ଓ ବ୍ରହ୍ମପୁର ସହର ହେଉଛି ଦକ୍ଷିଣ ଓଡ଼ିଶାର…

ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇ ପରିବହନ କରୁଥିବା ଦୁଇଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଆରପିଏଫ

ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇ ପରିବହନ କରୁଥିବା ଦୁଇଜଣଙ୍କୁ ଗିରଫ କଲା ବ୍ରହ୍ମପୁର ଆରପିଏଫ ବ୍ରହ୍ମପୁର – “ଆଜି, ବ୍ରହ୍ମପୁର ଜିଆରପିଏସ, ଆରପିଏଫ/ସିଆଇବି ଖୋର୍ଧା ରୋଡ ସହିତ ସମନ୍ୱୟ ରଖି, ବ୍ରହ୍ମପୁର ରେଳ ଷ୍ଟେସନରେ ଗଞ୍ଜେଇର ଏକ ପ୍ରମୁଖ ଅବୈଧ ପରିବହନକୁ…

ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫଙ୍କୁ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର

ବ୍ରହ୍ମପୁର: ପୁଲିସ ଏସ୍‌ଆଇ ପରୀକ୍ଷା ଜାଲିଆତି ମାମଲାରେ ଗିରଫ ହୋଇ ବ୍ରହ୍ମପୁର ମଣ୍ଡଳ କାରାଗାରରେ ଥିବା ୧୨ ଅଭିଯୁକ୍ତ ଭୁବନେଶ୍ବରସ୍ଥିତ ଝାରପଡ଼ା ଜେଲ୍‌କୁ ସ୍ଥାନାନ୍ତର ହୋଇଛନ୍ତି ା କେନ୍ଦ୍ରୀୟ ତଦନ୍ତ ବ୍ୟୁରୋ(ସିବିଆଇ) ପକ୍ଷରୁ ତଦନ୍ତ ଜାରି ରହିଥିବା ବେଳେ ମାମଲା ହସ୍ତାନ୍ତର…