Spread the love

google.com, pub-2598339729583820, DIRECT, f08c47fec0942fa0
ବ୍ରହ୍ମପୁର ରେଳଷ୍ଟେସନ ଠାରେ ସିକେନ୍ଦ୍ରାବାଦ
ଆଗ୍ରତାଲା ଏକ୍ସପ୍ରେସ ଏସି ଵି୫ ବଗିରେ ଅଗ୍ନି.

ବ୍ରହ୍ମପୁର, ବାହାନଗା ରେଳ ଦୁର୍ଘଟଣା ଭୟ
ଲୋକଙ୍କ ମନରୁ ନ ଲିଭୁଣୁ ଆଜି ବ୍ରହ୍ମପୁର ଠାରେ ଆଉ ଏକ ଟ୍ରେନ ଅଗ୍ନିକାଣ୍ଡ ଦୁର୍ଘଟଣାରୁ
ବର୍ତ୍ତୀ ଯାଇଛି. ସୂଚନା ଅନୁଯାଇ ଆଜି ବ୍ରହ୍ମପୁର ଷ୍ଟେସନ ଠାରେ ସିକେନ୍ଦ୍ରାବାଦ
ଆଗ୍ରତାଲା ଏକ୍ସପ୍ରେସ ପ୍ଲାଟଫର୍ମ ଠାରେ ପହଞ୍ଚିବା ପରେ ଏସି ବଗି ନମ୍ବର ଵି୫ ରେ ଥିବା ବାଥରୁମ ରୁ ଧୂଆଁ ଦେଖିବାକୁ ମିଳିଥିଲା.
ଯାତ୍ରୀ ମାନେ ଧୂଆଁ ଦେଖି ଟ୍ରେନରୁ ଓଲ୍ଲାଇ
ଯାଇଥିଲେ.ଖବର ପାଇ ରେଳ ବିଭାଗର
ଟେକ୍ନିକାଲ ଟିମ ପହଞ୍ଚି ଏସି ବଗିରେ ଥିବା
ସର୍ଟସର୍କିଟ କୁ ମରାମତି କରାଯାଇଥିଲା.
ସର୍ଟସର୍କିଟ ମରାମତି ଟ୍ରେନ ଟି ଯାତ୍ରୀଙ୍କୁ
ଧରି ଯାତ୍ରା ଆରମ୍ଭ କରିଥିଲା.

google.com, pub-2598339729583820, DIRECT, f08c47fec0942fa0

Leave a Reply

Your email address will not be published. Required fields are marked *