ସାରା ଓଡ଼ିଶା ବୁଲି ଶେଷରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି ବିଶ୍ୱକପ୍ ଟ୍ରଫି
ସାରା ଓଡ଼ିଶା ବୁଲି ଶେଷରେ ହକିର ଗଡ଼ ସୁନ୍ଦରଗଡ଼ ଜିଲ୍ଲାରେ ପହଞ୍ଚିଛି ବିଶ୍ୱକପ୍ ଟ୍ରଫି। ରାଉରକେଲାର ବେଦବ୍ୟାସ ପୀଠରୁ ଟ୍ରଫିକୁ ଏକ ବିଶାଳ ଶୋଭାଯାତ୍ରାରେ ରାଉରକେଲା ସହର ପରିକ୍ରମା କରାଯାଉଛି। ଟ୍ରଫିକୁ ସ୍ୱାଗତ କରିବା ପାଇଁ ସହରର ବିଭିନ୍ନ ସ୍ଥାନରେ ଲୋକଙ୍କ…
