Month: June 2025

ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଅନୁଷ୍ଠିତ

*ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ସାରସ୍ଵତ ସମାରୋହ ଅନୁଷ୍ଠିତ* ତା.୨୧-୬-୨୫,ଦଶରଥପୁର ବ୍ଲକ୍ ଅନ୍ତର୍ଗତ ମହାନ୍ତିପାଟଣା ଠାରେ ଗତକାଲି ନଟବର ପଣ୍ଡା ସାଂସ୍କୃତିକ ପରିଷଦ ଆନୁକୂଲ୍ୟରେ ଏକ ସାରସ୍ଵତ ସମାରୋହ ଅନୁଷ୍ଠିତ ହୋଇଯାଇଛି।ଏହି ଅବସରରେପ୍ରାଧ୍ୟାପକ ଡ଼କ୍ଟର କାହ୍ନୁ ଚରଣ ମିଶ୍ରଙ୍କ ସଭାପତିତ୍ବରେ…

ଡମୋଳ ଗ୍ରାମପଞ୍ଚାୟତ ବିକାଶ ପଥରେ – ଇଞ୍ଜିନିୟର ସୁନୀଲ କୁମାର ଧଳ ଭୁଟର ମାନଙ୍କୁ କଥା ରଖି କାମରେ ଦେଖାଇଲେ

ଢେଙ୍କାନାଳ – ଡମୋଳ ଗ୍ରାମପଞ୍ଚାୟତରେ ବିକାଶ ପଥରେ ପ୍ରଥମେ କଥା ଦେଇଥିଲେ, ଇଞ୍ଜିନିୟର ସୁନୀଲ କୁମାର ଧଳ ଭୁଟର ମାନଙ୍କୁ କଥା ରଖି କାମରେ ଦେଖାଇଥିଲେ, ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ବ୍ଲକ ୨୯ପଞ୍ଚାୟତକୁ ନେଇ ଗଠିତ ହୋଇଥିବାବେଳେ ଏଥିମଧ୍ୟରୁ ଡମୋଳ ଗ୍ରାମ…

ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାତ ମାଇଲ ପାଖରେ ଥିବା ହୋଟେଲ ଓ ଡ଼ି ରେ ହିନ୍ଦୋଳର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଗାଁର ସଭାପତି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ

ହିନ୍ଦୋଳ – ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ଉପଖଣ୍ଡ ସାତ ମାଇଲ ପାଖରେ ଥିବା ହୋଟେଲ ଓ ଡ଼ି ରେ ହିନ୍ଦୋଳ ର ସରପଞ୍ଚ, ସମିତିସଭ୍ୟ, ଜିଲ୍ଲା ପରିଷଦ ସଭ୍ୟ ଓ ଗାଁ ର ସଭାପତି ମାନଙ୍କୁ ନେଇ ଏକ ପ୍ରସ୍ତୁତି ବୈଠକ…

ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନାକରି ମାଆ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦୀପ ଦାନ

ନବୀନ ପଟ୍ଟନାୟକଙ୍କ ଆସୁ ଆରୋଗ୍ୟ କାମନାକରି ମାଆ ତାରିଣୀଙ୍କ ନିକଟରେ ପୂଜାର୍ଚ୍ଚନା ଓ ଦୀପ ଦାନ କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲ ଥାନା ଅନ୍ତର୍ଗତ ବଡ଼ବିଲ ଠାରେ ବିଜୁ ଜନତା ଦଳର ପ୍ରିୟ ନେତା ଶ୍ରୀ…

ଓଡ଼ିଶା ପତ୍ରକାର ସଂଘର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନ ଅବିନାଶ ମିଶ୍ର ସଭାପତି, ରାମଦାସ ଲିମା ସାଧାରଣ ସମ୍ପାଦକ

ଓଡ଼ିଶା ପତ୍ରକାର ସଂଘରରାଜ୍ୟ କାର୍ଯ୍ୟକାରିଣୀ ବୈଠକ ଓ ନୂତନ କର୍ମକର୍ତ୍ତା ଚୟନଅବିନାଶ ମିଶ୍ର ସଭାପତି, ରାମଦାସ ଲିମା ସାଧାରଣ ସମ୍ପାଦକ ଭୁବନେଶ୍ୱର, ୨୨.୬ : ରାଜ୍ୟର ଅଗ୍ରଣୀ ସାମ୍ବାଦିକ ସଂଘ ଭାବେ ପରିଚିତ ‘ଓଡ଼ିଶା ପତ୍ରକାର ସଂଘ’ର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ…

ରଥଯାତ୍ରା ପ୍ରସ୍ତୁତିକୁ ନେଇ ପୁରୀରେ ମୁଖ୍ୟମନ୍ତ୍ରୀ, ୨ ଉପମୁଖ୍ୟମନ୍ତ୍ରୀ ମଧ୍ୟ ଉପସ୍ଥିତ

ରଥଯାତ୍ରା ପ୍ରସ୍ତୁତିକୁ ନେଇ ପୁରୀରେ ମୁଖ୍ୟମନ୍ତ୍ରୀ । ପୁରୀ ପୌର ସଦନଠାରେ ଗୁରୁତ୍ବପୂର୍ଣ୍ଣ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ସହ ୨ ଉପମୁଖ୍ୟମନ୍ତ୍ରୀ ଉପସ୍ଥିତ ରହିଛନ୍ତି । ଆଇନ ମନ୍ତ୍ରୀଙ୍କ ସମେତ ବହୁ ମନ୍ତ୍ରୀ ଉପସ୍ଥିତ । ମୁଖ୍ୟ ଶାସନ ସଚିବ, ଡିଜିପି…

ନବୀନ ପଟ୍ଟନାୟକଙ୍କ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍‌ର ସଫଳ ଅସ୍ତ୍ରୋପଚାର

ବିରୋଧୀ ଦଳ ନେତା ତଥା ବିଜୁ ଜନତା ଦଳ (ବିଜେଡି) ସଭାପତି ନବୀନ ପଟ୍ଟନାୟକଙ୍କର ମୁମ୍ବାଇର କୋକିଲାବେନ ଧୀରୁଭାଇ ଅମ୍ବାନୀ ହସ୍ପିଟାଲରେ ସର୍ଭାଇକାଲ୍ ଆର୍ଥ୍ରାଇଟିସ୍ ପାଇଁ ଏକ ସଫଳ ଅସ୍ତ୍ରୋପଚାର କରାଯାଇଛି । ଏହି ଅସ୍ତ୍ରୋପଚାର ତାଙ୍କ ବ୍ୟକ୍ତିଗତ ଡାକ୍ତର ଡାକ୍ତର…

ରଥଯାତ୍ରା ପାଇଁ ପୁରୀରେ ଲାଗିବ ୨୭୫ ଏଆଇ କ୍ୟାମେରା

ପୂରୀ – ବିଶ୍ବପ୍ରସିଦ୍ଧ ପୁରୀ ରଥଯାତ୍ରା ପାଇଁ ଶେଷ ସମନ୍ବୟ ବୈଠକ । ପୁରୀରେ ଚୂଡ଼ାନ୍ତ ସମୀକ୍ଷା କରିଛନ୍ତି ମୁଖ୍ୟମନ୍ତ୍ରୀ । ମୋହନ ମାଝୀଙ୍କ ଅଧ୍ୟକ୍ଷତାରେ ହୋଇଛି ବୈଠକ । ଦୁଇ ଉପମୁଖ୍ୟ ମନ୍ତ୍ରୀ, ଆଇନ ମନ୍ତ୍ରୀ, ନଗର ଉନ୍ନୟନ ମନ୍ତ୍ରୀ,…

୩ ଘରୋଇ ବ୍ୟାଙ୍କ ଉପରେ ଚଡକ: ଜମା ହେବନି ସରକାରୀ ଟଙ୍କା

ଭୂବନେଶ୍ୱର: ୩ ଘରୋଇ ବ୍ୟାଙ୍କକୁ ପ୍ୟାନେଲରୁ ହଟାଇଲେ ରାଜ୍ୟ ସରକାର । ଗତ ଦୁଇ ବର୍ଷ ମଧ୍ୟରେ କିଛି ପ୍ରମୁଖ ସରକାରୀ ଯୋଜନାରେ ଖରାପ ପ୍ରଦର୍ଶନ ଯୋଗୁଁ ଓଡ଼ିଶା ସରକାର ତିନୋଟି ପ୍ରମୁଖ ଘରୋଇ ବ୍ୟାଙ୍କକୁ ତାଲିକାରୁ ବାଦ୍ ଦେଇଛନ୍ତି ।…

କାମାକ୍ଷାନଗରରେ ହେବ ଆଲୁମନିୟମ୍ ପ୍ଲାଣ୍ଟ;ସୃଷ୍ଟି ହେବ ୪୦ ହଜାର ନିଯୁକ୍ତି

ଢେଙ୍କାନାଳ:କାମାକ୍ଷାନଗରରେ ତିଆରି ହେବ ଆଲୁମନିୟମ୍ ପ୍ଲାଣ୍ଟ । ସୂଚନା ଦେଲେ ଖାଦ୍ୟ ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର । ଏଠାରେ ନିବେଶ ହେବ ୧ ଲକ୍ଷ ୨୮ ହଜାର କୋଟି ଟଙ୍କା । ଆଲୁମନିୟମ୍ ପ୍ଲାଣ୍ଟ ତିଆରି ହେଲେ ପ୍ରାୟ ୪୦…

You missed