Month: June 2025

ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା-୨୦୨୫ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ

ଅନୁଗୋଳ, ୧୧/୬ : ରାଜ୍ୟ ସରକାର ମିଶନ ଶକ୍ତି ବିଭାଗ ପକ୍ଷରୁ ଅନୁଗୋଳ ଜିଲ୍ଲା ସ୍ତରୀୟ ସୁଭଦ୍ରା ଶକ୍ତି ପାରମ୍ପରିକ ଖାଦ୍ୟ ପ୍ରତିଯୋଗିତା-୨୦୨୫ ଜିଲ୍ଲା ପରିଷଦ ସମିଳନୀ କକ୍ଷ ରେ ଅନୁଷ୍ଠିତ ହୋଇଥିଲା। ଏହି ପ୍ରତିଯୋଗିତା ର ସମୟ ସୀମା ୩…

ଢେଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ

ଢେ଼ଙ୍କାନାଳ କୈବଲ୍ୟ ବଜାର ସ୍ଥିତ ଶ୍ରୀ ଶ୍ରୀ ସିଦ୍ଧ ବଳରାମଜୀଉଙ୍କ ମନ୍ଦିର ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ପାଳନ କରାଯାଇଛି । ପ୍ରାତଃ ରୁ ଜୟ ବିଜୟ ଆଳତି କରାଯାଇ । ୫.୩୦ ସମୟରେ ମଙ୍ଗଳା ଅର୍ପଣ ପୂଜା କରାଯାଇଥିଲା। ୬ଟା…

ପୂଜା ଅର୍ଚ୍ଚନା କରାଯାଇ ଅଖରେ ଚକ ସଂଯୋଗ

ଆଜି ଢେ଼ଙ୍କାନାଳ ପବିତ୍ର ଦେବସ୍ନାନ ପୂର୍ଣ୍ଣିମା ରେ ଆଖରେ ଲାଗିଲା ଚକ ବଳରାମ ମନ୍ଦିରରୁ ଆଜ୍ଞା ମାଳ ଅଣାଯାଇ ରଥ ଖଳାରେ ପହଞ୍ଚିଲା ପରେ ସେଠାରେ ପୂଜା ଅର୍ଚ୍ଚନା କରାଯାଇ ଅଖରେ ଚକ ସଂଯୋଗ କରାଗଲା । ପୂଜକ ମଳୟ କର…

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଊଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ

ସରକାରଙ୍କ ଏକ ବର୍ଷ ପୂର୍ତ୍ତି ଉପଲକ୍ଷେ ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଊଟି କଲ୍ୟାଣ ଓ ବିଜ୍ଞାନ ଏବଂ ପ୍ରଯୁକ୍ତି ବିଦ୍ୟା ବିଭାଗ ମନ୍ତ୍ରୀଙ୍କ ସମୀକ୍ଷା ବୈଠକ ଅନୁଗୋଳ :- ତା.୧୧.୦୬:- ମାନ୍ୟବର ଖାଦ୍ୟ ଯୋଗାଣ ଏବଂ ଖାଊଟି କଲ୍ୟାଣ ଓ…

ଅନୁଗୁଳରେ ପ୍ରାକୃତିକ କୃଷି ଓ ମିଲେଟ୍ ଚାଷର ପ୍ରୋତ୍ସାହନ ପାଇଁ ଜିନ୍ଦଲ ଫାଉଣ୍ଡେସନ ପକ୍ଷରୁ “ଜିନ୍ଦଲ କୃଷି ସେବା’’ ଆରମ୍ଭ

ଶ୍ରୀମତି ଶାଲୁ ଜିନ୍ଦଲଙ୍କ ଦ୍ବାରା ଭ୍ରାମ୍ୟମାଣ ମୃ୍ତ୍ତିକା ପରୀକ୍ଷଣ ଭ୍ୟାନର ଶୁଭାରମ୍ଭ ୨ ହଜାରରୁ ଅଧିକ ପ୍ରାକୃତିକ ଓ ମିଲେଟ୍ ଚାଷୀଙ୍କୁ ମିଳିବ ସହାୟତା ଅନୁଗୋଳ/୧୧/୦୬/୨୫: କୁରୁକ୍ଷେତ୍ରର ସାଂସଦ ତଥା ଜିନ୍ଦଲ ଷ୍ଟିଲ ଆଣ୍ଡ ପାୱାର (ଜେଏସପି)ର ଅଧ୍ୟକ୍ଷ ଶ୍ରୀ ନବୀନ…

ରଥଯାତ୍ରା ପରିଚାଳନା କମିଟିର କାର୍ଯ୍ୟାଳୟ ଉଦ୍ଘାଟିତ

ରଥଯାତ୍ରା ପରିଚାଳନା କମିଟିର କାର୍ଯ୍ୟାଳୟ ଉଦ୍ଘାଟିତ: ବରଗଡ:୧୦/୬(ପବିତ୍ର ମେହେର) ପଶ୍ଚିମ ଓଡିଶାର ଶ୍ରୀକ୍ଷେତ୍ର ଭାବେ ପରିଚିତ ଭଟଲି ର ଶ୍ରୀ ଶ୍ରୀ ଦଧିବାମନ ମହାପ୍ରଭୁଙ୍କ ରଥଯାତ୍ରା ଆସନ୍ତା ୨୭ତାରିଖ ରେ ଅନୁଷ୍ଠିତ ହେବ। ସେଥିପାଇଁ ମଙ୍ଗଳବାର ସଂନ୍ଧ୍ଯା ରେ ରଥଦାଣ୍ଡ ପଡିଆରେ…

ଢେ଼ଙ୍କାନାଳ ମିନା ବଜାର ଦଧିବାମନ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ମହାସମାରୋହରେ ପାଳନ

ଢେ଼ଙ୍କାନାଳ ମିନା ବଜାର ଦଧିବାମନ ଜିଉ ମନ୍ଦିର ପ୍ରାଙ୍ଗଣ ରେ ଦେବସ୍ନାନ ପୂର୍ଣ୍ଣିମା ନୀତି ମହାସମାରୋହରେ ପାଳନ କରାଯାଇଥିଲା । ପ୍ରାତଃ ୫ଟା ସମୟରେ ଜୟ ବିଜୟ ଆଳତି କରାଯାଇ ଦ୍ବାର ଫିଟା ଯାଇଥିଲା। ମଙ୍ଗଳ ଆଳତି କରାଯାଇଥିଲା । ଠାକୁରଙ୍କୁ…

ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚାଲିଛି ଚର୍ଚ୍ଚ ଓ ସେଠାରେ ଧର୍ମାନ୍ତରୀକରଣ ପାଇଁ ଯୋଜନା ଅଭିଯୋଗ

ପ୍ରଧାନମନ୍ତ୍ରୀ ଆବାସ ଗୃହରେ ଚାଲିଛି ଚର୍ଚ୍ଚ ଓ ସେଠାରେ ଧର୍ମାନ୍ତରୀକରଣ ପାଇଁ ଯୋଜନା ଅଭିଯୋଗ କେନ୍ଦୁଝର ଜିଲ୍ଲାର ବିଭିନ୍ନ ସ୍ଥାନରେ ବିଭିନ୍ନ ସମୟରେ ଧର୍ମାନ୍ତରିକରଣକୁ ନେଇ ବଢୁଛି ଉତ୍ତେଜନା। ସେଇଭଳି ଏକ ଘଟଣା ସାମ୍ନାକୁ ଆସିଛି କେନ୍ଦୁଝର ଜିଲ୍ଲା ଚମ୍ପୁଆ ଥାନା…

ଏବିସିଡ଼ି ଉଛବିଦ୍ୟାଳୟ ୧୯୯୩ ବ୍ୟାଚ ର ବନ୍ଧୁମିଳନ

ଏବିସିଡ଼ି ଉଛବିଦ୍ୟାଳୟ ୧୯୯୩ ବ୍ୟାଚ ର ବନ୍ଧୁମିଳନ କାର୍ୟ୍ଯକର୍ମ। କେନ୍ଦୁଝର ଝୁମ୍ପୁରା ଛେଳିଆନାଳ ଏବିସିଡ଼ି ଉଚ୍ଚ ବିଦ୍ୟାଳୟ ୧୯୯୩ ବ୍ୟାଚ ର ସମସ୍ତ ଭାଇ ଭଉଣୀ ଙ୍କୁ ନେଇ ଆସନ୍ତା ଜୁନ ୧୫ ତାରିଖ ଦିନ ତୃପ୍ତିସଫାରି ଠାରେ ବନ୍ଧୁମିଳନ କାର୍ଯ୍ୟକ୍ରମ…

ରଥ ଉପରକୁ ମୋବାଇଲ ନେଇ ଯାଇପାରିବେନି ସେବାୟତ: ଆଇନ ମନ୍ତ୍ରୀ

ସ୍ନାନପୂର୍ଣ୍ଣିମା ପାଇଁ ପୁରୀରେ ପ୍ରସ୍ତୁତି ଜେରଦାର ଚାଲିଛି । ଏହି ସମୟରେ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ ଏକ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, “ରୀତିନୀତି ଦୃଷ୍ଟିରୁ ସବୁ ଠିକ ଅଛି । ଠିକ ସମୟରେ ସରିବ ପହଣ୍ଡିବିଜେ…

You missed