Month: March 2026

ଆଜିର ରାଶିଫଳ (ମଙ୍ଗଳବାର, ୨୪ ମାର୍ଚ୍ଚ ୨୦୨୬)

ନମସ୍କାର! ଜାଗ୍ରତ ଭାରତ ନ୍ୟୂଜର ପାଠକମାନଙ୍କ ପାଇଁ ପ୍ରସ୍ତୁତ ଅଛି ଆଜିର ରାଶିଫଳ। ​ଆଜିର ରାଶିଫଳ (ମଙ୍ଗଳବାର, ୨୪ ମାର୍ଚ୍ଚ ୨୦୨୬) ​ମେଷ: ଆଜି ଆପଣଙ୍କ ପାଇଁ ଦିନଟି ଉତ୍ସାହଜନକ ରହିବ। କର୍ମକ୍ଷେତ୍ରରେ ସଫଳତା ପାଇବେ। ​ବୃଷ: ଆର୍ଥିକ କାରବାରରେ ସତର୍କ…

ମାଉସୀ ଦେଲା ଅଣ୍ଡା ବିଶ୍ଵ ବନ ଦିବସ ରେ ଇତିହାସ ସୃଷ୍ଟି କଲା- ସାତକୋଶିଆ

ଅନୁଗୁଳ (ବିଜୟ କୁମାର ସ୍ଵାଇଁ) – ସାତକୋଶିଆ ଗଣ୍ଡରେ ଗତ ତା ୨୨/୦୩ ରିଖ ବିଶ୍ଵ ବନ ଦିବସ ପାଳନ ଅବସରରେ ସାତକୋଶିଆ ଗଣ୍ଡରେ ଅନ୍ୟ ଏକ ଘଡ଼ିଆଳ ପ୍ରାୟ ଚଉଦ ଗୋଟି ଅଣ୍ଡା ଵଳଦମରା ଘାଟରେ ଦେଇଥିବା ବନ ବିଭାଗ…

ତାଳଚେର ବଡ଼ଯୋରଡା ଗ୍ରାମରେ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ

ତାଳଚେର ବଡ଼ଯୋରଡା ଗ୍ରାମରେ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ତାଳଚେର, ୨୩/୦୩ ତାଳଚେର ବ୍ଲକ ଅନ୍ତର୍ଗତ ବଡ଼ଯୋରଡା ଗ୍ରାମରେ ଅବସ୍ଥିତ ଇଷ୍ଟଦେବୀ ମା’ ଗ୍ରାମେଶ୍ୱରୀ ମନ୍ଦିରର ନୂତନ ପ୍ରତିଷ୍ଠା ମହୋତ୍ସବ ଅତ୍ୟନ୍ତ ଧୁମଧାମରେ ପାଳନ କରାଯାଇଛି। ଏହି ପବିତ୍ର…

ଗାଡ଼ି ଚକାତଳେ ଚାଲିଗଲା ଜୀବନ

ଗାଡ଼ି ଚକାତଳେ ଚାଲିଗଲା ଜୀବନ ! ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ ସମଲଥାନା ହରିହରପୁର ପଂଚାୟତ ବି କୋଲନୀ ରାସ୍ତାରେ ଏକ କୋଇଲା ବୁଝେଇ ଟ୍ରକରେ ଧକା ହୋଈ ଜଣେ ଯୁବକ ଙ୍କ ମୃତ୍ୟୁ ହୋଇଛି ! ଯୁବକ ଙ୍କ ଘର…

ସ୍କଟଲାଣ୍ଡପୁର ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ବୈଠକ ଅନୁଷ୍ଠିତ

ତାଳଚେର, ୨୩/୦୩ ତାଳଚେର ବ୍ଲକ ସ୍କଟଲାଣ୍ଡପୁର ଠାରେ ଅବସରପ୍ରାପ୍ତ କର୍ମଚାରୀ ସଂଘର ଏକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଡ. ଆହ୍ଲାଦ ସିଂ ସଭାପତିତ୍ୱ କରିଥିବାବେଳେ ସଂପାଦକ କନ୍ଦର୍ପ ସାହୁ ସଭା ପରିଚାଳନା କରିଥିଲେ । ପ୍ରତ୍ୟେକ ସଭ୍ୟ…

ସୋନାଲିକେୟାର ଫାଉଣ୍ଡେସନ ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ

ସୋନାଲିକେୟାର ଫାଉଣ୍ଡେସନ ପକ୍ଷରୁ ସେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ। ରକ୍ତଦାନ ଏକ ମହତଦାନ । କେନ୍ଦୁଝର ଜିଲ୍ଲାର ଖଣିଜକ୍ଷେତ୍ର ବଡ଼ବିଲ ପୌରାଞ୍ଚଳ ତଥା ବଡ଼ବିଲଥାନା ଅନ୍ତର୍ଗତ ବଡ଼ବିଲ ପୌରାଞ୍ଚଳ ରେ ଥିବା ବିକାସମହଲ ପ୍ରାଙ୍ଗଣରେ ଏକ ସ୍ଵେଚ୍ଛାକୃତ ରକ୍ତଦାନ ଶିବିର ଆୟୋଜନ…

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି

ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ, ହସ୍ପିଟାଲରେ ଭର୍ତ୍ତି କନ୍ଧମାଳ, ତା, ୨୩/୦୩:(ସୁଶୀଳ କୁମାର ପାଣିଗ୍ରାହୀ): ଆଦିବାସୀ ସାଧ୍ବୀ ପଦ୍ମଶ୍ରୀ ପୂର୍ଣ୍ଣମାସୀ ଯାନୀ ଅସୁସ୍ଥ । ତାଙ୍କୁ ପ୍ରଥମେ ଖଜୁରୀପଡା ମେଡିକାଲରେ ଭର୍ତ୍ତି କରାଯିବା ପରେ ଫୁଲବାଣୀ ଜିଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର…

ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ

ଢେଙ୍କାନାଳ – ଆଜି ତା:୨୩/୦୩/୨୦୨୬ ରିଖ ସୋମବାର ଦିନ ଆମ୍ବେଦକର ସେବା ସଂଗଠନ ଢେଙ୍କାନାଳର ସଭାପତି ଶ୍ରୀ ପ୍ରଦ୍ୟୁମ୍ନ କୁମାର ନାଏକଙ୍କ ଆହ୍ୱାନ କ୍ରମେ ଢେଙ୍କାନାଳ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଏକ ଗଣଧାରଣା ଅନୁଷ୍ଠିତ ହୋଇଯାଇଛ। ଜିଲ୍ଲାର ୮ଟି ବ୍ଳକର୍ କାର୍ଯ୍ୟକର୍ତ୍ତା…

ମୁଖ୍ୟମନ୍ତ୍ରୀ ୩୨୦ କୋଟିର ୧୨୪ଟି ଜଳପ୍ରକଳ୍ପର ଉଦ୍‌ଘାଟନ କରି ୨୬୧୨ କୋଟିର ପ୍ରକଳ୍ପ ଆରମ୍ଭ କଲେ

ମୁଖ୍ୟମନ୍ତ୍ରୀ ୩୨୦ କୋଟିର ୧୨୪ଟି ଜଳପ୍ରକଳ୍ପର ଉଦ୍‌ଘାଟନ କରି ୨୬୧୨ କୋଟିର ପ୍ରକଳ୍ପ ଆରମ୍ଭ କଲେ ଭୁବନେଶ୍ୱର: ରାଜ୍ୟସ୍ତରୀୟ ବିଶ୍ୱ ଜଳ ଦିବସ-୨୦୨୬ ଲୋକସେବା ଭବନ କନ୍ଭେନ୍ସନ୍ ସେଣ୍ଟରରେ ଆୟୋଜିତ ହୋଇଛି। ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି…

ଓଡ଼ିଶାରେ ୩୪ଟି ଖଣିର ନିଲାମ ଯୋଜନା ଆଗାମୀ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ଏହା ରାଜ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ପ୍ରୟାସ

ଓଡ଼ିଶାରେ ୩୪ଟି ଖଣିର ନିଲାମ ଯୋଜନା ଆଗାମୀ ଆର୍ଥିକ ବର୍ଷରେ କାର୍ଯ୍ୟକାରୀ ହେବ। ଏହା ରାଜ୍ୟ ଅର୍ଥନୀତିକୁ ଶକ୍ତିଶାଳୀ କରିବା ପାଇଁ ଏକ ବଡ଼ ପ୍ରୟାସ ନିଲାମର ବିବରଣୀରାଜ୍ୟ ସରକାର ୨୫ଟି ପ୍ରମୁଖ ଖଣିଜ ଖଣି ନିଲାମ କରିବେ, ଯଦିକି କେନ୍ଦ୍ର…

You missed