ଓଡ଼ିଶାରେ ଗ୍ୟାସ୍ ସଙ୍କଟ ନିୟନ୍ତ୍ରଣରେ, ୪୦% କମର୍ସିଆଲ୍ ଯୋଗାଣ ଆରମ୍ଭ
ଓଡ଼ିଶାରେ ଗ୍ୟାସ୍ ସଙ୍କଟ ନିୟନ୍ତ୍ରଣରେ, ୪୦% କମର୍ସିଆଲ୍ ଯୋଗାଣ ଆରମ୍ଭଭୁବନେଶ୍ବର: ରାଜ୍ୟରେ ରନ୍ଧନ ଗ୍ୟାସ୍ର ପର୍ଯ୍ୟାପ୍ତ ସତ୍ୱେ କମର୍ସିଆଲ୍ ବ୍ୟବହାରକାରୀଙ୍କ ପାଇଁ ଆଜିରୁ ୪୦ ପ୍ରତିଶତ ଗ୍ୟାସ୍ ଯୋଗାଣ ଆରମ୍ଭ ହୋଇଛି। ଯୋଗାଣ ମନ୍ତ୍ରୀ କୃଷ୍ଣଚନ୍ଦ୍ର ପାତ୍ର କହିଛନ୍ତି, ଘରୋଇ ଗ୍ୟାସ୍ରେ…
