Category: ବାଲେଶ୍ଵର

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର

ମଶା ନିରାକରଣ ନିମନ୍ତେ ଜିଲ୍ଲା କଂଗ୍ରେସ ତରଫରୁ ପୌର ନିର୍ବାହୀ ଅଧିକାରୀ ଙ୍କୁ ଦାବୀ ପତ୍ର ଅନୁଗୋଳ ପୌରପାଳିକା ବହୁ ମୌଳିକ ସମସ୍ୟା ଦେଇ ଗତି କରୁଛି। ଅନୁଗୋଳ ସହରରେ ଏବେ ବହୁଳ ଭାବରେ ମଶା ହେଉଛନ୍ତି। ଅନୁଗୋଳ ଜିଲ୍ଲା କଂଗ୍ରେସ…

ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶିକୁ ଛାଡିଲେନି ସୁପରଭାଇଜର

ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଲେ ମୟୂରଭଞ୍ଜ ଜିଲ୍ଲା ଶୁଳିଆପଦା ତହସିଲର ରେଭନ୍ୟୁ ସୁପରଭାଇଜର । ରେଭନ୍ୟୁ ସୁପରଭାଇଜର ସଞ୍ଜୟ କୁମାର ପାଢୀ ଶତ ପ୍ରତିଶତ ଦୃଷ୍ଟି ବାଧିତଙ୍କ ବାହାଘର ପ୍ରୋତ୍ସାହନ ସହାୟତା ରାଶି ମଞ୍ଜୁର ବାବଦକୁ ଲାଞ୍ଚ ନେବା ବେଳେ…

ଯୁବା ସଂଗମ’ ପୋର୍ଟାଲର ଶୁଭାରମ୍ଭ କଲେ କେନ୍ଦ୍ରମନ୍ତ୍ରୀ

ଉତ୍ତର-ପୂର୍ବ ଏବଂ ଭାରତର ଅନ୍ୟାନ୍ୟ ଅଞ୍ଚଳ ମଧ୍ୟରେ ସମ୍ପର୍କକୁ ସୁଦୃଢ଼ କରିବା ଦିଗରେ ‘ଯୁବା ସଂଗମ’ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଏକ ଅନନ୍ୟ ପଦକ୍ଷେପ । ‘ଯୁବା ସଂଗମ’ ଭଳି ଅଭିନବ ପଦକ୍ଷେପ ଅମୃତ କାଳରେ ‘ଭାରତର ଭାବନା’କୁ ଦୃଢୀଭୂତ କରିବ…

ଦେୱାନୀ କନିଷ୍ଠ ଅଦାଲତର ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ପାଳିତ

ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ ଦେୱାନୀ କନିଷ୍ଠ ବିଭାଗ ଅଦାଲତ ତଥା ପ୍ରଥମ ଶ୍ରେଣୀ ବିଚାର ବିଭାଗୀୟ ଅଦାଲତର ଆଜି ଦ୍ୱିତୀୟ ବାର୍ଷିକ ପ୍ରତିଷ୍ଠା ଉତ୍ସବ ଦିବସ ଆଜି ବଡ଼ ଆଡମ୍ବରରେ ପାଳିତ ହୋଇଯାଇଛି। କୋର୍ଟ ପରିସରରେ ଥିବା ଓକିଲ ସଂଘ…

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ

ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା, ୧୧ଜଣ ଗିରଫ ବାଲେଶ୍ବର ସହଦେବଖୁଣ୍ଟା ଦହପଡ଼ାରେ ଜିଲ୍ଲାପାଳଙ୍କୁ ଆକ୍ରମଣ ଘଟଣା । ମୋଟ ୧୧ଜଣଙ୍କୁ ଗିରଫ କଲା ସହଦେବଖୁଣ୍ଟା ପୋଲିସ । ଗତକାଲି ଚଢ଼ାଉବେଳେ ବାଲି ମାଫିଆ ଆକ୍ରମଣ କରିଥିଲେ । ପୂର୍ବରୁ ଡ୍ରାଇଭର ଓ ହେଲ୍ପରକୁ…

୨୦୨୩-୨୪ କେନ୍ଦ୍ର ବଜେଟରେ ଓଡ଼ିଶାକୁ ୧୦ ହଜାର ୧୨ କୋଟି ରେଳ ଅନୁଦାନ

ଓଡ଼ିଶାକୁ ରେକର୍ଡସଂଖ୍ୟକ ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି- ଧର୍ମେନ୍ଦ୍ର ପ୍ରଧାନ ୨୦୨୩-୨୪ ଆର୍ଥିକ ବର୍ଷ କେନ୍ଦ୍ର ବଜେଟରେ ଓଡ଼ିଶାକୁ ରେକର୍ଡସଂଖ୍ୟକ ୧୦ ହଜାର ୧୨ କୋଟି ଟଙ୍କାର ରେଳ ଅନୁଦାନ ରାଜ୍ୟବାସୀଙ୍କୁ ଖୁସି ଦେଇଛି ବୋଲି ଟ୍ୱିଟ୍ କରି କହିଛନ୍ତି…

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ 

ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍ଘାଟିତ କଟକ : ରାଜ୍ୟର ୧୦ଟି ଜିଲ୍ଲାରେ ଭର୍ଚୁଆଲ ହାଇକୋର୍ଟ ଉଦ୍‌ଘାଟିତ ହୋଇଛି । ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ଜଷ୍ଟିସ ଡି. ୱ।ଇ ଚନ୍ଦ୍ରଚୂଡ ଭର୍ଚୁଆଲ ହାଇକୋର୍ଟକୁ ଉଦଘାଟନ କରିଛନ୍ତି। ସମ୍ବଲପୁର, ଗଞ୍ଜାମ ଜିଲ୍ଲାର…

ପର୍ଯ୍ୟଟନ ଜରିଆରେ ସମୃଦ୍ଧ ହେଉଛି ସ୍ଥାନୀୟ ଅର୍ଥନୀତି।

ରାଜ୍ୟର ଐତିହ୍ୟ ଓ ତୀର୍ଥକ୍ଷେତ୍ରର ସୌନ୍ଦର୍ଯ୍ୟକରଣ ଏବଂ ଉନ୍ନତିକରଣକୁ ରାଜ୍ୟ ସରକାର ଗୁରୁତ୍ୱ ଦେଉଥିବା ବେଳେ 5T ସଚିବ ଶ୍ରୀ ଭି.କେ ପାଣ୍ଡିଆନ୍ କୋରାପୁଟର ଗୁପ୍ତେଶ୍ୱର ମନ୍ଦିର, ସାବରୀ ନଦୀଘାଟ, ଦମୟନ୍ତୀ ସାଗର ଓ ଜଗନ୍ନାଥ ସାଗର ପରିଦର୍ଶନ କରି କାର୍ଯ୍ୟର…

ପଳାଶୋଳ ୟୁଥ ହେଲପିଙ୍ଗ ବୟ ଚାରିଟେବୁଲ ଟ୍ରଷ୍ଟ ପକ୍ଷରୁ ସହାୟତା ପ୍ରଦାନ 

ଜଗତସିଂହପୁର ବ୍ଲକ୍ ପଳାଶୋଳ ପଞ୍ଚାୟତ ଗୋପଲ ଗ୍ରାମ ଛ ନମ୍ବର ୱାର୍ଡ ର ଚନ୍ଦ୍ରମଣି ନାୟକଙ୍କ ଘର ପୋଡ଼ିଯିବା ଦ୍ଵାରା ଲକ୍ଷ୍ୟ ଲକ୍ଷ୍ୟ ଟଙ୍କା ର ଆସବାସ ପତ୍ର ସମ୍ପୂର୍ଣ ଜଳି ପାଉଁଶ ହୋଇ ଯାଇଥିଲା | ଏ ଖବର ପାଇ…

ଆଞ୍ଚଳିକ ଶିଳ୍ପାଞ୍ଚଳ କ୍ଷତିଗ୍ରସ୍ତ ପ୍ରଜାସଂଘ ପକ୍ଷରୁ ଏକ ଗୁରୁତ୍ୱପୂର୍ଣ୍ଣ ବୈଠକ ଅନୁଷ୍ଠିତ।

ଢେଙ୍କାନାଳ ଜିଲ୍ଲା ଓଡ଼ାପଡ଼ା ବ୍ଳକ ଅନ୍ତର୍ଗତ ଖଡ଼ଗପ୍ରସାଦ ଗ୍ରାମ ପଞ୍ଚାୟତ ପାଖରେ ଥିବା ବ୍ରହ୍ମାଣୀ ଟ୍ରକ ୱେଲଫେଆର ଆସୋସିଏସନ ଠାରେ ଆଖପାଖ ଗ୍ରାମର ବିଭିନ୍ନ ସମସ୍ଯାକୁ ନେଇ ଏକ ବୈଠକ ଅନୁଷ୍ଠିତ ହୋଇଥିଲା। ଏହି ବୈଠକରେ ଟ୍ରକ୍ ଆସୋସିଏସନ ର ସଭାପତି…