ଶ୍ରୀ ରଘୁନାଥଜୀୟୁଙ୍କର ଝୁଲଣ ପର୍ବ ଆରମ୍ଭ
ଶ୍ରୀ ରଘୁନାଥଜୀୟୁଙ୍କର ଝୁଲଣ ପର୍ବ ଆରମ୍ଭ ଢେଙ୍କାନାଳ ଯାଉଁଳି ପୋଖରୀ ମଠ ପ୍ରାଙ୍ଗଣରେ ଥିବା ଶ୍ରୀ ରଘୁନାଥଜୀୟୁଙ୍କର ଝୁଲଣ ପର୍ବ ଆରମ୍ଭ ହୋଇଯାଇଛି। ସନ୍ଧ୍ୟା ଆଳତି ପରେ ସଂର୍କୀନ ମଣ୍ଡଳୀ ଘଣ୍ଟ ବାଦ୍ୟ ଦ୍ବାରା ଝୁଲଣ ବେଦୀକୁ ବିଜେ କରାଯାଇଥିଲା। ରାମଲକ୍ଷ୍ମଣ…
