Category: କେନ୍ଦୁଝର

ହୋଟେଲ ଲକିଇଣ୍ଡିଆ ଏକ ରୁମ୍ ରୁ ହୋଟେଲ କର୍ମଚାରୀ ର ମୃତ ଦେହ ଉଦ୍ଧାର।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ୱାର୍ଡ ନମ୍ୱର୍ 15ସ୍ଥିତ ହୋଟେଲ ଲକିଇଣ୍ଡିଆ ରୁ ଉକ୍ତ ଲକିଇଣ୍ଡିଆ ହୋଟେଲ ରେ କାର୍ଯ୍ୟରତ ଏକ କର୍ମଚାରୀ ର ମୃତ ଦେହ ଉଦ୍ଧାର। ସୂଚନା ଅନୁଯାୟୀ ଗତ…

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରି ଆଜି ୨୪ ଘନ୍ଟିଆ କେନ୍ଦୁଝର ଜିଲ୍ଲା ବନ୍ଦ ପାଳନ କରୁଛି

କେନ୍ଦୁଝର ଜିଲ୍ଲା ଟ୍ରକ ମାଲିକ ସଂଘ ପକ୍ଷରୁ କେନ୍ଦୁଝର ଶୁଆକାଟି ସ୍ଥିତ ଓଏମସି ଗନ୍ଧମାର୍ଦ୍ଧନ ମାଇନ୍ସ ଠାରୁ ଗୁହାଳଡ଼ିହି ସାଇଡିଂ ପର୍ଯ୍ୟନ୍ତ ଟ୍ରେନ ଲାଇନ ପ୍ରକଳ୍ପ କୁ ବିରୋଧ କରି ଆଜି ସକାଳ ୬ ଟା ଠାରୁ ଆସନ୍ତାକାଲି ସକାଳ ୬…

କେନ୍ଦୁଝର ରେ ବିକଶିତ ଭାରତ ସଂକଳ୍ପ ଯାତ୍ରା କୁ ସ୍ୱାଗତ

ଆଙ୍କର:-କେନ୍ଦୁଝର ସହରର ୧୬ନଂଓ୍ବାର୍ଡ ର କରଞ୍ଜିଆ ବସ ଷ୍ଟାଣ୍ଡ ଠାରେ କେନ୍ଦୁଝରଗଡ଼ ପୌରପାଳିକା ଦ୍ୱାରା ଆୟୋଜିତ ହେଲା ବିକଶିତ ଭାରତ ସଂକଳ୍ପ ଯାତ୍ରା। କ୍ଷେତ୍ର ପ୍ରଚାର ଅଧିକାରୀ ତଥା ବିକଶିତ ଭାରତ ସଂକଳ୍ପ ଯାତ୍ରା ର ନୋଡାଳ ଅଫିସର ପାର୍ଥସାର୍ଥୀ ମଲ୍ଲିକ…

ବଡବିଲ ପୌରଞ୍ଚଳ ରେ ଗଡିଲା ମହାପ୍ରଭୁ ଜଗନ୍ନାଥଙ୍କ ଅର୍ପଣ ରଥ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଗଡିଲା ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ଅର୍ପଣ ରଥ। ଏହି ପରୀପ୍ରେକ୍ଷୀରେ ଆଜି ସକାଳୁ ସକାଳୁ ଏକ ଗାଡ଼ିରେ ରଥ ସଦୃଶ ଅତି ସୁନ୍ଦର ଭାବରେ ସୁସଜ୍ଜିତ କରି ଅର୍ପଣ ରଥ ବଡବିଲ…

ନବବର୍ଷରେ ନୃଶଂସ ହତ୍ୟାକାଣ୍ଡ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଲାଣି ଥାନା ଅନ୍ତର୍ଗତ ରେ ଦେଖିବାକୁ ମିଳିଛି ଏକ ନୃଶଂସ ହତ୍ୟାକାଣ୍ଡ। ସୂଚନା ଅନୁଯାୟୀ କେନ୍ଦୁଝର ଜିଲ୍ଲାର ବଲାଣି ଥାନା ଅନ୍ତର୍ଗତ ବଲାଣି ଜଙ୍ଗଲ ମଧ୍ୟରେ ଥିବା ପାଣି ନାଳ ନିକଟରୁ ଏକ ବିବାହିତ ଯୁବତୀର…

ରୋମାନିଆରେ ଅବସ୍ଥାପିତ ଭାରତୀୟ ରାଷ୍ଟ୍ରଦୂତଙ୍କ ନିଜେ ଅଧ୍ୟୟନ କରିଥିବା ବିଦ୍ୟାଳୟ ଗସ୍ତ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ସେଣ୍ଟମେରୀ ସ୍କୁଲ୍ ବହୁ ପ୍ରତିଭାବାନ ଛାତ୍ର ଏହି ସମାଜକୁ ପ୍ରଦାନ୍ କରିଛି। ସେହିଭଳି ବଡବିଲ ସେଣ୍ଟ ମେରୀ ସ୍କୁଲ୍ ର ବହୁ ପ୍ରତିଭାବାନ ଛାତ୍ର ହେଲେ ହେଲେ ରାହୁଲ୍ ଶ୍ରୀବାସ୍ତବ।…

ମାଟକାମ୍ବେଡା ଉଚ୍ଚ ବିଦ୍ୟାଳୟ ବାର୍ଷିକ କ୍ରୀଡା ପ୍ରତିଯୋଗିତା ର ଉଦଯାପନୀ ଉତ୍ସବ ଅନୁଷ୍ଠିତ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ଆଶ୍ରମ ସ୍କୁଲ୍ ଭାବେ ଜଣାଶୁଣା ମାଟକାମ୍ବେଡା ଉଚ୍ଚ ବିଦ୍ୟାଳୟ ର ବାର୍ଷିକ କ୍ରୀଡା ଉତ୍ସବ ର ଉଦଯାପନୀ ଦିବସ ପାଳିତ ହୋଇଯାଇଛି। ପ୍ରଥମ ଦୀବସରୁ ପ୍ରଜ୍ୟୋଲିତ କ୍ରୀଡା ଜ୍ୟୋତିର କ୍ଷୀର…

ନଦୀକୂଳରେ ଭୋଜି କରିବା ହେଲା ଗାଧୋଇବା ବେଳେ ନଦୀରେବୁଡ଼ି ଯୁବକ ନିଖୋଜ।

କେନ୍ଦୁଝର ଜିଲ୍ଲାରେ ନଦୀକୂଳରେ ସାଙ୍ଗ ମାନଙ୍କ ସହିତ ଭୋଜି କରିବା ପଡିଲା ମହଙ୍ଗା ଗାଧୋଇବା ବେଳେ ବ୍ୟକ୍ତି ନିଖୋଜ। ଅଗ୍ନିଶମ ବିଭାଗ କର୍ମଚାରୀ ଅକ୍ଲାନ୍ତ ଚେଷ୍ଟା ପରେ ମଧ୍ୟ କୌଣସି ସନ୍ଧାନ ପାଇନଥିବା ସୂଚନା। ସୂଚନା ଅନୁଯାୟୀ ଚମ୍ପୁଆ ଥାନା ଅନ୍ତର୍ଗତ…

ସଡ଼କ ସୁରକ୍ଷାକୁ ନେଇ ବଡବିଲ ଆଇଟିଆଇ ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରଞ୍ଚଳ ତଥା ବଡବିଲ ଥାନା ଅନ୍ତର୍ଗତ ବଡବିଲ ମୁଖ୍ୟ ପ୍ରବେଶପଥ କିରିବୁରୁଛକ ଠାରେ ବଡବିଲ ଆଇଟିଆଇ ପକ୍ଷରୁ ସଡକ ସୁରକ୍ଷା କୁ ନେଇ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ କରଯାଇଥିଲା। ଏହି ଅବସରରେ ବଡବିଲ…

ବଡ଼ବିଲ ମହାବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା ନୂଆ-ଓ କାର୍ଯ୍ୟକ୍ରମ ର ଆୟୋଜନ।

କେନ୍ଦୁଝର ଜିଲ୍ଲାର ଖଣିଜ କ୍ଷେତ୍ର ବଡବିଲ ପୌରାଞ୍ଚଳ ରେ ଥିବା ବଡବିଲ ମହାବିଦ୍ୟାଳୟ ରେ ଯୁବ ଓଡିଶା ନବୀନ ଓଡ଼ିଶା ନୂଆ- ଓ କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି, ଆଜି ଏହାର ଉଦଯାପନୀ ଉତ୍ସବ ରହିଥିଲା ବେଳେ ଏହି କାର୍ଯ୍ୟକ୍ରମ ମାଧ୍ୟମରେ ଛାତ୍ର…