Category: District

OSCMF Ltd. ଏବଂ OSSC Ltd. ପାଇଁ କର୍ପସ୍ ପାଣ୍ଠି” ଯୋଜନାକୁ ଅନୁମୋଦନ

“OSCMF Ltd. ଏବଂ OSSC Ltd. ପାଇଁ କର୍ପସ୍ ପାଣ୍ଠି” ଯୋଜନାକୁ ଅନୁମୋଦନ ରାଜ୍ୟ କ୍ୟାବିନେଟ୍ ଆଜି ଆର୍ଥିକ ବର୍ଷ ୨୦୨୬-୨୭ ରୁ ୨୦୨୯-୩୦ ପର୍ଯ୍ୟନ୍ତ ଚାରି ବର୍ଷ ଅବଧି ପାଇଁ ୧୩୬୦.୦୦ କୋଟି ଟଙ୍କାର ଆର୍ଥିକ ବ୍ୟୟବରାଦ ସହିତ ରାଜ୍ୟ…

ରାଇରଙ୍ଗପୁରରେ ଡାକ ଭବନ ଓ ପାସପୋର୍ଟ ସେବା କେନ୍ଦ୍ର ନିର୍ମାଣ ପାଇଁ ମାଗଣାରେ ଜମି ଯୋଗାଇଦେବେ ରାଜ୍ୟ ସରକାର; କ୍ୟାବିନେଟ୍‌ ମଞ୍ଜୁରୀ

ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ତହସିଲ ଅନ୍ତର୍ଗତ ମହୁଲଡିହା ମୌଜାରେ ଭାରତ ସରକାରଙ୍କ ଡାକ ବିଭାଗ ସପକ୍ଷରେ ରାଇରଙ୍ଗପୁର ଡିଭିଜନର ଡାକ ଅଧୀକ୍ଷକଙ୍କ କାର୍ଯ୍ୟାଳୟ ଗୃହ ନିର୍ମାଣ ସହିତ ଏକ ଆଧାର କେନ୍ଦ୍ର ଏବଂ ରାଇରଙ୍ଗପୁର ପୌରାଞ୍ଚଳରେ ଏକ ପୋଷ୍ଟ ଅଫିସ୍ ପାସପୋର୍ଟ…

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ନବମ ଓ ଦଶମ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ମିଳିବ ମାଗଣା ପାଠ୍ୟପୁସ୍ତକ

“ନିଃଶୁଳ୍କ ପାଠ୍ୟପୁସ୍ତକ ଯୋଗାଣ” (Supply of Free Textbooks) ଯୋଜନା ଅଧୀନରେ ରାଜ୍ୟର ସରକାରୀ ଏବଂ ସରକାରୀ ଅନୁଦାନପ୍ରାପ୍ତ ମାଧ୍ୟମିକ ବିଦ୍ୟାଳୟଗୁଡ଼ିକରେ ଅଧ୍ୟୟନରତ ଛାତ୍ରଛାତ୍ରୀମାନଙ୍କୁ (ଅନୁସୂଚିତ ଜାତି ଓ ଅନୁସୂଚିତ ଜନଜାତି ବ୍ୟତୀତ) ମାଗଣାରେ ପାଠ୍ୟପୁସ୍ତକ ଯୋଗାଇଦେବା ପ୍ରସ୍ତାବକୁ ରାଜ୍ୟ କ୍ୟାବିନେଟ୍‌…

ବଲାଙ୍ଗିର ତୁସ୍ତାପଲ୍ଲୀରେ ଅନ୍ତଃନଦୀ ଜଳାଶୟ ପ୍ରକଳ୍ପ: ୧୦୫.୬୨ କୋଟି ଟଙ୍କାର ଟେଣ୍ଡରକୁ ରାଜ୍ୟ କ୍ୟାବିନେଟ୍‌ ମଞ୍ଜୁରୀ

ଆଜି ରାଜ୍ୟ କ୍ୟାବିନେଟ୍ ବଲାଙ୍ଗିର ଜିଲ୍ଲାର ତୁସ୍ତାପଲ୍ଲୀ ଗ୍ରାମ ନିକଟରେ ଜଳ ସୁରକ୍ଷା ନିମନ୍ତେ ଏକ ଅନ୍ତଃନଦୀ ଜଳାଶୟ (In-Stream Storage Structure) ନିର୍ମାଣ ପାଇଁ ୧୦୫,୬୨,୩୩,୯୬୦.୦୦ ଟଙ୍କା (ଏକ ଶହ ପାଞ୍ଚ କୋଟି ବାଷଠି ଲକ୍ଷ ତେତିଶ ହଜାର ନଅ…

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ କ୍ୟାଡରର ପୁନର୍ଗଠନ

ଓଡ଼ିଶା ଡିପ୍ଲୋମା ଇଞ୍ଜିନିୟର୍ସ ସର୍ଭିସ କ୍ୟାଡରର ପୁନର୍ଗଠନ ଜଳସମ୍ପଦ ବିଭାଗର କାର୍ଯ୍ୟଭାର ସହିତ ଏହାର ଆନୁସଙ୍ଗିକ ବଜେଟ୍ ବହୁଗୁଣିତ ହୋଇଛି। ଏହା ଜଳ ସଂରକ୍ଷଣ ତଥା ଜଳ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଦିଗରେ ରାଜ୍ୟ ସରକାରଙ୍କ ପ୍ରତିବଦ୍ଧତାର ଏକ ପ୍ରତିଫଳନ, ଯାହା…

ଶିଳ୍ପ ପୁନର୍ଗଠନ ପାଇଁ ଷ୍ଟାମ୍ପ ଡ୍ୟୁଟି ସୀମିତ (Capping) କରିବା ନିମନ୍ତେ IPR ୨୦୨୨ ସଂଶୋଧନକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ

ଶିଳ୍ପ ପୁନର୍ଗଠନ ପାଇଁ ଷ୍ଟାମ୍ପ ଡ୍ୟୁଟି ସୀମିତ (Capping) କରିବା ନିମନ୍ତେ IPR ୨୦୨୨ ସଂଶୋଧନକୁ ଓଡ଼ିଶା କ୍ୟାବିନେଟର ମଞ୍ଜୁରୀ ଭୁବନେଶ୍ୱର, ତାରିଖ- କମ୍ପାନୀଗୁଡ଼ିକର ପୁନର୍ଗଠନ (Reconstruction), ମିଶ୍ରଣ (Amalgamation), ପୃଥକୀକରଣ (Demerger) କିମ୍ବା ବ୍ୟବସ୍ଥା ଅଧୀନରେ କାର୍ଯ୍ୟକାରୀ ହେଉଥିବା ଦସ୍ତାବିଜ…

ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗର ବଡ଼ ନିଷ୍ପତ୍ତି: ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ କ୍ୟାଡର ବରିଷ୍ଠତା ନିୟମରେ ହେବ ସଂଶୋଧନ

“ଓଡ଼ିଶା ପ୍ରାଥମିକ ଶିକ୍ଷା (ନିଯୁକ୍ତି ପଦ୍ଧତି ଏବଂ ଶିକ୍ଷକ ଓ ଅଧିକାରୀମାନଙ୍କ ସେବା ସର୍ତ୍ତାବଳୀ) ନିୟମାବଳୀ, ୧୯୯୭”ର ନିୟମ-୧୫(୬) ଅନୁଯାୟୀ, ଲେଭଲ-II (ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ / ABEO) କ୍ୟାଡରରେ ବରିଷ୍ଠତା ଲେଭଲ-III ର ସେବା ଅବଧି ଆଧାରରେ ସ୍ଥିର…

ଓଡ଼ିଶା କ୍ୟାବିନେଟ୍ ଦ୍ବାରା ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ପାଇଁ ₹୪୫୦ କୋଟି ବ୍ୟୟ ଅଟକଳରେ ‘ଦକ୍ଷତା ବିକାଶ ଯୋଜନା’ କୁ ମଞ୍ଜୁରୀ

ଓଡ଼ିଶା କ୍ୟାବିନେଟ୍ ଦ୍ବାରା ୪.୨୦ ଲକ୍ଷ ଯୁବକ-ଯୁବତୀଙ୍କୁ ଦକ୍ଷ କରିବା ପାଇଁ ₹୪୫୦ କୋଟି ବ୍ୟୟ ଅଟକଳରେ ‘ଦକ୍ଷତା ବିକାଶ ଯୋଜନା’ କୁ ମଞ୍ଜୁରୀ ଭାରତ ତଥା ବିଦେଶରେ ଉଦୀୟମାନ ନିଯୁକ୍ତି ସୁଯୋଗ ପାଇଁ ଓଡ଼ିଶାର ଯୁବପିଢ଼ିଙ୍କୁ ପ୍ରସ୍ତୁତ କରିବା ସହ…

କଟକ ମହାନଦୀ ରିଭରଫ୍ରଣ୍ଟ ବିକାଶ ପ୍ରକଳ୍ପ ଟେଣ୍ଡରକୁ ମିଳିଲା ସରକାରୀ ମଞ୍ଜୁରୀ; ଖର୍ଚ୍ଚ ହେବ ୧୩୩ କୋଟିରୁ ଅଧିକ ଟଙ୍କା

ଭୁବନେଶ୍ୱ/କଟକ: “ଓଡ଼ିଶାର କଟକଠାରେ ମହାନଦୀ ଜଳତଟ ସମନ୍ୱିତ ବିକାଶ (ପାଞ୍ଚ ବର୍ଷର ସମ୍ପୂର୍ଣ୍ଣ ପରିଚାଳନା ଓ ରକ୍ଷଣାବେକ୍ଷଣ ସହିତ EPC ଚୁକ୍ତି)” କାର୍ଯ୍ୟ ପାଇଁ ବିଡିଂ ପ୍ରକ୍ରିୟା/ଟେଣ୍ଡରର ଫଳାଫଳ ଅନୁମୋଦନ। କଟକଠାରେ ମହାନଦୀ ଜଳତଟ ଗୁରୁତ୍ୱପୂର୍ଣ୍ଣ ପରିବେଶଗତ, ସାଂସ୍କୃତିକ, ଆମୋଦ-ପ୍ରମୋଦ ଏବଂ…

ରାଜ୍ୟ କ୍ୟାବିନେଟ୍‌ର ବଡ଼ ନିଷ୍ପତ୍ତି: ସହରାଞ୍ଚଳ ବର୍ଷା ଜଳ ନିଷ୍କାସନ ଓ ଉନ୍ନୟନ କାର୍ଯ୍ୟକ୍ରମ ପାଇଁ ₹୫୦୦ କୋଟି ମଞ୍ଜୁର

ଓଡ଼ିଶାରେ ଦ୍ରୁତ ସହରୀକରଣ ଏବଂ ସହର ଉପକଣ୍ଠ ଅଞ୍ଚଳଗୁଡ଼ିକର ସମ୍ପ୍ରସାରଣ ଯୋଗୁଁ ବିଦ୍ୟମାନ ଜଳ ନିଷ୍କାସନ ଭିତ୍ତିଭୂମି ଉପରେ ଅତ୍ୟଧିକ ଚାପ ସୃଷ୍ଟି ହୋଇଛି, ଯାହା ଫଳରେ ବାରମ୍ବାର ଜଳବନ୍ଦୀ ସମସ୍ୟା, ସ୍ଥାନୀୟ ବନ୍ୟା ପରିସ୍ଥିତି ଏବଂ ଏହା ସହିତ ଜଡ଼ିତ…