ନିରଞ୍ଜନ ପୂଜାରିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ବ
ନିରଞ୍ଜନ ପୂଜାରିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ବ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କୁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ। ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନଙ୍କୁ ଦାୟିତ୍ବ ଦିଆଯାଇଛି। Post Views: 12
ନିରଞ୍ଜନ ପୂଜାରିଙ୍କୁ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ଦାୟିତ୍ବ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରିଙ୍କୁ ସ୍ବାସ୍ଥ୍ୟ ବିଭାଗ ଦାୟିତ୍ବ। ନବ ଦାସଙ୍କ ମୃତ୍ୟୁ ପରେ ଅର୍ଥମନ୍ତ୍ରୀ ନିରଞ୍ଜନଙ୍କୁ ଦାୟିତ୍ବ ଦିଆଯାଇଛି। Post Views: 12
‘ଚଳଚ୍ଚିତ୍ର ଉପରେ ଅନାବଶ୍ୟକ ମନ୍ତବ୍ୟ ଦିଅ ନାହିଁ – ପ୍ରଧାନମନ୍ତ୍ରୀ ମୋଦୀ ବିଜେପି କର୍ମୀଙ୍କୁ କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ବିଜେପି କର୍ମୀଙ୍କୁ କହିଛନ୍ତି ଯେ ଚଳଚ୍ଚିତ୍ର ଉପରେ କୌଣସି ଅନାବଶ୍ୟକ ମନ୍ତବ୍ୟ ଦେବାକୁ ବାରଣ କରିଛନ୍ତି। କାରଣ “ଆମେ କରିଛୁ…
ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନେତୃତ୍ୱରେ ଦେଶ ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ପାଳନ କରିବା ଏବଂ ଭାରତର ନାଗରିକ, ସଂସ୍କୃତି ଓ ସଫଳତାର ସମୃଦ୍ଧଶାଳୀ ଇତିହାସର ସ୍ମୃତିଚାରଣ କରିବା ଲାଗି ଆଜାଦୀ କା ଅମୃତ ମହୋତ୍ସବ କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି…
ନିର୍ବାଚନ ଜିତିଲେ ଗୃହିଣୀମାନଙ୍କୁ ମାସିକ ୨୦୦୦ ଦେବ କଂଗ୍ରେସ: ପ୍ରିୟଙ୍କା ଗାନ୍ଧି କର୍ଣାଟକ ରାଜ୍ୟରେ କ୍ଷମତାକୁ ଭୋଟ୍ ଦେଲେ ପ୍ରିୟଙ୍କା କଂଗ୍ରେସ କର୍ଣ୍ଣାଟକର ଗୃହିଣୀମାନଙ୍କୁ ମାସକୁ ୨୦୦୦ ଟଙ୍କା ଦେବ ବୋଲି ଦଳର ନେତା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋମବାର ବେଙ୍ଗାଲୁରୁରେ…
ଜଗତସିଂହପୁର ଜ଼ିଲ୍ଲା ସାମ୍ବାଦିକ ୟୁନିଅନ ର ସାଙ୍ଗଠନିକ ବୈଠକ ରେ ନୂତନ କର୍ମକର୍ତା ନିର୍ବାଚନ ଜଗତସିଂହପୁର ଜିଲ୍ଲା, ସାମ୍ବାଦିକ ୟୁନିଅନର ସାଧାରଣ ପରିଷଦ ବୈଠକ ଓ କର୍ମକର୍ତା ନିର୍ବାଚନ ସ୍ଥାନୀୟ ଗୋପାଳସାଗରସ୍ଥିତ ସାଇମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ସାମ୍ବାଦିକ…
ହାତୀ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ପରିବାର ବର୍ଗ ଙ୍କୁ ଭେଟିଲେ ବିଜେପି ର ବିଧାୟକ ଟିମ ୨୦ଲକ୍ଷ କ୍ଷତିପୂରଣ ସହ ଜଣକୁ ସ୍ଥାୟୀ ନିଯୁକ୍ତି ଦାବୀ ଟିମ ଅନୁଗୁଳ ଜିଲ୍ଲାରେ ହାତୀ ଆକ୍ରମଣ ରେ ଚାରି ଦିନ ପୂର୍ବରୁ ଚାରି…
ଢେଙ୍କାନାଳରେ ବିଜେଡିର ପ୍ରତିଷ୍ଠା ଦିବସ ପାଳିତ ଢେଙ୍କାନାଳ ବିଧାନସଭା ନିର୍ବାଚନ ମଣ୍ଡଳୀରେ ବିଜେଡିର ୨୬ତମ ପ୍ରତିଷ୍ଠା ଦିବସ ସହରସ୍ଥ ମିନି ଷ୍ଟାଡିୟମ୍ ପରିସରରେ ମଙ୍ଗଳବାର ପାଳିତ ହୋଇଯାଇଛି । ପ୍ରାରମ୍ଭରେ ବାଜିଚୌକଠାରୁ ନେତା ଓ କର୍ମୀମାନଙ୍କ ଏକ ବିଶାଳ ଶୋଭାଯାତ୍ରାରେ ସହର…
ରାଜ୍ୟରେ ୩୦ ଜିଲ୍ଲାରୁ ୨୪ ଘଣ୍ଟା ମଧ୍ୟରେ ୨୯୮୯ ପଜିଟିଭ୍ ଚିହ୍ନଟ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର), ଭୁବନେଶ୍ବର : ରାଜ୍ୟରେ କରୋନା ସଂକ୍ରମଣ ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ୨୯୮୯ କରୋନା…
ଜାତୀୟ ରାଜଧାନୀ ରେ କରୋନା ସଂକ୍ରମଣ ନେଇ ଚିନ୍ତା ବ୍ୟକ୍ତ କଲେ ମୁଖ୍ୟମନ୍ତ୍ରୀ କେଜରିୱାଲ : ଉପ ରାଜ୍ୟପାଳ ଙ୍କ ସହ କରିବେ ବୈଠକ ଜେ ବି ଏନ, ୧୫/୦୪ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ନୂଆଦିଲ୍ଲୀ : ଜାତୀୟ…
ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କଲେ ମୁଖ୍ୟମନ୍ତ୍ରୀ ଜେ ବି ଏନ, ୧୫/୦୪ /୨୦୨୧, ଭୁବନେଶ୍ବର : ରାଜ୍ୟରେ ୪୭ଟି ଅତ୍ୟାଧୁନିକ ଆମ୍ବୁଲାନ୍ସର ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆମ୍ବୁଲାନ୍ସରେ ରହିଛି ଜୀବନ ରକ୍ଷାକାରୀ ସହାୟତା ବ୍ୟବସ୍ଥା…