Category: ଅନୁଗୋଳ

ଆଜିର ରାଶିଫଳ

ଜାଗ୍ରତ ଭାରତ ନ୍ୟୁଜ୍ — ଆଜିର ରାଶିଫଳ | ୨୫ ଅଗଷ୍ଟ ୨୦୨୬ ♈ ମେଷ ଶୁଭ ଫଳାଫଳ: କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ସୁଧୁରିବ।ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ: ଲାଲ | ଶୁଭ ସମୟ:…

ଜେସିଆଇ ପକ୍ଷରୁ ବୁଡ଼ି ଅଂଚଳକୁ ୫ଟ୍ରିପ ରିଲିଫ ପ୍ରଦାନତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁ ପତାକା ଦେଖାଇ କଲେ ଉଦଘାଟନ

ଜେସିଆଇ ପକ୍ଷରୁ ବୁଡ଼ି ଅଂଚଳକୁ ୫ଟ୍ରିପ ରିଲିଫ ପ୍ରଦାନତାଳଚେର ଉପଜିଲ୍ଳାପାଳ ଆଶିଷରଞ୍ଜନ ସାହୁ ପତାକା ଦେଖାଇ କଲେ ଉଦଘାଟନ଼ତାଳଚେର, ୨୪/୦୮ ଲଘୁଚା ଚାପଜନିତ ବର୍ଷାର ପ୍ରକୋପ ଆଜକୁ ୧ମାସ ହେବ ଲାଗି ରହିଥିବାରୁ ନଦୀନାଳ ପରିପୂର୍ଣ୍ଣ ହେବା ସହିତ ଗାଁଘରେ, ରାସ୍ତାଘାଟରେ…

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ

ଖାଉଟି ଏବେ ସିନ୍ଥେଟିକ୍ ପନିରକୁ ନେଇ ଚିନ୍ତାରେ଼ତାଳଚେର, ୨୪/୦୮ ବଜାରରେ ଏବେ ସିନ୍ଥେଟିକ୍ ପନିର ଓ ମିଠା ଚାହିଦା ବିକ୍ରି ନେଇ ଚିନ୍ତା ବଢ଼ିଛି । ଅସଲି ପନିର ଭଳି ଦେଖାଯାଉଥିଲେ ମଧ୍ୟ ଏହା ସ୍ୱାସ୍ଥ୍ୟପାଇଁ କେତେ କ୍ଷତିକାରକ ତାହା କିଏବା…

ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ

ସୁରକ୍ଷିତ ଶୈଶବ, ଯୌନ ନିର୍ଯ୍ୟାତନା ଏବଂ ଶିଶୁ ଅଧିକାର ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ଼ତାଳଚେର, ୨୪/୦୮ ସ୍ୱେଚ୍ଛାସେବୀ ସଂଗଠନ ସୋସିଆଲ ଡ଼େଭଲୋମେଂଟ ଫାଉଣ୍ଡେସନ୍ ଏବଂ ଡ଼ିଏଭି ବାଳିକା ସ୍କୁଲ ଜଗନ୍ନାଥ ତାଳଚେର ପକ୍ଷରୁ ସ୍କୁଲ ତଥା କାର୍ଯ୍ୟକ୍ଷେତ୍ରରେ ଅଶାଳୀନ ବ୍ୟବହାର ସମ୍ପର୍କିତ ସଚେତନତା…

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବୁଟକ୍ୟାମ୍ପ ଆୟୋଜନ

ଏନଟିପିସି ତାଳଚେର ଥର୍ମାଲ ପକ୍ଷରୁ ବୁଟକ୍ୟାମ୍ପ ଆୟୋଜନ଼ତାଳଚେର, ୨୪/୦୮ ଏନଟିପିସି ତାଳଚେର ଥର୍ମାଲ ଇଡ଼ି/ଏଚଓପି ବିଜୟ ଚାନ୍ଦଙ୍କ ଦ୍ୱାରା ଜିଏମ ପ୍ରୋଜେକ୍ଟ, ଜିଏମ ରକ୍ଷଣବେକ୍ଷଣ ଏବଂ ସମସ୍ତ ଉଚ୍ଚ ଅଧିକାରୀ ଓ ବରିଷ୍ଠ ଅଧିକାରୀଙ୍କ ଉପସ୍ଥିତିରେ ୨୦୨୬ ମସିହା ୨୧ରୁ ୨୨…

ବେଧଡକ ଗଛକଟାକୁ ନେଇ ତାଳଚେରରେ ଜନଅସନ୍ତୋଷ

ବେଧଡକ ଗଛକଟାକୁ ନେଇ ତାଳଚେରରେ ଜନଅସନ୍ତୋଷ ସାଉଥ୍ ବଲଣ୍ଡା ପିଓଙ୍କ ମନମାନି ଅଭିଯୋଗ, ପ୍ରଶାସନର ନିରବତାକୁ ନେଇ ପ୍ରଶ୍ନ ତାଳଚେର: ତାଳଚେର ବ୍ଲକ ଅନ୍ତର୍ଗତ ସାଉଥ୍ ବଲଣ୍ଡା ଅଞ୍ଚଳରେ ବେଧଡକ ଗଛକଟାକୁ ନେଇ ଦେଖାଦେଇଛି ତୀବ୍ର ଜନଅସନ୍ତୋଷ। ଓଆସରି ଛକଠାରୁ ବଲଣ୍ଡା…

ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ପାଠ ପଢ଼ାଇଲା ହଣ୍ଡପା ପୋଲିସ

ଛାତ୍ରଛାତ୍ରୀଙ୍କୁ ସାଇବର ସୁରକ୍ଷା ପାଠ ପଢ଼ାଇଲା ହଣ୍ଡପା ପୋଲିସ ବଇଣ୍ଡା: ଡିଜିଟାଲ୍‌ ଯୁଗରେ ବଢ଼ୁଥିବା ସାଇବର ଠକେଇକୁ ନେଇ ଛାତ୍ରଛାତ୍ରୀଙ୍କୁ ସଚେତନ କରିଛି ହଣ୍ଡପା ପୋଲିସ। ଜନତା ମହାବିଦ୍ୟାଳୟ, ବଇଣ୍ଡା ପରିସରରେ ପୋଲିସ ପକ୍ଷରୁ ଏକ ସାଇବର ସଚେତନତା କାର୍ଯ୍ୟକ୍ରମ ଆୟୋଜିତ…

ତାଳଚେରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌ ଅନୁଗୋଳ ର ଦକ୍ଷତା ଶିବିର

ତାଳଚେରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍‌ ଅନୁଗୋଳ ର ଦକ୍ଷତା ଶିବିର ତାଳଚେରସ୍ଥିତ ଦେଉଳବେରା କୋଲିୟରୀ ଗ୍ରୀନ୍ ଗ୍ରାସ୍‌ରେ ଥିବା ଡିସିଆଇ କ୍ଲବ୍ ପରିସରରେ ଯେ ଷ୍ଟାର୍ ତାଏକୋଣ୍ଡୋ ଆସୋସିଏସନ୍, ଅନୁଗୋଳ ପକ୍ଷରୁ ୨ୟ ବ୍ଲାକ୍ ବେଲ୍ଟ ଦକ୍ଷତା ଶିବିର, ରେଫରି…

ଆଜିର ରାଶିଫଳ

ଆଜିର ରାଶିଫଳ — ୨୪ ଅଗଷ୍ଟ ୨୦୨୬ ମେଷ: ଆଜି କାର୍ଯ୍ୟକ୍ଷେତ୍ରରେ ନୂଆ ସୁଯୋଗ ମିଳିପାରେ। ଆର୍ଥିକ ସ୍ଥିତି ଭଲ ରହିବ। ପରିବାରରେ ଖୁସିର ପରିବେଶ ରହିବ।ଶୁଭ ଫଳାଫଳ: ଅଟକିଥିବା କାମ ଆଗକୁ ବଢ଼ିବ।ଶୁଭ ସଂଖ୍ୟା: ୯ | ଶୁଭ ରଙ୍ଗ:…

ଖିଣ୍ଡାରୁ ଉଦ୍ଧାର ହେଲା ୮ ଫୁଟିଆ ଅଜଗର, ପମ୍ପାସର ବନ୍ୟଜନ୍ତୁ ଅଞ୍ଚଳରେ ଛଡ଼ାଗଲା

ଖିଣ୍ଡାରୁ ଉଦ୍ଧାର ହେଲା ୮ ଫୁଟିଆ ଅଜଗର, ପମ୍ପାସର ବନ୍ୟଜନ୍ତୁ ଅଞ୍ଚଳରେ ଛଡ଼ାଗଲା ଅନୁଗୋଳ: ବନ୍ୟଜନ୍ତୁ ସୁରକ୍ଷା ଦିଗରେ ଅନୁଗୋଳ ବନଖଣ୍ଡର ଆଉ ଏକ ପ୍ରଶଂସନୀୟ ପଦକ୍ଷେପ। ବନ୍ତଳା ରେଞ୍ଜ୍‌ ଅଧୀନ ଖିଣ୍ଡା ସେକ୍ସନର ଖିଣ୍ଡା ଗ୍ରାମ ଅଞ୍ଚଳରୁ ଏକ ବିଶାଳ…