Category: ଢେଙ୍କାନାଳ

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ

ଜିଲ୍ଲା ସ୍ତରୀୟ କୃଷି ନିର୍ଦ୍ଧାରଣ ବୈଠକ ଅନୁଷ୍ଠିତ ଢେଙ୍କାନାଳ : ୦୩ /୦୮ – ଆଜି ପୂର୍ବାହ୍ନରେ ଢେଙ୍କାନାଳ ସଦର ବ୍ଲକ ସ୍ଥିତ ସଦେଇବରେଣୀ କଳାକୃତି ଗ୍ରାମର ସଭାଗୃହରେ ଜିଲ୍ଲାସ୍ତରୀୟ କୃଷି ବିଭାଗର ବୈଠକ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ଶ୍ରୀ…

ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ

ଢେଙ୍କାନାଳ ଜିଲ୍ଲା ଅନ୍ତର୍ଗତ ଗଁଦିଆ ବ୍ଳକ ର କପିଳାସ ସରକାରୀ ଉଚ୍ଚ ବିଦ୍ୟାଳୟରୁ ପ୍ରଧାନ ଶିକ୍ଷକ ବାସିଲ୍ କୁଲୁ ଙ୍କ ବଦଳି ହୋଇଥିବାରୁ ସେ ମହାଶୟଙ୍କ ବିଦାୟ କାଳୀନ ସମ୍ବର୍ଦ୍ଧନା ସମାରୋହ ବିଦ୍ୟାଳୟ ର ବରିଷ୍ଠ ଶିକ୍ଷୟିତ୍ରୀ ମନୋସିନୀସାହୁ ଙ୍କ ଅଧ୍ୟକ୍ଷତାରେ…

ପାଣିପାଗ ବିଭାଗର ଖବର ଅନୁଯାୟୀ ଢେଙ୍କାନାଳ ରେ ପ୍ରବଳ ବର୍ଷା ହେବାର ସୂଚନା

ପାଣିପାଗ ବିଭାଗର ଖବର ଅନୁଯାୟୀ ଢେଙ୍କାନାଳ ରେ ପ୍ରବଳ ବର୍ଷା ହେବାର ସୂଚନା ମିଳିଛି, ସୂଚନା ମିଳିବାର କିଛି ସମୟ ପରେ ଦେଖନ୍ତୁ ଢେଙ୍କାନାଳ ସହର ଟାଉନ ପ୍ଳାନିଙ୍ଗ ର ଷୋଳ ନମ୍ବର ୱାର୍ଡ ଓ କୋଡିଏ ନମ୍ବର ୱାର୍ଡ ର…

ଢେଙ୍କାନାଳ ରେ ବର୍ଷା ଲାଗି ରହିଛି

ଢେଙ୍କାନାଳ ରେ ବର୍ଷା ଲାଗି ରହିଛି।। ଢେଙ୍କାନାଳରେ ପ୍ରବଳ ବର୍ଷା।ଜନଜୀବନ ଅସ୍ତବ୍ୟସ୍ତ। ଲୋକମାନେ ଛତା ଓ ରେନିକୋର୍ଟ ବ୍ୟବହାର କରୁଥିବା ଦେଖିବାକୁ ମିଳିଛି। ଲଘୁଚାପ ବର୍ଷା କମିବାର ନା ଧରୁନି।ଜନଜୀବନ ପ୍ରଭାବିତ ହୋଇଛି।ଗାଡି ମଟର,ଦୋକାନ ବଜ଼ାର ଚଳାଚଳ ରେ ବାଧାପ୍ରାପ୍ତ ଘଟିଛି।…

୧୦୦ ଲିଟର ଦେଶୀ ମଦ ଜବତ

୧୦୦ ଲିଟର ଦେଶୀ ମଦ ଜବତ ଢେ଼ଙ୍କାନାଳ – ଢ଼େଙ୍କାନାଳ ଜିଲ୍ଲା ଭୁବନ ଥାନା ଅଂଚଳରେ ଦେଶୀ ମଦ ଉପରେ ଚଢ଼ାଉ ଜାରି ରଖିଛି ଅବକାରୀ ବିଭାଗ। ଭୁବନ ଥାନା ଅଂଚଳରେ ବ୍ୟାପକ ଚୋରା ମଦ କାରବାର ଖବର ପାଇ ଓ…

ଆଜି ମଳପୂର୍ଣିମା ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା

ଆଜି ମଳପୂର୍ଣିମା ଥିବାରୁ ମା ତାରିଣୀଙ୍କର ବିଶେଷ ପୂଜା ଢେଙ୍କାନାଳ ଗାନ୍ଧୀ ମନ୍ଦିର ରୋଡ଼ ସ୍ଥିତ ମା ତାରିଣୀଙ୍କ ପିଠରେ ମଳପୂର୍ଣିମା ଥିବାରୁ ମା ଙ୍କର ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ ମଙ୍ଗଳ ଆଳତି ମହାସ୍ନାନ ନୂତନ ବସ୍ତ୍ର ବିଭିନ୍ନ…

ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜା

ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବାବା ଆଖଣ୍ଡଳମଣୀଙ୍କର ବିଶେଷ ପୂଜା ଢେଙ୍କାନାଳ ଭାଗିରଥି ସାଗର କୂଳରେ ଥିବା ବାବା ଆଖଣ୍ଡଳମଣୀ ଙ୍କର ପିଠରେ ଆଜି ଶ୍ରାବଣ ମାସର ମଳ ଚତୁର୍ଦ୍ଦଶୀ ଥିବାରୁ ବିଶେଷ ପୂଜାର୍ଚ୍ଚନା କରାଯାଇଥିଲା। ପ୍ରାତଃ ରୁ…

ସାମ୍ବାଦିକଙ୍କ ପତ୍ନୀ ବିୟୋଗ

ଦୈନିକ ସମ୍ବାଦର‌ ଗଁଦିଆ ବ୍ଳକ ସଦର ମହକୁମା ପ୍ରତିନିଧି ତଥା ଗଁଦିଆ ପ୍ରେସ କ୍ଲବ ର ସଭାପତି ଆଦରଣୀୟ ସାନଭାଇ ମହେନ୍ଦ୍ର କୁମାର ସାହୁ ଙ୍କ ସହଧର୍ମିଣୀ ଶ୍ରୀମତୀ ପ୍ରତିମା ସାହୁ ଆଜି ଭୁବନେଶ୍ୱରରେ ସ୍ଥିତ ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ…

ଧାନ ବିକ୍ରି ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ

ଧାନ ବିକ୍ରି ପଞ୍ଜିକରଣ ନିମନ୍ତେ ଜିଲ୍ଲାପାଳଙ୍କୁ ନିବେଦନ ଢେଙ୍କାନାଳ,୩୧.୦୭.୨୦୨୩: ଖରିଫ ଧାନ ବିକ୍ରି ପାଇଁ ଫଚାୟତରେ ପଞ୍ଜିକରଣ ଖୋଲିବାକୁ ନେଇ ଗେଙ୍ଗୁଟିଆ ଗ୍ରାମ ପଂଚାୟତର ଚାଷୀମାନେ ଅଦ୍ୟ ଉପଜିଲ୍ଲାପାଳଙ୍କ ଜନଶୁଣାଣି ଅଭିଯୋଗରେ ଏକ ଲିଖ୍ତ ଦାବୀପତ୍ର ପ୍ରଦାନ କରିଛନ୍ତି । ପ୍ରକାଶ…

ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ

ଭୟଙ୍କର ଦରବୃଦ୍ଧି ବିରୁଦ୍ଧରେ ‘ଓଡ଼ିଶା ବଂଚାଅ ଅଭିଯାନ’ ତରଫରୁ ବିକ୍ଷୋଭ ଢେଙ୍କାନାଳ ୩୧,୦୭, ୨୩ – ସମୃତି ଦେଶରେ ‘‘ଭୟଙ୍କର ଦରବୃଦ୍ଧି, ଜନ ଜୀବନକୁ ବିପର୍ଯ୍ୟସ୍ତ କରିଛି । ତା ସହିତ ଦିର୍ଘ ତିନିମାସ ଧରି ମଣିପୁରରେ ଲାଗି ରହିଥୁବା ହିଂସାତ୍ମକ…