ବିଜେପିର ବିଜୟ ଦିବସ ପାଳିତ
ବ୍ରହ୍ମପୁର, ୧୪/୧୧ : ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କର ମହାବିଜୟ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍ଦର୍ଶନରେ ଡବଲ୍ ଇଞ୍ଜିନ୍ ସରକାରଙ୍କର ଓଡ଼ିଶା ପ୍ରତି, ବିଶେଷକରି ନୂଆପଡ଼ାର ବିକାଶ ପ୍ରତି ନିରନ୍ତର ଗୁରୁତ୍ୱ,…
