ସରକାରୀ ହାଇସ୍କୁଲ ଶିକ୍ଷକଙ୍କ ପାଇଁ ନୂଆ ନିୟମାବଳୀ-୨୦୨୬ ଲାଗୁ; ହିନ୍ଦୀ ଓ ସଂସ୍କୃତ ଶିକ୍ଷକଙ୍କୁ ମିଳିବ ରାଜ୍ୟ କ୍ୟାଡର ମାନ୍ୟତା
ସମସ୍ତ ସରକାରୀ ମାଧ୍ୟମିକ ବିଦ୍ୟାଳୟ ଶିକ୍ଷକମାନଙ୍କ ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀକୁ ନିୟନ୍ତ୍ରିତ କରିବା ନିମନ୍ତେ ନୂତନ ନିୟମାବଳୀ— “ଓଡ଼ିଶା ମାଧ୍ୟମିକ ଶିକ୍ଷା (ନିଯୁକ୍ତି ପ୍ରଣାଳୀ ଓ ସେବା ସର୍ତ୍ତାବଳୀ) ନିୟମାବଳୀ, ୨୦୨୬” ର ପ୍ରଣୟନ। ମାଧ୍ୟମିକ ଶିକ୍ଷକମାନଙ୍କ ପାଇଁ…
