ରୁକ୍ମିଣୀ ସିନେମା ହଲ୍ ରେ ସଂଧ୍ୟାରେ ମନ୍ତ୍ରୀ ଦେଖିଲେ ସିନେମା ‘ଦି ସାବରମତୀ ରିପୋର୍ଟ୍’
ବ୍ରହ୍ମପୁର, ୨୯/୧୧ : ୨୦୦୨ ମସିହାରେ ଗୁଜୁରାଟର ଗୋଧ୍ରା ଠାରେ ଘଟିଥିବା ସତ୍ୟ ଘଟଣା ଉପରେ ଆଧାରିତ “ଦି ସାବରମତୀ ରିପୋର୍ଟ୍” ଚଳଚ୍ଚିତ୍ର ଦେଖିବାକୁ ଓଡ଼ିଶା ସରକାରଙ୍କ ବାଣିଜ୍ୟ,ପରିବହନ,ଖଣି ଓ ଇସ୍ପାତ କ୍ୟାବିନେଟ ମନ୍ତ୍ରୀ ବିଭୂତି ଭୂଷଣ ଜେନା ବ୍ରହ୍ମପୁର ସ୍ଥିତ…
