Category: ବ୍ରହ୍ମପୁର

ବିଜେପିର ବିଜୟ ଦିବସ ପାଳିତ

ବ୍ରହ୍ମପୁର, ୧୪/୧୧ : ନୂଆପଡ଼ା ଉପନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପ୍ରାର୍ଥୀ ଜୟ ଢୋଲକିଆଙ୍କର ମହାବିଜୟ ହୋଇଛି । ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦିଗ୍‌ଦର୍ଶନରେ ଡବଲ୍‌ ଇଞ୍ଜିନ୍‌ ସରକାରଙ୍କର ଓଡ଼ିଶା ପ୍ରତି, ବିଶେଷକରି ନୂଆପଡ଼ାର ବିକାଶ ପ୍ରତି ନିରନ୍ତର ଗୁରୁତ୍ୱ,…

ରାଷ୍ଟ୍ରୀୟ ଗୀତ “ବନ୍ଦେ ମାତରମ୍” ର ୧୫୦ ବର୍ଷ ପୂର୍ତ୍ତି

ଆଜିର ଏହି ଐତିହାସିକ ଦିନଟି, ଆମ ପାଇଁ ଏକ ମହାସଙ୍କଳ୍ପର କ୍ଷଣ । ଯେଉଁ ଚିରନ୍ତନ ବାଣୀ “ବନ୍ଦେ ମାତରମ୍” ଭାରତକୁ ଏକ ଅଖଣ୍ଡ ଶକ୍ତି ଭାବରେ ଦେଖିବାର ସ୍ୱପ୍ନ ସଞ୍ଚାର କରିଥିଲା, ଆଜି ତା’ର ୧୫୦ ବର୍ଷ ପୂର୍ତ୍ତି ।…

ସ୍ଵର୍ଗତ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ଯରେ “ଶୋକ ସଭା” ଅନୁଷ୍ଠିତ

ବ୍ରହ୍ମପୁର, ୧୨/୧୦ : ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ତଥା ଆଇନଜୀବି, ବାର୍ କାଉନସିଲ ମେମ୍ବର ସ୍ଵର୍ଗତ ପୀତବାସ ପଣ୍ଡାଙ୍କ ଉଦ୍ଦେଶ୍ଯରେ ଏକ “ଶୋକ ସଭା” ବିଜେପି ଜିଲ୍ଲା ସଭାପତି ସରୋଜ ସାବତଙ୍କ ଅଧ୍ୟକ୍ଷତାରେ ଦଳୀୟ ଜିଲା କାର୍ଯ୍ୟାଳୟ ଠାରେ…

ଗୁଳିମାଡ଼ରେ ଵିଜେପି ନେତା ମୃତ

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ବ୍ରହ୍ମପୁରରେ ଗୁଳିମାଡ଼ରେ ବିଜେପି ନେତା ପୀତବାସ ପଣ୍ଡାଙ୍କ ମୃତ୍ୟୁ ହୋଇଛି। ରାଜ୍ୟ ବାର୍‌ କାଉନ୍‌ସିଲ୍‌ର ସଦସ୍ୟ ପୀତବାସ। ବାଇକ୍ ରେ ଆସି ଅତି ନିକଟରୁ ଗୁଳି ଚଳାଇଥିଲେ ଦୁଇ ହେଲମେଟ ପିନ୍ଧା ଦୁର୍ବୃତ୍ତ। ହତ୍ୟାର କାରଣ ଅସ୍ପଷ୍ଟ…

୩୦୦୦ ରୁ ଉର୍ଦ୍ଧ ଯୁବକଙ୍କୁ ନେଇ “ଆତ୍ମନିର୍ଭର ଭାରତ କାର୍ଯ୍ୟକ୍ରମ” ଆୟୋଜନ

ବ୍ରହ୍ମପୁର, ୩/୧୦ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଜନ୍ମଦିନ ସେପ୍ଟେମ୍ବର ୧୭ ତାରିଖରୁ ଅକ୍ଟୋବର ୨ ତାରିଖ ପର୍ଯ୍ୟନ୍ତ ଚାଲିଥିବା “ସେବା ପକ୍ଷ” ଅବସରରେ ଗଞ୍ଜାମ ଜିଲ୍ଲାର ଅଟଳ ଯୁବ ବାହୀନି ତରଫରୁ ଗଞ୍ଜାମ ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ମାଁ…

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନ କରିବ ଗଞ୍ଜାମ ଜିଲ୍ଲା ବିଜେପି

ପ୍ରଧାନମନ୍ତ୍ରୀଙ୍କ ଜନ୍ମଦିନ ପାଇଁ “ସେବା ପକ୍ଷ” ଭାବେ ପାଳନ କରିବ ଗଞ୍ଜାମ ଜିଲ୍ଲା ବିଜେପି ବ୍ରହ୍ମପୁର. ୬/୮ : ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୫ତମ ଜନ୍ମ ଦିବସ ଉପଲକ୍ଷେ ୧୭ ସେପ୍ଟେମ୍ବର ରୁ ୨ ଅକ୍ଟୋବର ପର୍ଯ୍ୟନ୍ତ ଭାରତୀୟ ଜନତା…

ବିଶ୍ୱବିଦ୍ୟାଳୟରେ ଶସ୍ତା ରାଜନୀତି କରାନଯାଉ : ବିଜେପି

ବିଶ୍ୱବିଦ୍ୟାଳୟରେ ଶସ୍ତା ରାଜନୀତି କରାନଯାଉ : ବିଜେପି ବ୍ରହ୍ମପୁର, ୨୧/୮ : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟକୁ ବିଶ୍ୱସ୍ତରୀୟ କରିବା ପାଇଁ କେନ୍ଦ୍ର ଏବଂ ରାଜ୍ୟ ସରକାରଙ୍କ ମିଳିତ ପ୍ରୟାସ ଚାଲିଥିବା ସମୟରେ ପାଖାପାଖି ୨୦୦ କୋଟି ଟଙ୍କାର ଅନୁଦାନ ଦେଇ ବିଶ୍ୱବିଦ୍ୟାଳୟର ଭିତ୍ତିଭୂମି…

୭୯ତମ ସ୍ୱାଧୀନତା ଦିବସ ଅବସରରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ ଯୋଗଦେଇ ପତାକା ଉତ୍ତୋଳନ କରିଲେ

ବ୍ରହ୍ମପୁର, ୧୫/୮ : ୭୯ତମ ସ୍ୱାଧୀନତା ଦିବସ ଅବସରରେ ବ୍ରହ୍ମପୁର ଗୋସାଇଁନୂଆଗାଁ ନେହେରୁ ନଗର ଠାରେ ଆୟୋଜିତ ପତାକା ଉତ୍ତୋଳନ କାର୍ଯ୍ୟକ୍ରମରେ ବିଦ୍ୟାଳୟର ଛାତ୍ରଛାତ୍ରୀ ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ବରିଷ୍ଠ ନେତା ସୁନିଲ କୁମାର ସାହୁ ଯୋଗଦେଇ ପତାକା…

ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ

ବ୍ରହ୍ମପୁରରେ ‘ତ୍ରିରଙ୍ଗା ଯାତ୍ରା’ରେ ସାମିଲ ହେଲେ କେନ୍ଦ୍ରମନ୍ତ୍ରୀ ‘ଅଗଷ୍ଟ କ୍ରାନ୍ତି ଦିବସ’ ସ୍ବାଧୀନତା ସଂଗ୍ରାମକୁ ନୂଆ ଦିଗଦର୍ଶନ ଦେଇଥିଲା – ଧର୍ମେନ୍ଦ୍ର ପ୍ରଧାନ ବ୍ରହ୍ମପୁର ଟାଉନ ହଲ୍ ଠାରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ପ୍ରତିମୂର୍ତିରେ ଶ୍ରଦ୍ଧାଞ୍ଜଳି ଅର୍ପଣ ସ୍ବାଧୀନତା ସଂଗ୍ରାମୀମାନଙ୍କ…

ଓକିଲଙ୍କୁ ଦୁର୍ବୁତ୍ତ ଓ ମନ୍ତ୍ରୀଙ୍କୁ ଅପରାଧୀଙ୍କ ମୁଖ୍ୟ କହିବା ବିଜେଡ଼ି ନେତାଙ୍କ ଦେବାଳିଆ ସ୍ଥିତିକୁ ଜଣାଉଛି

ଓକିଲଙ୍କୁ ଦୁର୍ବୁତ୍ତ ଓ ମନ୍ତ୍ରୀଙ୍କୁ ଅପରାଧୀଙ୍କ ମୁଖ୍ୟ କହିବା ବିଜେଡ଼ି ନେତାଙ୍କ ଦେବାଳିଆ ସ୍ଥିତିକୁ ଜଣାଉଛି ବ୍ରହ୍ମପୁର, ୬/୮ : ଓଡ଼ିଶାକୁ ପ୍ରତାରଣା ଦେଇଥିବା ବିଜୁ ଜନତା ଦଳ ସରକାର ଲୋକଙ୍କ ଦ୍ୱାରା ଗାଦିଚ୍ୟୁତ ହେବାପରେ କିଭଳି ଭାବରେ ରାଜ୍ୟରେ ସାମ୍ପ୍ରତିକ…