Category: ମୟୂରଭଞ୍ଜ

ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ

ବାରିପଦା: ମୟୂରଭଞ୍ଜ ଜିଲ୍ଲାର ବଡ଼ଭୁଣ୍ଡୁରେ ଥିବା ଏକ ସରକାରୀ ସ୍କୁଲରେ ସାଇନବୋର୍ଡ ଭୁଶୁଡ଼ି ପଡ଼ିବା ଫଳରେ ଜଣେ ଛାତ୍ରଙ୍କର ମୃତ୍ୟୁ ହେବା ସହ ଅନ୍ୟ ଦୁଇଜଣ ଆହତ ହୋଇଥିବା ସୂଚନା ମିଳିଛି।ତେବେ ଶୁକ୍ରବାର ଅପରାହ୍ନରେ ସ୍କୁଲ କ୍ୟାମ୍ପସ ଭିତରେ କିଛି ଛାତ୍ର…

ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ

ମୟୂରଭଞ୍ଜରେ ହେବ ବିଶ୍ୱର ପ୍ରଥମ କଳାବାଘ ସଫାରୀ । ବାରିପଦା ସଦର ଥାନା ଅନ୍ତର୍ଗତ ମଞ୍ଚାବନ୍ଧା ଠାରେ ଏହି ସଫାରୀ ଖୋଲିବା ପାଇଁ କିଛି ମାସଧରି ଲାଗିରହିଥିବା ପ୍ରତିବନ୍ଧକ ଦୂର ହୋଇଛି । କଳାବାଘ ସଫାରୀ ଖୋଲିବା ପାଇଁ କେନ୍ଦ୍ରୀୟ ଚିଡ଼ିଆଖାନା…

ଧୀରଜଲାଲ କଲେଜରେ ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ

ଧୀରଜଲାଲ କଲେଜରେ ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ ରାଇରଙ୍ଗପୁର – ଆଙ୍କର: ମୟୂରଭଞ୍ଜ ଜିଲ୍ଲା ବହଳଦାସ୍ଥିତ ଧୀରଜଲାଲ କଲେଜରେ ଗତ ୧୪ ତାରିଖ ଆରମ୍ଭ ହୋଇଥିବା ଜିଲ୍ଲାସ୍ତରୀୟ ରେଡକ୍ରସ ଶିବିର ଉଦଯାପିତ ହୋଇଯାଇଛି।କଲେଜର ଅଧ୍ୟକ୍ଷ ପ୍ରାଧ୍ୟାପକ ମୋତିଲାଲ ମହାନ୍ତଙ୍କ ସଭାପତିତ୍ବରେ ଉଦଯାପନୀ…

ଏକଦିବସୀୟ ଆକଳନ ଶିବିର

ଏକଦିବସୀୟ ଆକଳନ ଶିବିର ମୟୂରଭଞ୍ଜ ଜିଲ୍ଲା ବାମନଘାଟୀ ଉପଖଣ୍ଡ ରାଇରଙ୍ଗପୁର ବ୍ଲକର ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କ ସମ୍ମିଳନୀ କକ୍ଷରେ ବିଜାତଳା, ଜାମଦା ଓ ରାଇରଙ୍ଗପୁର ଦିବ୍ଯାଙ୍ଗ ପିଲାମାନଙ୍କୁ ନେଇ ଉପକରଣ ପାଇବା ପାଇଁ ଯୋଗ୍ଯ ବିବେଚିତ ଦିବ୍ଯାଙ୍ଗ ଛାତ୍ରଛାତ୍ରୀ ଆସିଥିଲେ I…

୫ ପ୍ରକଳ୍ପର ଶିଳାନ୍ଯାସ କଲେ ବିଧାୟକ

୫ ପ୍ରକଳ୍ପର ଶିଳାନ୍ଯାସ କଲେ ବିଧାୟକ ମୟୂରଭଞ୍ଜ ଜିଲ୍ଲା ବିଶୋଇ ବ୍ଲକ ଅନ୍ତର୍ଗତ ବିଭିନ୍ନ ଗାଁ ରେ ଜନକଲ୍ଯାଣକାରୀ ୫ଟି ପ୍ରକଳ୍ପର ଶିଳାନ୍ଯାସ କରିଛନ୍ତି ସାରସକଣା ବିଧାୟକ ଭାଦବ ହାଁସଦା I ଗ୍ରାମ ଉନ୍ନୟନ ବିଭାଗ ରାଇରଙ୍ଗପୁର ପକ୍ଷରୁ ସେତୁ ବନ୍ଧନ…

ଜଙ୍ଗଲରୁ ୩୫୦ ଲିଟର ଦେଶୀ ମଦ ଜବତ; ୧୨ ହଜାର ୫ଶହ କିଲୋ ପୋଚ ନଷ୍ଟ କଲା ବନ ବିଭାଗ

ମୟୂରଭଞ୍ଜ: ମୟୂରଭଞ୍ଜ ଜିଲ୍ଲା ଅନ୍ତର୍ଗତ ଉଦଳା ଜଙ୍ଗଲ ଭିତରେ ଚାଲିଥିବା ଦେଶୀ ମଦ ପ୍ରସ୍ତୁତିକୁ ନଷ୍ଟ କଲା ଅବକାରୀ ବିଭାଗ । ଅବକାରୀ କର୍ମଚାରୀ ଡ୍ରମରେ ଥିବା ପୋଚ ଗୁଡିକୁ ଢାଳି ନଷ୍ଟ କରିଥିବା ବେଳେ ବିକ୍ରି ପାଇଁ ଥିବା ୩୫୦…

ମୟୂରଭଞ୍ଜରରେ ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କଲେ ମୁଖ୍ୟମନ୍ତ୍ରୀ

ଵିଶୋଇ: ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଆଜି ମୟୂରଭଞ୍ଜର ବିଶୋଇ ଠାରେ ଜିଲ୍ଲାର ବିଭିନ୍ନ ବ୍ଲକ ପାଇଁ ୪୨୦ କୋଟିରୁ ଉର୍ଦ୍ଧ୍ୱଟଙ୍କା ମୂଲ୍ୟର ବିଭିନ୍ନ ଉନ୍ନୟନ ମୂଳକ ପ୍ରକଳ୍ପର ଶୁଭ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ଏଥିସହିତ, ବିଶୋଇ…

ଶିମିଳିପାଳକୁ ମିଳିଲା ଜାତୀୟ ଉଦ୍ୟାନର ମାନ୍ୟତା

ଭୂବନେଶ୍ବର,୨୫/୪ : ଜାତୀୟ ଉଦ୍ୟାନର ମାନ୍ୟତା ପାଇଲା ଶିମିଳିପାଳ। ଏହା ରାଜ୍ୟର ୨ୟ ଜାତୀୟ ଉଦ୍ୟାନ ହୋଇଥିବା ବେଳେ ଦେଶର ୧୦୭ତମ ସ୍ଥାନ ରେ ରହିଛି। ଶିମିଳିପାଳର ପଳପଳା ନଦୀର ଉତ୍ତର ଅବବାହିକାରୁ ଆରମ୍ଭ ହୋଇ ଦକ୍ଷିଣ କୁ କାଲିପାହାଡ ପାହାଡ଼…

ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର

ମୟୂରଭଞ୍ଜ: ହଷ୍ଟେଲରୁ ନାବାଳିକାର ଝୁଲନ୍ତା ମୃତଦେହ ଉଦ୍ଧାର । ଝିଅକୁ ସୁସ୍ଥ କରିବା ପାଇଁ ବାପାମାଆ ଗୁଣିଗାରେଡି କରୁଥିବା ଅଭିଯୋଗ ହୋଇଛି । ମୟୂରଭଞ୍ଜ ଜିଲ୍ଲାର ଉଦଳା ଅନ୍ଵେଷା ହଷ୍ଟେଲର ବାଲକୋନୀରୁ ମିଳିଛି ନାବାଳିକା ଅନ୍ତେବାସିନୀର ଝୁଲନ୍ତା ମୃତଦେହ । ମୃତକ…

ଅଟୋ ସହ ଗଞ୍ଜେଇ ଜବତ, ୩ ଗିରଫ

ବାରିପଦା, ୧୮/୮ – ଗଂଜେଇ ଚୋରା ଚାଲାଣ ଅଭିଯୋଗରେ ପୋଲିସ ତିନି ଜଣଙ୍କୁ ଗିରଫ କରିବା ସହ ଏକ ଅଟୋ ଜବତ କରିଛି। ଗିରଫ ଅଭିଯୁକ୍ତମାନେ ହେଲେ ପଡୋଶୀ ଝାଡଖଣ୍ଡ ରାଜ୍ୟ କୁଆଳି ଥାନା ରୋଳାଡ଼ିହି ଗ୍ରାମର। ଏକ ଅଟୋରେ ଗଞ୍ଜେଇ…