ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ବରହମପୁର ବି ଇ ଏମ୍ ସି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ

ଜେ ବି ଏନ, ୨୧/୦୩ /୨୦୨୧, (ରିପୋର୍ଟ, ରୂପକ ମହାନ୍ତି, ବ୍ରହ୍ମପୁର : ବରହମପୁର ର ପ୍ରସିଦ୍ଧ ବୁଢୀ ଠାକୁରାଣୀ ଯାତ୍ରା କୁ ନେଇ ବରହମପୁର ବି ଇ ଏମ୍ ସି କାର୍ଯ୍ୟାଳୟ ରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା, ଏହି ବୈଠକରେ ବରହମପୁର ଉପଜିଲ୍ଲାପାଳ କୀର୍ତି ବାସନ, ବରହମପୁର ବି ଇ ଏମ ସି କମିମିଶନର ବଳି ରାମ୍ ବନ୍ଦରର, ବରହମପୁର ବିଧାୟକ ବିକ୍ରମ ପଣ୍ଡା ଯୋଗଦେଇଥିଲେ ଓ ଦେଶୀ ବେହରା ଯୋଗ ଦେଇଥିଲେ,ଯାତରା ପାଇଁ ସାତ ଦିନ ସମୟ ଦିଆଯାଇଥିବାବେଳେ ଭିଡକୁ ଦେଖି ସମୟ ବୃଦ୍ଧି କରାଯାଇପାରେ, ଆସନ୍ତା 22/3/2021 ଅର୍ଥତ ସୋମବାର ଦିନ ଶୁଭ ଖୁଣ୍ଟି ସ୍ଥାପନ ହେବାର କାର୍ଯ୍ୟକ୍ରମ ରହିଛି, କରୋନା କଟକଣା ମଧୟରେ ରେ ଯଦି ଠିକ୍ ଭାବେ ଯାତ୍ରା ପାଳନ କରାଯାଏ ତେବେ ଯାତ୍ରା କୁ ଚଉଦ ଦିନ ପାଇଁ ବୃଦ୍ଧି କରାଯାଇପାରେ l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)