୪୪ତମ ସାର୍ବଜନୀନ ସରସ୍ଵତୀ ପୂଜାରେ ଉତ୍ସବ ମୁଖର ଗାଁ ଦାଣ୍ଡ। ଜୁନାଗଡ଼ ୨୪/୦୧/୨୦୨୬ ବାଲେଶ୍ଵର ସୁନାନୀ ଙ୍କ ରିପୋର୍ଟ ଜାଗ୍ରତ ଭାରତ), କଳାହାଣ୍ଡି ଜିଲ୍ଲା ଜୁନାଗଡ଼ ବ୍ଲକ ଅନ୍ତର୍ଗତ କଲିଆକୁଣ୍ଡଲ ଗ୍ରାମପଞ୍ଚାୟତ ଅଧୀନସ୍ଥ କେଲିଆ ଗ୍ରାମରେ ୪୪ତମ ସାର୍ବଜନୀନ ସରସ୍ଵତୀ ପୂଜା ଅନଷ୍ଠିତ ହୋଇଯାଇଛି l ଏହି ପୂଜା ପାଇଁ ଗ୍ରାମରେ ଉତ୍ସବ ମୁଖର ହୋଇ ଉଠିଛି l ୨୨/୦୧/୨୦୨୬ ଅପରାହ୍ନ ଘଣ୍ଟା ୫.୧୦ ରୁ ୬. ୩୦ ମଧ୍ୟେ କଳସ ଯାତ୍ରା ଅନଷ୍ଠିତ ହୋଇଥିଲା ଏବଂ ୨୩/୦୧/୨୦୨୬ ସକାଳ ୯.୩୦ ରୁ ଅପରାହ୍ନ ଘ ୪.୦୦ ପୂଜା ଓ ପୂରାଣ ପଠନ ହୋଇଥାଏ l କର୍ତ୍ତା ଭାବରେ ଯୋଗ ଦେଇଥିଲେ...



