ରାୟଗଡା – ଆଜି ରାୟଗଡା ର ତେଜସୀ ଆନ୍ତର୍ଜାତିୟ ହୋଟେଲ ରେ ରୁଷିଆ ର ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ଓ ଉତ୍କଳ ଆଇନ ମହାବିଦ୍ୟାଳୟର ମିଳିତ ଉଦ୍ୟମ ରେ ଆନ୍ତର୍ଜାତିକ ସେମିନାର ଅନୁଷ୍ଠିତ ହୋଇଥିଲା ଏଥିରେ ମସ୍କୋ ରିସର୍ଚ ବିଶ୍ବବିଦ୍ୟାଳୟ ତରଫରୁ ନିୟୁର୍କ ରୁ ପ୍ରଫେସର ଲେଚି ୟୋନା ଓ ପ୍ରଫେସର କେଲି ଓଆଜି ଲଣ୍ଡନ ରୁ ପ୍ରଫେସର କେରିଲିଏ ଫକ୍ସ ଯୋଗ ଦେବାର ଥିବାବେଳେ ସ୍ତାନିୟ ରାୟଗଡା ସ୍ଵଂୟଶାସିତ ମହାବିଦ୍ୟାଳୟର ପୂର୍ବତନ ଅଧ୍ୟକ୍ଷ ତଃ ଦୁଷ୍ମନ୍ତ ମହାନ୍ତି ଡଃ ପ୍ରସନ୍ନ ଗନ୍ତାୟତ ଯୋଗ ଦେଇ ଆଇନ ର ସମାଜ ରେ ଉପଯୋଗିତା ବିଷୟରେ ସୁଚିନ୍ତିତ ମତାମତ ପ୍ରଦାନ କରିଥିଲେ।ଏଥିରେ ଉତ୍କଳ...



