Category: Chhattisgarh

ଓଡିଶା-ଛତିଶଗଡ ସୀମାରୁ ବିପୁଳ ପରିମାଣର ମାଓ ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ

ଭୁବନେଶ୍ଵର: ଓଡିଶା-ଛତିଶଗଡ ସୀମା ମାଲକାନଗିରି ଜିଲ୍ଲାର ମାଥିଲି ଥାନା ଅନ୍ତର୍ଗତ କିରମିଟି ଓ କଟୁଆପଦର ଗ୍ରାମ ଜଙ୍ଗଲ ମଧ୍ୟରେ ମାଓବାଦୀଙ୍କ ଦ୍ୱାରା ମାଟି ତଳେ ପୋତା ଯାଇଥିବା ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଏବଂ ବିସ୍ପୋରକ ସାମଗ୍ରୀ ଜବତ କରାଯାଇଛି। ମାଲକାନଗିରି ଏସ୍…

ନକ୍ସଲ ଦମନ : ଅପରେସନରେ ମିଳିଲା ୭ କେଜି ସୁନା ବିସ୍କୁଟ୍

ନକ୍ସଲ ଦମନ ଡେଡଲାଇନ୍ ତଥା ଶେଷଦିନରେ ସୁରକ୍ଷାକର୍ମୀଙ୍କୁ ମିଳିଛି ଆଉ ଏକ ବଡ଼ ସଫଳତା। ମାଲକାନଗିରି ସୀମାନ୍ତ ଛତିଶଗଡ଼ର ବିଭିନ୍ନ ଜିଲ୍ଲାରେ ଆଜି ୩୩ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ମାଓ ଅପରେସନରେ ମିଳିଛି ଏହି ବିପୁଳ ସୁନା ଏବଂ ଟଙ୍କା।…

କେକେବିଏନ ମୁଖ୍ୟ ମମତାର ଆତ୍ମସମର୍ପଣ

ରାୟପୁର: କେକେବିଏନ ରାହୁଲ କମିଟି ମୁଖ୍ୟ ମମତାର ଆତ୍ମସମର୍ପଣ । ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କଲେ । ୧୨ ଜଣିଆ ଟିମ ସହ ଛତିଶଗଡ ପୋଲିସ ପାଖରେ ଆତ୍ମସମର୍ପଣ କରିଛନ୍ତି । ଅନ୍ୟମାନେ ଅସ୍ତ୍ର ଛାଡି ଆତ୍ମସମର୍ପଣ କରିବା ପାଇଁ…

ଛତିଶଗଡ଼ ସୀମାନ୍ତ ବିଜାପୁରରେ ଆଇଇଡି ବିସ୍ଫୋରଣ:୧୧ ସୁରକ୍ଷାକର୍ମୀ ଆହତ

ବିଜାପୁରରେ ଆଇଇଡି ବିସ୍ଫୋରଣ । ଏହି ବିସ୍ଫୋରଣରେ ୧୧ ଜଣ ସୁରକ୍ଷାକର୍ମୀ ଆହତ ହୋଇଛନ୍ତି । ସୂଚନା ଅନୁସାରେ, ରବିବାର ଦିନ ନକ୍ସଲ ବିରୋଧୀ ଅଭିଯାନ ସମୟରେ ଛତିଶଗଡ ବିଜାପୁର ଜିଲ୍ଲାର କାରେଗୁଟ୍ଟା ପାହାଡର ଜଙ୍ଗଲରେ ସିରିଜ୍ ଆଇଇଡି ବିସ୍ଫୋରଣ ହୋଇଥିଲା…

୯ ହାର୍ଡକୋର ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡ଼ର ନକ୍ସଲ ପ୍ରଭାବିତ ଗାରିଆବନ୍ଦ ଜିଲ୍ଲାରେ ସୁରକ୍ଷା ବାହିନୀକୁ ଆଉ ଏକ ବଡ଼ ସଫଳତା ମିଳିଛି। ଗରିଆବନ୍ଧ ଏସ୍‌ପିଙ୍କ ନିକଟରେ ଅସ୍ତ୍ରଶସ୍ତ୍ର ସହ ଆତ୍ମସମର୍ପଣ କରିଛନ୍ତି ୯ ମାଓବାଦୀ। ଡିଭିସି ସଦସ୍ୟା ଅଞ୍ଜୁ ଓରଫ କବିତାଙ୍କ ନେତୃତ୍ୱରେ ଆତ୍ମସମର୍ପଣ କରିଛନ୍ତି। ୫…

୨୬ ମାଓବାଦୀଙ୍କ ଆତ୍ମସମର୍ପଣ

ଛତିଶଗଡର ସୁକମା ଜିଲ୍ଲାରେ ସୁରକ୍ଷା ବାହିନୀକୁ ବଡ ସଫଳତା। ଆତ୍ମସମର୍ପଣ କରିଛନ୍ତି ୨୬ ମାଓବାଦୀ। ଆତ୍ମସମର୍ପଣ କରିଥିବା ନକ୍ସଲଙ୍କ ମଧ୍ୟରୁ ୧୩ ଜଣଙ୍କ ମୁଣ୍ଡ ପାଇଁ ମୋଟ ୬୫ ଲକ୍ଷ ଟଙ୍କାର ପୁରସ୍କାର ଘୋଷଣା କରାଯାଇଥିଲା। ମାଓ ସଂଗଠନରେ ସକ୍ରିୟ ସାତ…

ମାଓବାଦୀ ଶିବିର ଠାବ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ

ଛତିଶଗଡ଼: ଓଡ଼ିଶା-ଛତିଶଗଡ଼ ସୀମାନ୍ତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର ଠାବ ହୋଇଛି। ଶିବିରରେ ମାଓବାଦୀ ନ ଥିବାବେଳେ ସେଠାରୁ ବିପୁଳ ପରିମାଣର ଅସ୍ତ୍ରଶସ୍ତ୍ର ଜବତ କରିଛି ସୁରକ୍ଷାବାହିନୀ।ସୂଚନା ଅନୁସାରେ, ଗରିଆବନ୍ଦର ମେନପୁର ଅନ୍ତର୍ଗତ ଦଇଡ଼ାପାନି ଜଙ୍ଗଲରେ ମାଓବାଦୀ ଶିବିର କରି ରହୁଥିବା…

ସୁରକ୍ଷାବଳଙ୍କୁ ବଡ ସଫଳତା; ୩ ମାଓବାଦୀ ସଫା

ଟଳି ପଡ଼ିଲେ ୩ ମାଓବାଦୀ । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ସୁକମା ଜିଲ୍ଲା ଗୋଲାପାଲ୍ଲୀ ଜଙ୍ଗଲରେ ପୋଲିସ ମାଓବାଦୀ ମୁହାଁମୁହିଁ । ସୁରକ୍ଷାକର୍ମୀଙ୍କ ଗୁଳିରେ ୩ ଜଣ ମାଓବାଦୀ ନିହତ ହୋଇଥିବା ସୂଚନା । ମାଓ କ୍ୟାମ୍ପରେ ଶତାଧିକ ମାଓବାଦୀ…

ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ- ୩ ଡିଆରଜି ଯବାନ ସହିଦ

ଛତିଶଗଡ଼ : ପୁଣି ଲାଲବାହିନୀକୁ ଶକ୍ତ ଧକ୍କା । ସୁରକ୍ଷା କର୍ମୀଙ୍କ ଗୁଳିରେ ଟଳିରେ ୧୨ ମାଓବାଦୀ । ନକ୍ସଲଙ୍କ ପାଲଟା ଗୁଳିରେ ୩ ଡିଆରଜି ଯବାନ ସହିଦ । ଦାନ୍ତେୱାଡା ଓ ବିଜାପୁର ସୀମାନ୍ତ ଭୈରମଗଡ଼ ଅଞ୍ଚଳର କେଶକତୁଲ ଜଙ୍ଗଲରେ…

ଛତିଶଗଡ଼ ବିଜାପୁରରେ ପୁଣି ଏନ୍‌କାଉଣ୍ଟର: ଆଉ ୩ ମାଓବାଦୀ ନିହତ

ଛତିଶଗଡ଼ରେ ପୁଣି ଏକ ବଡ଼ ଏନକାଉଣ୍ଟର। ଛତିଶଗଡ଼ ବିଜାପୁର ଏନ୍‌କାଉଣ୍ଟରରେ ଆଉ ୩ ମାଓବାଦୀ ନିହତ ହୋଇଥିବା ଖବର ମିଳିଛି। କାଲି ୧୨ ମାଓବାଦୀ ନିହତ ହୋଇଥିଲେ, ତେବେ ଆଜିକୁ ମିଶାଇ ମୃତ୍ୟୁସଂଖ୍ୟା ୧୫କୁ ବୃଦ୍ଧି ପାଇଛି। ଏବେବି ସୁରକ୍ଷାକର୍ମୀଙ୍କ ପକ୍ଷରୁ…