Spread the love

ଦୀପାବଳିରେ ବାଣ ଫୁଟାଇବା ସମ୍ବନ୍ଧିତ ସୂଚନା

ଭୁବନେଶ୍ବର :ଦୀପାବଳିରେ ସନ୍ଧ୍ୟା ୭ଟାରୁ ୯ଟା ପର୍ଯ୍ୟନ୍ତ ଖୋଲା ସ୍ଥାନରେ କେବଳ ସବୁଜ ବାଣ ଫୁଟାଇ ପାରିବେ। (ଉଚ୍ଚତମ ନ୍ୟାୟାଳୟର ଆଦେଶ ଅନୁପାଳନ ପୂର୍ବକ)ଉଚ୍ଚ ଶଦ୍ଦ ସୃଷ୍ଟି କରୁଥିବା (୧୨୫ ଡେସିବେଲ୍) ଊର୍ଦ୍ଧ୍ବ) ବାଣ ପ୍ରସ୍ତୁତି, ବିକ୍ରି ତଥା ବ୍ୟବହାର ବେଆଇନ ଅଟେ।ବଗିଚା, ପାର୍କ, ଡାକ୍ତରଖାନା, ଧାର୍ମିକ ସ୍ଥଳ ଇତ୍ୟାଦି ଅଞ୍ଚଳର ୧୦୦ ମିଟର ପରିସର ମଧ୍ଯରେ ବାଣ ଫୁଟାଇବା ବେଆଇନ ଅଟେ।୧୦ ବର୍ଷରୁ କମ୍ ବୟସ୍କ ପିଲାମାନଙ୍କ ପାଇଁ ଉଚ୍ଚ ଶବ୍ଦ ସୃଷ୍ଟି କରୁଥିବା ବାଣ ଫୁଟାଇବା ନିଷେଧ ଅଟେ। #HappyDiwali #ଦୀପାବଳି ପାଳନ କରନ୍ତୁ ସତର୍କତାର ସହିତ।

Leave a Reply

Your email address will not be published. Required fields are marked *

You missed