
ତା-୨୬-୯-୨୦୨୬,ଭାତପୁରା ହାଇସ୍କୁଲରେ ଗଙ୍ଗାଧର ଜୟନ୍ତୀ।ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ ଭାତପୁରା ପଞ୍ଚାୟତ ହାଇସ୍କୁଲରେ (ରିପୋର୍ଟ ନରେନ୍ଦ୍ର ସାହୁ) ଶନିବାର ପୂର୍ବାର୍ଣହ ୧୧ ଘଟିକାରେ ଆରମ୍ଭ ହୋଇଯାଇଛି।ପ୍ରଧାନ ଶିକ୍ଷକ ରତନ ଲାଲ ସିଂ ଙ୍କ ସଭାପତିତ୍ବରେ ପାଲିତ ହୋଇଯାଇଅଛି। ମାଟିପୁତ୍ର ସାହିତ୍ୟିକ ତଥା ଶିକ୍ଷା ବିତ୍ ସୁବାସ ନାୟକ୍ ଯୋଗ ଦେଇଥିଲେ। କୁଚିଣ୍ଡା ର କରୁଣାକର କିସାନ୍ ଓ ଅବସର ପ୍ରାପ୍ତ ଶିକ୍ଷକ ବେହେରା ଓ ପ୍ରାରମ୍ଭରେ ବରିଷ୍ଠ ଶିକ୍ଷକ ସୁବ୍ରତ ପଣ୍ଡା ସ୍ଵାଗତ ପଣ୍ଡା ସ୍ଵାଗତ ଭାଷଣ ଅତିଥି ପରିଚୟ ପ୍ରଦାନ କରିଥିଲେ।ସଂସ୍କୃତି ଶିକ୍ଷୟତ୍ରୀ ମଧୁମିତା ବହିଦାର ଗଙ୍ଗା ଧର ଜୀବନୀ ପାଠ କରିଥିଲେ। ଵିଦ୍ୟାଲୟ ର ଛାତ୍ର ଛାତ୍ରୀ ମାନେ ମନୋରଞ୍ଜନ କାର୍ଯ୍ୟକ୍ରମ ପରିବେଷଣ କରିଥିଲେ ଗଙ୍ଗାଧର ଜୀବନୀ ଉପରେ।ସମ୍ବଲପୁର ଜିଲ୍ଲା ସାମ୍ବାଦିକ ତଥା କବି ନରେନ୍ଦ୍ର ସାହୁ ମଣିଷ ଜୀବନ ଉଲ୍ଲେଖନୀୟ କବିତା ଓ ଗଙ୍ଗାଧର ମେହେର ଜୀବନୀ କବିତା ପାଠ କରିଥିଲେ ଓ ସମ୍ବାଦ ହରମୋହନ ପଟେଲ ସୁରଚିତ ସ୍ୱଚ୍ଛଭାରତ କବିତା ପାଠ କରିଥିଲେ।ଖେଳ ଶିକ୍ଷକ ପ୍ରଦୀପ୍ତ ବାରିକ ଧନ୍ୟବାଦ୍ ଅର୍ପଣ କରିଥିଲେ।

