Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ସଚେତନତା ଓ ଓ ପର୍ଯ୍ୟାବରଣ ସୁରକ୍ଷା ପାଇଁ ସାଇକେଲ ରାଲି 

ଜେ ବି ଏନ, ୩୧/୦୧ /୨୦୨୧, (ରିପୋର୍ଟ, ସୁଶାନ୍ତ କୁମାର ସାମଲ), ଢେଙ୍କାନାଳ : ଭାରତ ସରକାର ପେଟ୍ରୋଲିୟମ୍ ଓ ପ୍ରାକୃତିକ ଗ୍ୟାସ ବିଭାଗ ପକ୍ଷରୁ ସାରା ଦେଶରେ ଶକ୍ତି ସଞ୍ଚୟସଚେତନତା ଓ ପର୍ୟବରଣ ସୁରକ୍ଷା ପାଇଁ ଢେ଼ଙ୍କାନାଳ ସହରରେ ସାଇକେଲ ରାଲି ମାଧ୍ୟମରେ ଏକ ସଚେତନତା କାର୍ଯ୍ୟକ୍ରମ କରାଯାଇଛି। ଏହି କାର୍ଯ୍ୟକ୍ରମ ରେ ଅତିଥି ଭାବରେ ପୂର୍ବତନ ବିଧାୟକ କୃଷ୍ଣଚନ୍ଦ୍ର ପାତ୍ର, ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ବିଭୂତି ଭୂଷଣ ପ୍ରଧାନ, ଜାତୀୟ ରାଜପଥ ମାର୍ଗ ,ଓଡ଼ିଶା ଆଞ୍ଚଳିକ ଅଧିକାରୀ ଡ. ରମପ୍ରସଦ୍ ପଣ୍ଡା, ଜାତୀୟ ରାଜପଥ ମାର୍ଗ ଢେ଼ଙ୍କାନାଳ ପ୍ରକଳ୍ପ ନିର୍ଦ୍ଦେଶକ ଏ ଶ୍ରୀନିବାସ ରାଓ ,ଆଇ ଓ ସି ଏଲ୍ ଜେନେରାଲ ମ୍ୟାନେଜର ଦେବୀପ୍ରସାଦ ଶତପଥୀ ଯୋଗଦେଇ ଅଭିଭାଷରେ ଶକ୍ତି ସଞ୍ଚ୍ଚୟ ପାଇଁ ସମସ୍ତଙ୍କୁ ଆହ୍ଵାନ ଦେଇ ଥିଲେ।ଏହାପରେ ପତକା ଦେଖାଇ ସାଇକେଲ ଯାତ୍ରା ଆରମ୍ଭହୋଇଥିଲା। ସଭା କାର୍ଯ୍ୟକ୍ରମ କୁ ଆଡ଼ଭୋକେଟ୍ ମତୃପ୍ରସଦ ନନ୍ଦ ସଂଯୋଜନା କରିଥିଲେ। ଦୁଇଶହ ରୁ ଅଧିକ ସାଇକେଲ ଆରୋହୀ ଭାଗ ନେଇଥିଲେ। ଆଇଓସିଏଲ୍, ଏଚପିସିଏଲ୍, ବିପିସିଏଲ୍,ଗେଲ ଇଣ୍ଡିଆ,ଆଦି କମ୍ପାନୀ ପକ୍ଷରୁ ଏହି ସମାବେଶର ଆୟୋଜନ କରାଯାଇଥିଲା।