Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ର ପ୍ରଧାନ ଆଚାର୍ଯ୍ୟlଙ୍କ ସହ ଏକ ସାକ୍ଷାତକାର

 

 

ଜେ ବି ଏନ, ୧୯/୦୩ /୨୦୨୧, (ରିପୋର୍ଟ, ବ୍ୟୁରୋ : ପ୍ରଦୀପ କୁମାର କାଣ୍ଡି), କଟକ/ଭୁବନେଶ୍ବର : ଆଜି ଯାଜପୁର ଜିଲ୍ଲା ସ୍ଥିତ ବଡଚଣା ଅଞ୍ଚଳରେ ଥିବା କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିରର ପ୍ରଧାନ ଆଚାର୍ଯ୍ଯl ଙ୍କୁ ଜାଗ୍ରତ ଭାରତ୍ ନ୍ୟୁଜର ଟିମ ସାକ୍ଷାତ କରିଥିଲା l ଏହି ସ୍କୁଲ ର ପାଠ ପଢା ଶୈଳି ଓ ତାଙ୍କ ସ୍କୁଲ ର ପରିଚାଳନା ବିଷୟ ରେ ଆମେ ବୁଝିଥିଲୁ। ପ୍ରଧାନ ଆଚାର୍ଯ୍ୟl ସୋନାଲି ସିଂହ ନିକଟରେ ହେଇଥିବା କଳିଙ୍ଗ ଭାରତୀ ବିଦ୍ୟା ବିସ୍ତାର ସମିତି ଓଡିଶା ପକ୍ଷରୁ ଶିକ୍ଷକ ପ୍ରଶିକ୍ଷଣ ଶିବିର ରେ ମଧ୍ୟ ବହୁ ପରୀକ୍ଷା ରେ ଭଲ କୃତିତ୍ଵ ଅର୍ଜନ କରିଥିଲେ। ସୋନାଲି ତାଙ୍କ ସାକ୍ଷାତ କାରରେ କହିଥିଲେ କରୋନା କଟକଣା ଉଠିବା ପରେ ତାଙ୍କ ସ୍କୁଲରେ ମାଗଣl ଆତ୍ମରକ୍ଷା ତାଲିମ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ତାହା ସହିତ ଏବେ ତାଙ୍କ ବିଦ୍ୟାର୍ଥୀ ମାନେ ଗୀତ ଏବଂ ବିଭିନ୍ନ କୌଶଳରେ ପାଠ ପଢୁଛନ୍ତି । ଦେଖନ୍ତୁ ତାଙ୍କ ବାର୍ତ୍ତା….

 

 

ତାଙ୍କ ସହ ଶିକ୍ଷା ଦଉଥିବା ଅନ୍ୟ ସହ ଶିକ୍ଷାର୍ଥୀ ମାନେ ମଧ୍ଯ ତାଙ୍କ ମନ୍ତବ୍ୟ ରଖିବା ସହ କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର ବଡଚଣାର ସମ୍ପାଦକ ଶ୍ରୀ କାର୍ତିକେସ୍ୱର ପାଣିଙ୍କ ସହ ମଧ୍ଯ JBN TV କ୍ୟାମେରା ତାଙ୍କ ମନ୍ତବ୍ୟ ନେଇଥିଲେ। ଦେଖନ୍ତୁ ପୁରା ଭିଡ଼ିଓ ଓ ନିଜ ପିଲା ମାନଙ୍କୁ ସେଇ ସ୍କୁଲ ରେ ପାଠ ପଢ଼େଇ ଭଲ ମଣିଷ କରିବା ସହ ତାଙ୍କ ଭବିଷ୍ୟତ କୁ ଉଜ୍ଜ୍ୱଳ କରନ୍ତୁ ବୋଲି  ସାମ୍ବାଦିକଙ୍କ ପ୍ରତ୍ୟକ୍ଷ ଅନୁଧ୍ୟାନ ରୁ କହିଛନ୍ତି …

 

 

ତାଙ୍କ ସ୍କୁଲ ର ସମ୍ପୂର୍ଣ୍ଣ ଠିକଣl :-

କଳିଙ୍ଗ ଭାରତୀ ଶିଶୁ ବିଦ୍ୟା ମନ୍ଦିର

ବଡଚଣା , ଯାଜପୁର

ମୋବାଇଲ : 9437547448, 6371666354

 

 

You missed