Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

୨୧ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ

ଜେ. ବି. ଏନ୍, ରିପୋର୍ଟ, ବିନୋଦ କୁମାର ନାୟକ /ଶୁଭମ ପାଣି, (୨୦/୦୩/୨୦୨୧ ଢେଙ୍କାନାଳ :ଢେଙ୍କାନାଳ ଜିଲ୍ଲା କଙ୍କଡ଼ା ପାଲ ଗ୍ରାମରେ ୨୧ ତମ ଅଷ୍ଟ ପ୍ରହରୀ ନାମ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି ।ତା. ୧୯/୦୩ /୨୦୨୧ ରିଖ ଦିନ ଷଷ୍ଠି ରେ ଅଧିବାସ କଳସ ଯାତ୍ରା, ତା. ୨୦/୦୩/୨୦୨୧ ରିଖ ଦିନ ସପ୍ତମୀ ରେ ନାମ ଯଜ୍ଞ ୧୬ ଦଳ ସଙ୍କୀର୍ତ୍ତନ ମଣ୍ଡଳୀ ଯୋଗଦାନ କରିବେ। ତା. ୨୧/୦୩/୨୦୨୧ ରିଖ ଦିନ ନଗର ପରିକ୍ରମା କରାଯିବ। ତିନି ଦିନ ଧରି ପ୍ରଭୁଙ୍କର ମହା ଆଡ଼ମ୍ବରରେ ପାଳିତ କରାଯାଇଛି। ପୂଜକ ଯୋଗଦା ନନ୍ଦ ତ୍ରିପାଠୀ ଙ୍କ ପୂଜା ଅର୍ଚନା କରାଯିବ, ଗ୍ରାମର ସମସ୍ତ କର୍ମକର୍ତ୍ତା ମାନଙ୍କ ମଧ୍ୟରୁ ହେଲେ. ଭରତ ସାମଲ, ହୃଷୀକେଶ ସାମଲ, ଗଗନ ବିହାରୀ ସାହୁ, ଗୋପିନାଥ ପରିଡା, ଗୋପାଳ ସାମଲ, ଟୁଟୁ, ଙ୍କ ଉପସ୍ଥିତିରେ ଗ୍ରାମର ସମସ୍ତ କର୍ମକର୍ତ୍ତା ଙ୍କର ଉପସ୍ଥିତିରେ ଏହି ନାମ ଯଜ୍ଞ ଅନୁଷ୍ଠିତ କରାଯିବ।