Warning: Attempt to read property "post_excerpt" on null in /home/jagratbharatnews/public_html/wp-content/themes/newsup/inc/ansar/hooks/hook-index-main.php on line 116
Spread the love

ଶ୍ରୀଲଙ୍କା ଲିଜେଣ୍ଡ କୁ ହରାଇ ଇଣ୍ଡିଆ ଲିଜେଣ୍ଡ ପ୍ରଥମ ଚାମ୍ପିଆନ

(ଜେ ବି ଏନ) ୨୧/୦୩ /୨୦୨୧ Raipur : ଛତ୍ତିଶଗଡ଼ ସ୍ଥିତ ସହିଦ୍ ବୀର ନାରାୟଣ ଷ୍ଟାଡିୟମ ରେ ଚାଲିଥିବା ରୋଡ଼ ସେଫଟି ଚାମ୍ପିଆନ୍ ଟ୍ରଫି ଇଣ୍ଡିଆ ଲିଜେଣ୍ଡ ହାତେଇ ନେବାରେ ସଫଳ ହୋଇଛି।

ଇଣ୍ଡିଆ ଲିଜେଣ୍ଡ ପ୍ରଥମ ବ୍ୟାଟିଂ ରେ ତେନ୍ଦୁଲକର ଙ୍କ ୨୩ବଲ ୩୦ରନ(୫ଟି୪)ଯୁବରାଜ ଙ୍କ ୪୧ଟିବଲ ରୁ ୬୦ରନ(୪ଟି୬କା ଓ ୪ଟି୪କା) ଶେଷରେ ୟୁସୁଫ ଙ୍କ ଧମକା ଦାର ୩୬ବଲ ରେ୬୨ ରନ (୪ଟି ୪ରି ଓ ୫ ୬କା)ବଳ ରେ ୧୮୧ ରନ ର ବିଜୟା ଲକ୍ଷ୍ୟ ଦେଇଥିଲେ ଜବାବ୍ ରେ ଶ୍ରୀଲଙ୍କା ଲିଜେଣ୍ଡ ୨୦ ଓଭର ରେ ୭ ଟି ୱିକେଟ୍ ହରାଇ ୧୬୭ ରନ କରି ୧୪ ରନ୍ ବ୍ୟବଧାନରେ ହାର ସ୍ୱୀକାରୀ କରିଥିଲା।

You missed