ରାଜ୍ୟରେ ବୁଧବାର ୬୧୩୧୦ ଜଣଙ୍କୁ କୋଭିଡ଼ ଟୀକା ପ୍ରଦାନ

ଜେ ବି ଏନ, ୨୪/୦୩ /୨୦୨୧, (ରିପୋର୍ଟ, ସୁଶୀଲ କୁମାର ଆଇଚ), ଭୁବନେଶ୍ବର : ଆଜି ବୁଧବାର ରାଜ୍ୟରେ କୋଭିଡ୍ ଯୋଦ୍ଧା , ସ୍ୱାସ୍ଥ୍ୟସେବା ହିତାଧିକାରୀ ଏବଂ ବରିଷ୍ଠ ନାଗରିକଙ୍କୁ ମିଶାଇ ସମୁଦାୟ ୬୧ , ୩୧୦ ଜଣଙ୍କୁ କୋଭିଡ୍ ଟୀକା ପ୍ରଦାନ କରାଯାଇଛି । ତନ୍ମଧ୍ୟରୁ ୫୨୨୦୬ ଜଣ ୬୦ ବର୍ଷରୁ ଉର୍ଦ୍ଧ ନାଗରିକଙ୍କୁ ଟୀକାଦାନ କରାଯାଇଛି । ସେହିପରି ସ୍ବାସ୍ଥ୍ୟସେବା ହିତାଧିକାରୀ ଏବଂ କୋଭିଡ୍ ଯୋଦ୍ଧାଙ୍କୁ ୨ୟ ଡୋଜ୍ ଟୀକା ପ୍ରଦାନ କରାଯାଇଛି । ଏ ନେଇ ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି l



![{"remix_data":[],"remix_entry_point":"challenges","source_tags":["local"],"origin":"unknown","total_draw_time":0,"total_draw_actions":0,"layers_used":0,"brushes_used":0,"photos_added":0,"total_editor_actions":{},"tools_used":{"transform":1},"is_sticker":false,"edited_since_last_sticker_save":true,"containsFTESticker":false}](https://www.jagratbharatnews.in/wp-content/uploads/2026/06/Picsart_26-05-14_06-19-38-643-15-scaled.jpg)